Breaking

ନିୟମ ଭିତରେ ଗଡିପାରେ ନନ୍ଦିଘୋଷ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଶଙ୍କାରେ ରଥଯାତ୍ରା। ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟଳୟରେ ବୈଠକ ଶେଷ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକରେ ପ୍ରଥମେ ପୂଜାପଣ୍ଡା ନିଯୋଗ ସହ ବୈଠକ ହେବା ପରେ ପୁଷ୍ପାଳକ ଓ ସିଂହାରୀ ସେବକ ଅନ୍ୟ ନିଯୋଗ ସହ ମଧ୍ୟ ଆଲୋଚନା କରାଯିବ । ତେବେ ରଥଯାତ୍ରା ରେ ମହାପ୍ରଭୁଙ୍କ ପହଣ୍ଡିଠାରୁ ଆରମ୍ଭ କରି ରଥ ଉପରେ କେତେଜଣ ସେବାୟତ ରହିବେ , ବିନା ଭକ୍ତରେ ରଥଟଣା କିଭଳି ହେବ ସେନେଇ ମୁଖ୍ୟତ ଆଲୋଚନା ହୋଇଛି । ତେବେ ସ୍ନାନଯାତ୍ରା ପରି କିପରି ରଥଯାତ୍ରା କରାଯିବ ତାହା ଉପରେ ରହିବ ଅଧିକ ଫୋକସ୍।

loading...

Leave A Reply

Your email address will not be published.