Breaking

ବିଧାୟକ ପଦରୁ ଇସ୍ତଫା ଦେଲେ କୃଷ୍ଣଚନ୍ଦ୍ର ଶଗରିଆ

ଭୁବନେଶ୍ୱର: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ବିଧାୟକ ପଦବିରୁ ଇସ୍ତଫା ଦେଇଛନ୍ତି। ଭୁବନେଶ୍ୱରଠାରେ ବାଚସ୍ପତି ପ୍ରଦୀମ ଅମାତଙ୍କୁ ଭେଟି ଶ୍ରୀ ଶଗରିଆ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବିଧାନସଭାରେ ପ୍ରଚଳିତ ଅାଇନ ଅନୁସାରେ ସେ ନିଜର ହାତଲେଖା ଇସ୍ତଫା…
Read More...

ଧରାପଡ଼ିଲା ମଣିଷ ଖିଆ ବାଘୁଣୀ ‘ସୁନ୍ଦରୀ’

ଅନୁଗୁଳ:ଦୀର୍ଘ ଦିନର ଛକାପଞ୍ଝା ପରେ ଯନ୍ତାରେ ପଡ଼ିଛି ମଣିଷଖିଆ ବାଘୁଣୀ ସୁନ୍ଦରୀ । କୁମ୍‌କୀ ହାତୀ ଯଶୋଦା ଦ୍ୱାରା ସୁନ୍ଦରୀଙ୍କୁ କାବୁ କରାଯାଇଛି । ସାତକୋଶିଆବାସୀନ୍ଦା ଓ ବନ ବିଭାଗର ନିଦ ହଜାଇ ଦେଇଥିବା ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିବା ନେଇ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ…
Read More...

ଆଜିଠୁ ରାଜଧାନୀରେ ଗଡ଼ିବ ‘ମୋ ବସ୍‌’ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ହକି ବିଶ୍ୱକପ ପୂର୍ବରୁ ଜନସାଧାରଣଙ୍କ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ‘ମୋ ବସ ’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ପୂର୍ବାହ୍ନ ୧୧ ଟାରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିବେ । ନୂତନ…
Read More...

ଓଡ଼ିଶା ହକି ବିଶ୍ୱକପ୍‌ ପାଇଁ କାଲିଠୁ କାଉଣ୍ଟରରେ ମିଳିବ ଟିକେଟ୍‌

ଭୁବନେଶ୍ୱର:ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଅଫଲାଇନ୍ ଟିକେଟ୍ ପ୍ରକ୍ରିୟା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ପୂର୍ବାହ୍ଣ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍‌ ବିକ୍ରି ହେବ। ହକିପ୍ରେମୀମାନେ କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଗେଟ୍‌…
Read More...

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଜଣେ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଜୟ ପରବେଶ । ତାଙ୍କ ଘର ରାଜସ୍ଥାନ ଭରତପୁର ଅଂଚଳରେ । ଜୟ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ନ୍ୟୁ ପ୍ଲେଟ୍ ମିଲ୍‌ରେ ଜୁନିଅର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ପୋଲିସ ଘଟଣା…
Read More...

ଏତେ କଟକଣା ସତ୍ତ୍ବେ ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ ହୋଇଛି। ବେଙ୍ଗଲୁରୁର ମେଘା ଲୁଥ୍ରା ନାମକ ଜଣେ ପର୍ଯ୍ୟଟକ ଏହି ଫଟୋ ଭାଇରାଲ କରିଛନ୍ତି। ଶ୍ରୀମନ୍ଦିର ଭିତରର ସାତ ପାହାଚ ନିକଟର ଫଟୋକୁ ସେ ତାଙ୍କ ଫେସବୁକ୍‌ ପେଜ୍‌ରେ ପୋଷ୍ଟ୍‌ କରିଛନ୍ତି। ସେ ଇଣ୍ଡିଗୋ ଏୟାରଲାଇନ୍ସର କ୍ୟାବିନ୍‌ କର୍ମଚାରୀ ଭାବେ…
Read More...

ହ୍ୱାଟ୍‌ସ୍‌ଆପ୍‌ର ଏହି ସିକ୍ରେଟ୍‌ ଟ୍ରିକ୍‌ ବିଷୟରେ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକ ହ୍ୱାଟ୍‌ସ୍‌ଆପ୍ ବ୍ୟବହାର କରୁଛନ୍ତି। ମେସେଜ୍‌ ଓ ଭିଡିଓ ପଠାଇବା ସହିତ  ଏଥିରେ ଭିଡିଓ କଲ୍‌ ମଧ୍ୟ ହୋଇପାରୁଛି। ଖାଲି ସେତିକି ନୁହେଁ, ଏଥିରେ ଏମିତି ଏକ କୌଶଳି ଅଛି ଯେଉଁଥିରେ ଆପଣ ସିକ୍ରେଟ୍‌ ଉପାୟରେ ଅନ୍ୟର ମେସେଜ୍‌ ପଢ଼ିପାରିବେ। କିନ୍ତୁ ମେସେଜ…
Read More...

୭ ହାତୀ ମୃତ୍ୟୁ ଘଟଣାରେ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଢେଙ୍କାନାଳ : ଢେଙ୍କାନାଳ ସଦର ରେଞ୍ଜରେ ୭ଟି ହାତୀ ମୃତ୍ୟୁ ଘଟଣାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍ ଟିମ୍‌ ୩ ଜଣଙ୍କୁ ଗିରଫ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍…
Read More...

ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ ଆୟାର

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅପମାନିତ କରିଥିବା ଓ ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ କରିଥିବା ଅଭିଜିତ ଆୟାର ମିତ୍ର ଆଜି ତୃତୀୟ ଥର ର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି।ବିରୋଧୀ ଦଳ ନେତା ତଥା…
Read More...