Breaking

ନୀଳଚକ୍ରରୁ ଉଡ଼ିଗଲା ବାନା

0

ପୁରୀ: ପୁରୀ ଶ୍ରୀମନ୍ଦିର ଉପରୁ ନୀଳଚକ୍ର ବାନା ଉଡ଼ି ଯାଇଛି। ସାମୁଦ୍ରକି ଝଡ଼ ‘ଫୋନି’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗତକାଲି ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା।ତେବେ ଅତ୍ୟଧିକ ପବନ ଯୋଗୁଁ ଶ୍ରୀମନ୍ଦିରର ନେତ ଉଡିଯାଇଥିବା ସୂଚନା । ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ ୩ ତାରିଖ ଅପରାହ୍ଣରେ ସ୍ଥଳଭାଗ ଛୁଇଁବ ‘ଫୋନି’ । ଗୋପାଳପୁର ଓ ଚାନ୍ଦବାଲି ମଝିରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବା IMD ସୂଚନା ଦେଇଛି । ଏହା ସହ ଆମେରିକା ପାଣିପାଗ ସଂସ୍ଥାର କହିବାନୁଯାୟୀ ପୁରୀରେ ପାଖାପାଖି ଅଞ୍ଚଳରେ ଫୋନି ଲ୍ୟାଣ୍ଡଫଲ୍‌ କରିବ ।

loading...

Leave A Reply

Your email address will not be published.