Breaking

ଆଜିଠାରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର:ଆଜିଠାରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଛି । ଏହା ଆସନ୍ତା ଡିସେମ୍ବର ୧୫ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୨୩ଟି କାର୍ଯ୍ୟଦିବସ ରହିଛି। ସେଥିରୁ ୧୯ଟି ସରକାରୀ ଥିବା ବେଳେ ୪ଟି ବେସରକାରୀ ଦିବସ ରହିଛି। ଏହି ଅଧିବେଶନରେ ନଭେମ୍ବର ୨୧ରେ ପ୍ରଫେଟ ମହମ୍ମଦଙ୍କ ଜନ୍ମ, ୨୩…
Read More...

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ : କାଲିଠାରୁ କାର୍ଯ୍ୟରେ ଯୋଗ ଦେବେ

କଟକ: ଦୀର୍ଘ ୭୮ଦିନ ଧରି ଚାଲିଥିବା ଆଇନଜୀବୀଙ୍କ ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ବୁଧବାର ଦିନ ମଧ୍ୟାହ୍ଣ ୧ଟାରେ ହାଇକୋର୍ଟ ବାର ଆସୋସିଏସନ୍‌ର ସାଧାରଣ ବୈଠକରେ ଏହି ଆନ୍ଦୋଳନ ପ୍ରତ୍ୟାହାର ଲାଗି ନିଷ୍ପତ୍ତି ହୋଇଛି। ଅନ୍ୟ ପକ୍ଷରେ ଏଭଳି ପରିସ୍ଥିତିର ପୁନରାବୃତ୍ତି ନ ଘଟିବା ଲାଗି ଏକ…
Read More...

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍‌

ଭୁବନେଶ୍ୱର:ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା…
Read More...

ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଛି : ମୁଖ୍ୟ ବିଶ୍ୱକର୍ମା

ପୁରୀ : ଶ୍ରୀଜୀଉଙ୍କ ନବକଳେବର ବେଳେ ଦାରୁ ଚିହ୍ନଟରେ ଟଙ୍କା କାରବାର ହୋଇଥିଲା। ଯିଏ ଟଙ୍କା ଦେଲା ତାଙ୍କ ଦାରୁ ଚିହ୍ନଟ ହେଲା। ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଏହିଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ନବକଳେବର ସମୟରେ ଶ୍ରୀମନ୍ଦିର ହୋଇଥିବା ବ୍ରହ୍ମ ବିଭ୍ରାଟ…
Read More...

ମହିଳାଙ୍କ ପେଟରୁ ବାହାରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ଓ ଚୁଡି

ଅହମ୍ମଦାବାଦ:ମହିଳାଙ୍କ ପେଟରୁ ବାହରିଲା ଦେଢକିଲୋ ଓଜନର ଲୁହାକଣ୍ଟା, ମଙ୍ଗଳସୂତ୍ର ମୁଦି, ଚୁଡି, ନଟ୍-ବୋଲ୍ଟ, ସେଫ୍ଟିପିନ୍, ହେୟାର ପିନ୍, ବ୍ରେସ୍ଲେଟ୍ ଏବଂ ଚେନ୍ । ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲରେ । ଅପରେସନ୍ ପରେ ଡାକ୍ତରମାନେ ମହିଳାଙ୍କ…
Read More...

ସମୁଦ୍ର ତଳେ ଶୋଇବାର ମଜା

ମାଲେ : ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ କମ୍ପାନୀ ରୋମାଞ୍ଚଭରା ଅନୁଭୁତି ପ୍ରଦାନ ସମ୍ପର୍କରେ ଘୋଷଣା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର କାରବାର ବଢ଼ିଥାଏ। ସେହିପରି ମାଳଦୀପର କୋନାଇ ମାଳଦୀପ ରଙ୍ଗୋଲୀ ଦୀପରେ ଥିବା ଏକ ହୋଟେଲ ଗ୍ରାହକଙ୍କୁ ସମୁଦ୍ର ପାଣିତଳେ ଶୋଇବାର ଅନୁଭୁତି…
Read More...

ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବାଜିରାଓ-ମସ୍ତାନି

ମୁମ୍ବାଇ: ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବି-ଟାଉନର ଚର୍ଚ୍ଚିତ ପ୍ରେମୀ ଯୁଗଳ ରଣବୀର ସିଂ ଓ ଦୀପିକା ପାଦୁକୋନ୍। ଟ୍ରାଡିସିନାଲ୍‌ ବିୟୁଟି ଦୀପିକା ପାଦୁକୋନଙ୍କ ହାତ ଧରିବେ ରଣବୀର ସିଂ ।ଏଥିପାଇଁ ଇଟାଲୀର ପ୍ରସିଦ୍ଧ କୋମୋ ହ୍ରଦରେ ଥିବା ଡେଲ୍‌ ବାଲବିଆନେଲୋ ରିସୋର୍ଟ ଚଳଚଞ୍ଚଳ ହୋଇଉଠିଛି।…
Read More...

ଆଜି ଶିଶୁଦିବସ :ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ

ଭବନେଶ୍ୱର: ଅାଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ଅାମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଆଜି ଜନ୍ମଦିନ।ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ଆଜି ଏହି ମହାନ ଆତ୍ମାଙ୍କର ୧୨୯ତମ ପୁଣ୍ୟ…
Read More...