Breaking

ଆସନ୍ତାକାଲି ଠାରୁ ନନ୍ଦନକାନନ, ଶିମିଳିପାଳରେ ପକ୍ଷୀ ଗଣନା

ଭୁବନେଶ୍ୱର:ଆସନ୍ତାକାଲି ଠାରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ । ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୩ ତାରିଖରେ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ ଡିଭିଜନରେ ପକ୍ଷୀ ଗଣନା ହେବ । ୪ ତାରିଖରେ ଚିଲିକା, ୬ରେ ଭିତରକନିକା ଓ ହୀରାକୁଦରେ ପକ୍ଷୀ ଗଣନା ହେବ । ପକ୍ଷୀ ଗଣନା ପାଇଁ ବନ ବିଭାଗ ପକ୍ଷରୁ…
Read More...

ବିଜେପି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକର୍ତ୍ତାଙ୍କ ଇସ୍ତଫା

ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟି (ବିଜେପି) ଭୁବନେଶ୍ୱର ଜିଲ୍ଲା ଉପସଭାପତି ଶ୍ରୀ ପୁରଞ୍ଜନ ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶନୀ, ଜିଲ୍ଲା ସମ୍ପାଦକ ଶ୍ରୀ ସଦାଶିବ ଜେନା ଓ ତାଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା, ଏକ…
Read More...

ନୂଆବର୍ଷରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀରେ ପ୍ରବଳ ଜନ ସମାଗମ

ପୁରୀ: ନୂଆବର୍ଷର ନୂଆ ସକାଳ। ସେଥିପାଇଁ ପୁରୀ ଓ କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଲାଗି ରହିଛି ନାହିଁ ନଥିବା ଭିଡ଼। ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ବର୍ଷର ପ୍ରଥମ ଦିନ ଆରମ୍ଭ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀଜିଉଙ୍କ ଦର୍ଶନ…
Read More...

ଜିରୋନାଇଟ୍‌କୁ ସ୍ୱାଗତ ପାଉଁ ସବୁଠି ଉତ୍କଣ୍ଠା

ଭୁବନେଶ୍ୱର : ସରି ସରି ଆସୁଛି ବର୍ଷ ୧୮ ଆୟୁଷ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ବଦଳିଯିବ ଦିନ, ମାସ ଆଉ ବର୍ଷ। ପୁରୁଣା ବଦଳରେ ସ୍ଥାନ ନେବ ନୂଆ କ୍ୟାଲେଣ୍ଡର। ଆସିବ ଇଂରାଜୀ ନବବର୍ଷ ୨୦୧୯। ନୂଆବର୍ଷକୁ ସ୍ୱାଗତ ପାଇଁ ସବୁଠି ଏବେ ପ୍ରସ୍ତୁତି। ସବୁଠି ଜିରୋ ନାଇଟ୍ ସେଲିବେ୍ରସନ୍‌ ପାଇଁ…
Read More...

ଏନ୍.ଆଇ.ଏଟି.ର ପ୍ରତିଷ୍ଠା ଦିବସରେ ସମ୍ମାନୀତ ହେଲେ ଓଡିଶା ନ୍ୟୁଜ୍ ଟୁଡେର ସହ ସମ୍ପାଦକ ରାଜୀବ ନୟନ ରଥ

ଭୁବନେଶ୍ୱର : ଏନ୍.ଆଇ.ଏ.ଟି ର ପ୍ରତିଷ୍ଠା ଦିବସ ଶୈଳଶ୍ରୀବିହାର ସ୍ଥିତ ମହର୍ଷି ମହିଳା ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏକବିିଂଶ ଦଶନ୍ଧିରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଅନେକ ଛାତ୍ରଛାତ୍ରୀମାନଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ କରି କୃତିତ୍ୱର ସହିତ ଉନ୍ନତି କରିଛି । ସମାଜର…
Read More...

ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାସଭବନ ଉପରକୁ ମହିଳା କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ

ଭୁବନେଶ୍ୱର: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଉପରକୁ ରାଜ୍ୟ ମହିଳା କଂଗ୍ରେସ ଆଜି ଅଣ୍ଡା ଓ ଟମାଟୋ ମାଡ଼ କରିଛି। ପିପିଲି ଗଣଦୁଷ୍କର୍ମ ମାମଲାରେ ଦେଇଥିବା ମନ୍ତବ୍ୟକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।ଏପରିକି ଛାଞ୍ଚୁଣି ଧରି ମହିଳା…
Read More...

ଆସୁଛି ନୂଆବର୍ଷ: ଲକ୍ଷ୍ମୀଙ୍କ କୃପା ପାଇବାକୁ ହେଲେ ଘରୁ ବଦାଳାଇ ଦିଅନ୍ତୁ ଏସବୁ ଜିନିଷ

ଅବଗଣନା ଆରମ୍ଭ ହୋଇଯାଇଛି। ଆଉ ହାତଗଣତି ୩ଦିନ ପରେ ପାଦ ଥାପିବ ୨୦୧୯। ଏହି ନୂଆବର୍ଷ ନିଜେ କିଛି ନୂଆ କରିବାର ସଂକଳ୍ପ ନିଅନ୍ତୁ। ଏଥିନିମନ୍ତେ ପ୍ରଥମେ ଘରର କିଛି ଜିନିଷକୁ ବଦଳେଇବା ଜରୁରୀ। ଘରର ସୁଖ, ଶାନ୍ତି, ସମୃଦ୍ଧି ବଜାୟ ରଖିବାକୁ ଚାହୁଁଛନ୍ତି କି? ତା ହେଲେ ପ୍ରଥମେ ଘରେ ଥିବା…
Read More...