Breaking

ମାର୍କେଟ୍ ବିଲ୍ଡିଂ ସିଲ୍

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ରଜ ବଜାରରେ ମାର୍କେଟିଂ ରେ ବ୍ୟସ୍ତସମସ୍ତେ । ବିଭିନ୍ନ ସ୍ଥାନରେ ପରିଲକ୍ଷିତ ହେଉଛି ଅସମ୍ଭବ ଜନଗହଳି। ମାର୍କେଟ୍ ବିଲ୍ଡିଂ ବି ସେଥିରୁ ପଡିନି ବାଦ୍। ପ୍ରବଳ ଭିଡ଼ ଯୋଗୁଁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । କରୋନା କଟକଣା ନମାନି ଲୋକ ବଜାରରେ ଗହଳି କରିଥିବା ଦେଖିଯବା ସହି ସମାଜିକ ଦୂରତା କଥାବି ଲୋକ ଭୂଲିଗଲେ । ମାର୍କେଟ ବିଲଣ୍ଡିଂରେ ପ୍ରବଳ ଗହଳି ପରେ ଏନଫୋର୍ସ ଟିମ୍ ପହଂଚି ସ୍ଥିିତି ଦେଖିବା ପରେ ଭୁବନେଶ୍ୱର ମହାନଗର ନିଗମର ଡେପ୍ୟୁଟି କମିଶନର ପ୍ରବଳ ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଥିଲେ ।

loading...

Leave A Reply

Your email address will not be published.