Breaking

ନିୟମ ଭିତରେ ଗଡିପାରେ ନନ୍ଦିଘୋଷ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆଶଙ୍କାରେ ରଥଯାତ୍ରା। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟରେ ବୈଠକ ଶେଷ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକରେ ପ୍ରଥମେ ପୂଜାପଣ୍ଡା ନିଯୋଗ ସହ ବୈଠକ ହେବା ପରେ ପୁଷ୍ପାଳକ ଓ ସିଂହାରୀ ସେବକ ଅନ୍ୟ ନିଯୋଗ ସହ ମଧ୍ୟ ଆଲୋଚନା…
Read More...

ସାବାସ୍ ପୋଲିସ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଛନ୍ତି। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର…
Read More...

ମାର୍କେଟ୍ ବିଲ୍ଡିଂ ସିଲ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ରଜ ବଜାରରେ ମାର୍କେଟିଂ ରେ ବ୍ୟସ୍ତସମସ୍ତେ । ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହେଉଛି ଅସମ୍ଭବ ଜନଗହଳି। ମାର୍କେଟ୍ ବିଲ୍ଡିଂ ବି ସେଥିରୁ ପଡିନି ବାଦ୍। ପ୍ରବଳ ଭିଡ଼ ଯୋଗୁଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । କରୋନା…
Read More...

ଭି.ଏସ୍.ଏସ୍ ନଗରରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କୋଭିଡ-୧୯ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହି ମୁହୂର୍ତ୍ତରେ ସାଧାରଣ ଲୋକଙ୍କର ଜୀବନ ବଞ୍ଚଇବାକୁ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ କରୋନାର ମୁକାବିଲା ପାଇଁ ଆଗେଇ ଆସିଛନ୍ତି । ଯେଉଁ ମାନଙ୍କୁ ସମଗ୍ର…
Read More...

ନବୀନଙ୍କ ହାତରେ ନିଷ୍ପତ୍ତି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବିନା ଭକ୍ତରେ ହେଲା ସ୍ନାନଯାତ୍ରା। ଏବେ ରଥଯାତ୍ରା ଉପରେ ନଜର । ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ହାଇକୋର୍ଟ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ମାନି ସେତେବେଳର ସ୍ଥିତିକୁ ଦେଖି ସରକାର ରଥଯାତ୍ରା…
Read More...

ଅସହାୟ ଜେମାଙ୍କୁ ସହାୟତା କଲେ ଯୁବ ସମାଜସେବୀ ପ୍ରକାଶ ତ୍ରିପାଠୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଜେମା ଛତର,୧୫ ବର୍ଷର ଆଦିବାସୀ ବାପାମାଆ ଛେଉଣ୍ଡ ଝିଅଟିଏ ମଞ୍ଚେଶ୍ଵର୍ ଝରଣା ବସ୍ତିରେ ରୁହେ। ସାଙ୍ଗରେ ୧୦ ଓ ୧୨ ବର୍ଷର ଦୁଇ ଭାଇ। ରୋଜଗାର କହିଲେ ଜେମା ଚିଙ୍ଗୁଡ଼ି କମ୍ପାନୀରେ କାମକରି ୨୦୦୦ଟଙ୍କାରେ ତିନି ଜଣ ବଞ୍ଚନ୍ତି। ଜେମା ମାଟ୍ରିକ ପରୀକ୍ଷା…
Read More...

ଆନ୍ତର୍ଜାତୀୟ ମାନବାଧିକାର ଆୟୋଗ ପକ୍ଷରୁ ରକ୍ତଦାନ ଶିବିର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆନ୍ତର୍ଜାତୀୟ ମାନବାଧିକାର ଆୟୋଗ ଆନୁକୂଲ୍ୟରେ ଶ୍ରୀ ଚେତନ କୁମାର ମହାପାତ୍ର (ଜିଲ୍ଲା ସଭାପତି) ଙ୍କ ପ୍ରଚେଷ୍ଟା ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ।ବର୍ତ୍ତମାନ କରୋନା ଭଳି ମହାମାରୀ ପରିସ୍ଥିତି ରେ ରାଜ୍ୟରେ ରକ୍ତର ଘୋର ଅଭାବ ରହିଛି । ଏହି ଅଭାବକୁ…
Read More...

ସୁପ୍ରିମକୋର୍ଟଙ୍କ କଡା ନିର୍ଦେଶ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ସୁପ୍ରିମକୋର୍ଟ ଆଜି ଶୁଣାଇଛନ୍ତି କଡା ନିର୍ଦ୍ଦେଶ । ସମସ୍ତ ପ୍ରବାସୀ ଶ୍ରମିକଙ୍କ ନାମ ପଂଜୀକରଣ କରିବା ସହ ୧୫ ଦିନ ଭିତରେ ପ୍ରବାସୀଙ୍କୁ ଘରେ ପହଚାଂଇବାକୁ ରୋକଠୋକ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୨୪ ଘଂଟା ମଧ୍ୟରେ ଶ୍ରମିକଙ୍କୁ ଟ୍ରେନ ଦେବାକୁ…
Read More...

ବିକ୍ଷୋଭ ପରେ ବଦଳିଲା ପରୀକ୍ଷା ତାରିଖ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ନେଇ ସମଗ୍ର ମାନବ ସମାଜ ଚିନ୍ତାଗ୍ରସ୍ତ ଥିବାବେଳେ ଶିକ୍ଷା ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ଥ। ସରକାରୀ କଟକଣା ଭିତରେ ସ୍ଥିର ହୋଇଛି ପରୀକ୍ଷା ତାରୀଖ ଯାହା ପରୀକ୍ଷାର୍ଥୀଙ୍କୁ ଚିନ୍ତାରେ ପକାଇଛି। ଏ ନେଇ ବିଗତ କିଛି ଦିନ ହେବ ରମାଦେବୀ ମହିଳା…
Read More...