ଜାତୀୟ ରାଜପଥ ଡିଭାଇଡର ଡେଇଁଲା ବାଘ, ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ: ଗୋଟିଏ ଜଙ୍ଗଲୀ ବାଘ ଜାତୀୟ ରାଜପଥ ଅତିକ୍ରମ କରିବା ଓ ଡିଭାଇଡର ଡେଇଁବା ବେଳର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମଧ୍ୟପ୍ରଦେଶର ପେଞ୍ଚ ଅଭୟାରଣ୍ୟ ନିକଟରେ ଥିବା ଜାତୀୟ ରାଜପଥ ୭କୁ ଗୋଟିଏ ବାଘ ଅତିକ୍ରମ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।…
Read More...
Read More...