Breaking

ଅପରାଜୟ ନବୀନ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ବାଜି ମାରିନେଲା ବିଜେଡି।ବିଜୟ ମୁକୁଟ ପିନ୍ଧିବେ ବିଜେଡି ସୁପ୍ରିମୋ।ଲଗାତାର ଭାବେ ୫ମ ଥର ପାଈ ରାଜ୍ୟ ସମ୍ଭାଳିବେ ନବୀନ।ନିର୍ମଳ ବ୍ୟକ୍ତିତ୍ବ ଓ ସ୍ବଚ୍ଛ ଶାସନ ପାଈ ପୁନର୍ବାର ୧୧୩ ବିଧାନ ସଭା ଓ ୧୨ ଟି ଲୋକ୍ ସଭା ଆସନରେ ବିଜୟ ବାନା ଉଡାଇବାରେ ନବୀନ ସଫଳ ହୋଇଛନ୍ତି। ପୁନର୍ବାର ଲୋକଙ୍କ ବିପୁଳ ଜନାଦେଶ ପାଇବା ସହ ଓଡିଶାବାସୀଙ୍କ ଆଶା ଓ ବିଶ୍ବାସକୁ ବଜାୟ ରଖିବା କୁ ପ୍ରତିଶ୍ରୁତି ଦେବା ସହ ସାରା ଓଡିଶାର ଜନ ସାଧାରଣଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

loading...

Leave A Reply

Your email address will not be published.