Breaking

ଆଜି ଦିବଂଗତ ନେତା ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ ହେବ। ଦେଶର ବିଭିନ୍ନ ନଦୀରେ ହେବାକୁ ଥିବା ଏହି ଅସ୍ଥି ବିସର୍ଜନର ଆରମ୍ଭ ହରିଦ୍ୱାରର ଗଙ୍ଗାନଦୀରେ ହେବ।ଏଥିପାଇଁ ବାଜପେୟୀଙ୍କ ଝିଅ ନମିତା ଓ ନାତୁଣୀ ନିହାରିକା ସ୍ମୃତି ସ୍ଥଳରୁ ଅସ୍ଥି ସଂଗ୍ରହ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୯ ଅଗଷ୍ଟ ୨୦୧୮,ଜାଣନ୍ତୁ କେଉଁ ରାଶିରେ ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ

ମେଷ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ। ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ। ମହତ୍ତ୍ୱପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଆଇନ ଛାତ୍ରଙ୍କୁ ଚାକିରିର ସୁଯୋଗ ମିଳିବ। ବୃଷ: ଦିନଟି ଆପଣଙ୍କ ଲାଗି ବହୁତ ଭଲ ରହିବ। କ୍ୟାରିୟର ସହିତ ସଂଲଗ୍ନ ନୂଆ…
Read More...

ନିରାଶ କରିଥିଲେ ପ୍ରଧାନମନ୍ତ୍ରୀ ! ମୁକ୍ତିକାନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ରାଉରକେଲାରୁ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ବାହାରିଥିବା ମୁକ୍ତିକାନ୍ତ ବିଶ୍ୱାଳ ଶେଷରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ହେବା ଏବଂ ରାଉରକେଲାରେ ସୁପରସ୍ପେଶାଲି ମେଡିକାଲ ଖୋଲିବା ଲାଗି ଏହି ପଦ ଯାତ୍ରା କରି ଶେଷରେ…
Read More...

ରାତିରେ କାହିଁକି ବାହାରିଥାଏ କିନ୍ନରଙ୍କ ମୃତଦେହ ! ଜାଣନ୍ତୁ ଏହାର ରହସ୍ଯ

ଆପଣ ମାନେ କେବେ କିନ୍ନର ମାନଙ୍କ ଶବ ଯାତ୍ରା ଦେଖିଛନ୍ତି କି… ଦେଖି ନଥିବେ, କାରଣ ସେମାନେ ଦିନରେ ଅନ୍ତିମ ସଂସ୍କାର କରନ୍ତି ନାହିଁ । ହଁ ଏହା ହିଁ ସତ । କିନ୍ନରଙ୍କ ଜୀବନର କାହାଣୀ ଆମ ସହ ସମାନ ହୋଇନଥାଏ । ଏମାନଙ୍କର ଜୀବନ ଯିଇଁବାର ତରିକା ଓ ରହଣୀ ସହଣୀ ମଧ୍ୟ ସମ୍ପୁର୍ଣ୍ଣ ଅଲଗା ହୋଇଥାଏ…
Read More...

ତୃତୀୟ ଦିନରେ ପହଞ୍ଚିଲା ଶିକ୍ଷକ ଓ ଅଧ୍ୟାପକଙ୍କ ଆନ୍ଦୋଳନ

ଭୁବନେଶ୍ବର: ଜିଦରେ ଅଟଳ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଭୁବନେଶ୍ୱର ଲୋୟର ପିଏମଜିରେ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ତୃତୀୟ ଦିନରେ ପହଞ୍ଚିଛି । ଯୋଗ୍ୟ ବିବେଚିତ ହେବା ଦିନଠାରୁ ଚାକିରି ସର୍ତ୍ତ ଓ ଅବସରକାଳୀନ ସୁବିଧା ସୁଯୋଗ ସହ ପୂର୍ଣ୍ଣ ଅନୁଦାନ ନ ଦେବା…
Read More...

ସରିଲା ପ୍ରିୟଙ୍କା-ନିକ୍‌ଙ୍କ ନିର୍ବନ୍ଧ ! ଖୁବ ଶୀଘ୍ର ବିବାହ

ନୂଆଦିଲ୍ଲୀ :ବଲିଉଡ୍‍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ ଜୋନାସ୍‍ଙ୍କ ପ୍ରେମ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି। ଶନିବାର ସେମାନେ ନିଜ ପ୍ରେମକୁ ବିଧିବଦ୍ଧ ସମ୍ପର୍କର ମାନ୍ୟତା ଦେଇଛନ୍ତି। ନିଜନିଜ ପରିବାର ଲୋକଙ୍କ…
Read More...

ଭୁଶୁଡିଲା କ୍ୟୁଏଟି ଗଡ ! ବିବାଦରୁ ବଳିପଡିଲେ ପୋଲିସ୍ ବାବୁ

ଭୁବନେଶ୍ୱର:ଦୀପକ ଲେଙ୍କା ଜଣେ ଦକ୍ଷ ପୋଲିସ ଅଫିସର ଭାବରେ କମିସନରେଟ୍ ପୋଲିସରେ ବେଶ ଜଣାଶୁଣା।ଉତ୍ତମ କାର୍ଯ୍ୟ ଦକ୍ଷତା ହେଉ ବା ନିଜର ସାହାସିକତା ପାଇଁ ପୋଲିସ୍ ବିଭାଗରେ ସେ ଉଚ୍ଚ ପ୍ରଶଂସିତ ।ନିଜର କାର୍ଯ୍ୟ ଦକ୍ଷତା ପାଇଁ ଶ୍ରୀ ଲେଙ୍କାଙ୍କୁ କମିସନରେଟ୍ ପୋଲିସ୍ ର କ୍ୟୁଏଟିର…
Read More...

ଶସ୍ତା ହେଲା ଇଲିିସି ! ୧୫୦୦ ପରିବର୍ତ୍ତେ କିଲୋ ହେଲା ୨୦୦ଟଙ୍କା

ପାରାଦୀପ: କିଛି ଦିନ ପୂର୍ବରୁ ଆକାଶଛୁଆଁ ଦର ଥିବା ଇଲିସି ମାଛ ଏବେ ଶସ୍ତାରେ ମିଳୁଛି। ପାରାଦୀପରେ ଶସ୍ତା ହୋଇଛି ଇଲିଶି ମାଛ ଦର।ଯୋଡା (୬୦୦ଗ୍ରାମ) ୨୦୦ଟଙ୍କାରେ ମିଳୁଛି। ପୂର୍ବରୁ ଏହାର ଦାମ୍‌ ୧୫୦୦ଟଙ୍କାରୁ ଅଧିକ ଥିଲା। ଇଲିଶି ଶସ୍ତା ହୋଇଥିବାରୁ ପାରାଦ୍ୱୀପ ବାଲିପ୍ଲଟ ମାଛ ମାର୍କେଟ ଓ…
Read More...

ଘରେ ମନି-ପ୍ଲାଣ୍ଟ ଗଛ ଅଛି କି ? ଜାଣନ୍ତୁ କେଉଁ ଦିଗରେ ରଖିଲେ ଶୁଭଫଳ ମିଳେ

ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ପ୍ରତ୍ୟେକ ଚାରାରୋପଣ ନିମନ୍ତେ ନିର୍ଦ୍ଦିଷ୍ଟ ଦିଗ ରହିଛି। ଏହି ନିୟମ ମାନିଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ହେଉଥିବାର ମତ । ଉଜ୍ଜୈନର ଜ୍ୟୋତିଷାଚାର୍ୟ୍ୟ ପ୍ରଫୁଲ୍ଲ ଭଟ୍ଟ ଏ ବାବଦରେ ଜନସାଧାରଣଙ୍କୁ ଉପଦେଶ ଦେଇଛନ୍ତି। ମନି-ପ୍ଲାଣ୍ଟ ଗଛକୁ ଉଚିତ୍ ଦିଗରେ…
Read More...

ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ଇମ୍ରାନ

ନୂଆଦିଲ୍ଲୀ :ପାକିସ୍ଥାନ ତହରିକ-ଏ-ଇନସାଫ (ପିଟିଆଇ)ର ମୁଖ୍ୟ ଇମରାନ ଖାନ ଆଜି ପାକିସ୍ଥାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଇସଲାମବାଦ ସ୍ଥିତ ରାଷ୍ଟ୍ରପତି ଭବନରେ ସକାଳ ୯ରେ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଛି । ଦେଶର ପ୍ରଧାନମନ୍ତ୍ରୀ ଭାବରେ ଗତକାଲି ନ୍ୟାସନାଲ୍…
Read More...