Breaking

ଆରାଧ୍ୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରିଲିଫ୍ ବଣ୍ଟନ

0

ପୁରୀ : ଆରାଧ୍ୟ ଚାରିଟେବୁଲ୍ ଟ୍ରଷ୍ଟ ଆନୁକୂଲ୍ୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ବ୍ଲକ୍ ବଳଙ୍ଗ ବଜାର ନିକଟରେ ଥିବା ବନ୍ଧପଡା ଗ୍ରାମରେ ବାତ୍ୟା ” ଫନି “ପ୍ରଭାବିତ ପ୍ରାୟ ଏକ ଶହ ଲୋକଙ୍କୁ ରିଲିଫ ସାମଗ୍ରୀ ଯଥା ଖାଦ୍ୟ ,ପଲିଥିନ ,ମହମବତୀ ଇତ୍ୟାଦି ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ପାଇଁ ଶ୍ରୀମତୀ ଲିପିକା ମହାପାତ୍ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ।

loading...

Leave A Reply

Your email address will not be published.