Breaking

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ

କେନ୍ଦୁଝର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ରବିବାର ଆକ୍ରମଣ ହୋଇଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲାର ଘଷିପୁରା ନିର୍ବାଚନ ମଣ୍ଡଳୀ ଭଣ୍ଡାରୀପଡ଼ା ଛକରେ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଫଳରେ ପ୍ରାୟ ୧୫ ଜଣ କଂଗ୍ରେସ କର୍ମୀ ଆହତ…
Read More...

ପରଲୋକରେ ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲ

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଭୋର ସମୟରେ ଆଜି ପରଲୋକ ଘଟିଛି। ଗତକିଛି ଦିନ ଧରି ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୮୨ ବର୍ଷ ହୋଇଥିଲା। ୨୦୦୯ ଏବଂ ୨୦୧୪ରେ ପାଟକୁରାରୁ ବିଧାୟକଭାବେ ନିର୍ବାଚିତ…
Read More...

ନୀଳାଦ୍ରି ବିହାରରେ ରାଜନୈତିକ ହି°ସାକାଣ୍ଡ ଜଣେ ଗୁରୁତର ଆହତ

ଭୁବନେଶ୍ବର: ରାଜନୀତି ଏବେ ହିସା°ର ନୀତି ପାଲଟି ଯାଇଛି । ଆଜି ସକାଳୁ ନୀଳାଦ୍ରି ବିହାର ମଙ୍ଗଳା ବସ୍ତିରେ ବିଜେପିର ପ୍ରଚାର ଗାଡିକୁ ବସ୍ତି ବାସିନ୍ଦା ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏଥିରେ କିଛି ବିଜେପି କର୍ମୀ ଆହତ ହୋଇଥିଲେ । ଠିକ୍ ଏହାର ୧୨ ଘଣ୍ଟା ପରେ ବିଜେପିର…
Read More...

ଦମ୍ ଦେଖାଇଲେ ମୋଦି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ୍ ସୋ। ଏୟାରପୋର୍ଟରୁ ବରମୁଣ୍ଡା ପଡିଆ ଗେରୁଆମୟ। ରାସ୍ତା କଡରେ ହଜାର ହଜାର ଜନତା ସ୍ବାଗତ କରୁଥାନ୍ତି ନିଜ ପ୍ରିୟ ମୋଦିଙ୍କୁ। ମୋଦି ମଧ୍ୟ ସମବେତ ଜନତାଙ୍କୁ ଜଣଉଥାନ୍ତି ଅଭିବାଦନ। ବିଳମ୍ବିତ ସଂଧ୍ୟାରେ ମୋଦିଙ୍କ କାରକେଡ୍…
Read More...

ଶବର ସାଥି ସାଗରିକା

ଭୁବନେଶ୍ୱର : ଜଟଣୀ ରୋଡ ,ଏବରଙ୍ଗ ,ଗାୟତ୍ରୀ ବିହାର ରେ ନିର୍ମାଣଧୀନ କେଶରୀ ପାରାଡ଼ାଇଜ ରେ କାମ କରୁଥିବା,ତିଲାକା ନଗର ,ବନ୍ଧମୁଣ୍ଡା,ରାଉଲକେଲା ର ଆଦିବାସୀ ବ୍ୟକ୍ତି ଚୈତନ୍ୟ ନାଗବଂଶୀ ଙ୍କ ବହୁଦିନରୁ ଦେହ ଖରାପ ଥିବାବେଳେ ଗତକାଲି ମୃତ୍ୟୁବରଣ କରିଥିଲେ । ଗରିବ,ଅସହାୟ,ହୋଇଥିବାରୁ ଜୟ…
Read More...

ଏପ୍ରେଲ୍ ୧୮ ରୁ ଖରା ଛୁଟି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ ଭୁବନେଶ୍ବର :ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ କୁ ନଜର ରଖି ଛୁଟି ଘୋଷଣା କରାଯାଇଛି । ରାଜ୍ୟର ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ଓ ଆଗକୁ…
Read More...

ଆସୁଛନ୍ତି ମୋଦୀ : ଭୁବନେଶ୍ୱରରେ କରିବେ ବିଶାଳ ରୋଡ ସୋ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସୁଛନ୍ତି। ମୋଦୀ ସମ୍ବଲପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିବେ। ଏହା ପରେ ସେ ଭୁବନେଶ୍ୱରରେ ରୋଡ ସୋ’ ଏବଂ ସଭା କରିବେ।ପିଏମ ମୋଦୀ ୧୬ ତାରିଖ ଦିନ ସକାଳ ୧୧ଟାରେ ସମ୍ବଲପୁର ଜିଲ୍ଲା…
Read More...

ଆଖି ବୁଜିଲେ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀନାରାୟଣ ମିଶ୍ର

ଦିଗପହଣ୍ଡି: ଗୋଆ ମୁକ୍ତି ଆନ୍ଦୋଳନରେ ନିଜକୁ ସାମିଲ କରିଥିବା ଦିଗପହଣ୍ଡି ସହରର ସ୍ୱାଧିନତା ସଂଗ୍ରାମୀ ନେତା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ର(୮୫)ଙ୍କର ରବିବାର ସନ୍ଧ୍ୟାରେ ପରଲୋକ ଘଟିଛି । ଗତ କିଛି ଦିନ ହେଲା ସେ ଗଳା କର୍କଟ ରୋଗରେ ପିଡୀତ ହୋଇ ଚିକିତ୍ସିତ…
Read More...

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି

ପୁରୀ(ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ସହ ହନୁମାନ ଜୟନ୍ତୀ। ଏହାସହ ଆଜି ଓଡ଼ିଆ ନବବର୍ଷ। ଶ୍ରୀମନ୍ଦିରରେ ପରମ୍ପରା ରୀତିନୀତିରେ ହନୁମାନ ଜୟନ୍ତୀ ପାଳନ କରାଯିବ। ସକାଳ ଧୂପରେ ହନୁମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଯାଇ…
Read More...

ଆଜି ଅଶୋକାଷ୍ଟମୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆଜି ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର। ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ କରାଯିବା ପରେ ୫ଟାରୁ…
Read More...