Breaking

ଖଣ୍ଡଗିରିରେ ଯୁବକ-କିନ୍ନର ହାତାହାତି ! ଉତକ୍ଷିପ୍ତ ହୋଇ ଗାଡ଼ି ପୋଡ଼ି ଦେଲେ ସ୍ଥାନୀୟ ଲୋକ

ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।ଏହାକୁ ବିରୋଧ କରି…
Read More...

ପାଟଣାଗଡ଼ ଫିଲ୍ମକୁ ବିରୋଧ ! ଥାନାରେ ଅଭିଯୋଗ କଲେ ମୃତ ସୌମ୍ୟଙ୍କ ପିତା

ବଲାଙ୍ଗିର:ବିବାଦରେ ପାଟଣାଗଡ ଚଳଚ୍ଚିତ୍ର ।ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ।କେବଳ ଏତିକି ନୁହେଁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ଥାନାରେ ଅଭିଯୋଗ…
Read More...

ଜୀବନରେ ୫ଟି ଭୁଲ ! ଯାହାକୁ ବେଶୀ କରିଥାନ୍ତି ଯୁବପିଢୀ

ଆମେ ସମସ୍ତେ ଜୀବନରେ ଅନେକ ଭୁଲ କରିଛନ୍ତି । କିନ୍ତୁ ୧୬ ରୁ ୨୫ ବର୍ଷ ବୟସ ଏକ ଏଭଳି ସମୟ ହୋଇଥାଏ ଯେଉଁଥିରେ ଲୋକେ ବୋଧେ ସବୁଠାରୁ ଅଧିକ ଭୁଲ କରିଥାଏ । ତେବେ ଏହି ଭୁଲରେ ଯଦି କେହି କିଛି ଶିକ୍ଷା ପାଇଲା ତେବେ ସେ ତା ଜୀବନରେ ନିଶ୍ଚୟ ସଫଳତା ହାସଲ କରିଥାଏ ମାତ୍ର ଯଦି ଶିକ୍ଷା ନପାଇ…
Read More...

କାନ୍ଦୁଛି କେରଳ ! ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ,୩୫୭ ଟପିଲାଣି ମୃତ୍ୟୁ ସଂଖ୍ୟା

କେରଳ:କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୫୭ ଟପିଲାଣି । ପ୍ରଳୟଙ୍କରୀ ବନ୍ୟାରେ ବୁଡି ଯାଇଛି ସଂପୂର୍ଣ୍ଣ କେରଳ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଗାଁ ସହର, ରାସ୍ତା, ପୋଲ ସବୁକିଛି ବୁଡ଼ି ଯାଇଛି । ଘର ବୁଡି ଯାଇଥିବାରୁ ହଜାର ହଜାର ଲୋକ ଛାତ ଉପରେ ବସିଛନ୍ତି । ହେଲିକେପ୍ଟର ଓ…
Read More...

ବିଜେପିରେ ଯୋଗଦେଲେ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ

ପିପିଲି : ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଛନ୍ତି ରାଜନୀତି । ସରକାରୀ ଚାକିରୀ ରେ ଥାଇ ମଧ୍ୟ ଯୋଗଦେଇଛନ୍ତି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ । ଯାହାକୁ ନେଇ ଦେଖା ଦେଇଛି ବିବାଦ । ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି…
Read More...

କମିସନରେଟ ପୁଲିସର ରାତିଅଧିଆ ଚଢ଼ଉ ! ୨ ଦିନରେ ଡାନ୍ସବାରରୁ ୨୦ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର୍‌ ଉପରେ ପୁଲିସର ଚଢ଼ଉ ଜାରି ରହିଛି। ଗତ ୨ ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ବାର୍‌ ଉପରେ ଚଢ଼ଉ କରାଯାଇ ମୋଟ ୨୦ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଗତ ଶୁକ୍ରବାର ଦିନ ଖାରବେଳନଗର ଥାନା ଅଧୀନରେ ଥିବା ସୋଲାଲ-ଇନ୍‌ ବାର୍‌ରେ…
Read More...

ହରିଦ୍ୱାରରେ ବିସର୍ଜନ ହେଲା ବାଜପେୟୀଙ୍କ ଅସ୍ଥି

ଉତ୍ତରପ୍ରଦେଶ: ଭାରତରତ୍ନ, ପଦ୍ମବିଭୂଷଣ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ଆଜି ହରିଦ୍ୱାରରେ ବିସର୍ଜନ କରାଯାଇଛି । ୨ କିଲୋମିଟର ବ୍ୟାପୀ ଏକ କଳାସ ଯାତ୍ରା କରାଯାଇଥିଲା । ଭଲା କଲେଜ ପରିସରରୁ ବାହାରି ପୌଢ଼ୀଯାଏଁ କଳାସ ଯାତ୍ରା ଯାଇଥିଲା । ଏହି କଳାସ…
Read More...

ଏସୀୟାନ କ୍ରୀଡାରେ ଭାରତକୁ ପ୍ରଥମ ମେଡାଲ ଦେଲେ ଅପୂର୍ବୀ ଓ ରବି

ଜାକର୍ତା: ଏସିଆନ୍ସ ଗେମ୍ସର ପ୍ରଥମ ଦିନରେ ଭାରତ ପଦକ ଖାତା ଖୋଲିଛି। ୧୦ ମିଟର ଏୟାର ରାଇଫଲ୍‌ ମିକ୍ସଡ୍‌ ବର୍ଗରେ ଭାରତର ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି।ଉଭୟ ଶୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୁଇ ଶୁଟର…
Read More...

ନବରଙ୍ଗପୁର ଏସପିଙ୍କ ଦବଙ୍ଗଗିରି ! ଅର୍ଡଲିଙ୍କୁ ଶହେ ଥର କରାଇଲେ ଉଠ୍ ବସ୍

ନବରଙ୍ଗପୁର:ଏସ୍ପିଙ୍କ ବିରୋଧରେ ସଙ୍ଗିନ୍ ଅଭିଯୋଗ । ଅର୍ଡଲିଙ୍କୁ ଶହେ ଥର କରାଇଲେ ବସଉଠ। ନବରଙ୍ଗପୁର ଏସ୍ପି ବିବେକାନନ୍ଦ ଶର୍ମାଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ଅଭିଯୋଗ ଅନୁଯାୟୀ ରବୀନ କୁମାର ଲିମା ଓ ଦେବରାଜ ଚନ୍ଦା ଏସ୍‌ପିଙ୍କ ବାସଭବନରେ ଫଲୋ ଅର୍ଡଲି ଭାବେ କାର୍ଯ୍ୟ କରନ୍ତି । ଗତ…
Read More...

ବାସି ରୁଟି ଖାଇବାର ଫାଇଦା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ଅନେକ ଖାଦ୍ୟ ନଷ୍ଟ ହୋଇଥାଏ। ଏପରି କି ଅନେକ ଖାଦ୍ୟକୁ ଆମେ ନଖାଇ ପାରି ରଖି ତା’ପର ଦିନ ପାଇଁ ରଖି ଦେଇଥାଉ। ଯାହାକି ବାସି ହୋଇଯାଇଥାଏ। ତେବେ ଏହି ବାସି ଖାଦ୍ୟ ଖାଇବା ଉପଯୋଗୀ ନୁହେଁ ବୋଲି ଆମେ ବାରବୁଲା କୁକୁର, ଗାଇଗୋରୁ ଆଦିଙ୍କୁ ଦେଇ ଦେଇଥାଉ। କିନ୍ତୁ ଏହି ବାସି ଖାଦ୍ୟକୁ ବି…
Read More...