Breaking

ଡାକ୍ତରଖାନାରେ ଛୁଆ ଅଦଳବଦଳର ଶିକାର ହୋଇଥିଲେ ସୁନୀଲ ଗାଭାସ୍କର

0

ନୂଆଦିଲ୍ଲୀ: ଆଜି ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ। ୧୯୪୯ ମସିହାରେ ଆଜିର ଦିନରେ ସେ ମୁମ୍ବାଇ (ତତ୍‌କାଳୀନ ବମ୍ବେ)ରେ ଜନ୍ମ ଗ୍ରହଣ କରିଥିଲେ। ‘ସନ୍ନି’ ଓ ‘ଲିଟିଲ୍ ମାଷ୍ଟର’ ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର। ତାଙ୍କୁ କ୍ରିକେଟର ‘ନେପୋଲିଅନ୍‌’ ବୋଲି ବି କୁହାଯାଉଥିଲା। ଯେତେବେଳେ କ୍ରିକେଟ୍‌ରେ ହେଲ୍‌ମେଟ୍‌ର ବ୍ୟବସ୍ଥା ନଥିଲା, ସେତେବେଳେ ଦୁର୍ଦ୍ଧର୍ଷ ଫାଷ୍ଟ୍‌ ବୋଲରମାନଙ୍କୁ କେମିତି ଖେଳିବାକୁ ହେବ, ତା’ର କୌଶଳ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ଶିଖାଇଥିଲେ।

loading...

Leave A Reply

Your email address will not be published.