Breaking
Browsing Category

ରାଜ୍ୟ

ଦୋଳ ଉତ୍ସବ : ଘର ଘର ବୁଲି ଭୋଗ ଖାଉଛନ୍ତି ରାଧା ମାଧବ

ଭୁବନେଶ୍ବର : ‘ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମା ନନ୍ଦ’, ଅର୍ଥାତ ଫଗୁଣ ମାସ ଆସିଲେ ମନେପଡ଼େ ଫଗୁ ଉତ୍ସବର କଥା। ଏହି ସମୟେରେ ଭକ୍ତମାନେ ଦୋଳ ବିମାନରେ ରାଧାମାଧବଙ୍କୁ ବସାଇ ବିଭିନ୍ନ ଗ୍ରାମକୁ ନେଇ ପୂଜା କରିଥାଆନ୍ତି। ରାଜଧାନୀ ଉପକଣ୍ଠର ଗ୍ରାମାଞ୍ଚଳରେ ଏହି ଉତ୍ସବ ବଡ଼…
Read More...

ନାମାଙ୍କନ ଦାଖଲ କଲେ ନବୀନ

ଭୁବନେଶ୍ୱର : ଓଡିଶାରେ ୨୦ ବର୍ଷ ଶାସନ କରିଥିବା ବିଜୁ ଜନତା ଦଳ ପଞ୍ଚମ ଥର ଲାଗି ଆରମ୍ଭ କରିଛି ତାର ବିଜୟ ଅଭିଯାନ ଯାହାର ମଙ୍ଗ ଧରିଛନ୍ତି ବିଜୁ ନନ୍ଦନ ନବୀନ । ଆଜି ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ…
Read More...

ଦିଶାର ଅଷ୍ଟମ ବାର୍ଷିକ ଉତ୍ସବ

ଭୁବେନେଶ୍ୱର:ସାମାଜିକ କ୍ଷେତ୍ରରେ ବିଗତ ଦଶବର୍ଷ ଧରି ସେବା ଯୋଗାଇଥିବା ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦିଶା ଓଡିଶା ତାର ଅଷ୍ଟମ ଉତ୍ସବ ଜୟଦେବ ଭବନ ରେ ପାଲିତ ହୋଇଯାଇଛି । ସାମାଜିକ ସଚେତନତା ପାଇଁ ଉତ୍ସର୍ଗୀକୃତ ହୋଇ ଏହି ଅନୁଷ୍ଠାନ ରେ ପ୍ରତ୍ୟେକ ବର୍ଷ ତାର ଉସଭ ବିଧିବର୍ଦ୍ଧ ଭାବେ…
Read More...

“ଝୁରି ହେଉଛି ଦିନକାଳ,ମନ ଖୋଜୁଛି ସେକାଳ ପଖାଳ”

ଭୁବନେଶ୍ୱର(ସତ୍ୟଜିତ୍ ରାଉତ୍):ପଖାଳ କହିଲେ ଗାଁର ସଂସ୍କୃତି, ଗାଁର ପରିବେଶ ଓ ଗାଁର କଥା ମନେ ପଡ଼ିଯାଏ। ଏଥିପାଇଁ ମାର୍ଚ୍ଚ ୨୦ରେ ବିଶ୍ୱବ୍ୟାପୀ ବିଶ୍ୱ ପଖାଳ ଦିବସ ପାଳିତ ହେଉଛି। ୨୦୧୩ ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି। ଏଥିପାଇଁ ଓଡ଼ିଆ ବେଶ‌ ଉତ୍ସାହିତ। ପଖାଳ କଥା କହିଲେ ଓଡ଼ିଆଙ୍କ…
Read More...

ଘରକୁ ବାହୁଡିଲେ ଘଡାଇ

ଭୂବନେଶ୍ବର:ହଟିଲା ନିଲମ୍ବନ ଆଦେଶ। ପ୍ରଫୁଲ୍ଲଙ୍କ ହେଲା ଘର ବାହୁଡା। ନିର୍ବାଚନକୁ ଆଖିଆଗରେ ରଖି ବିଜେଡି ସୁପ୍ରିମୋଙ୍କ ଆବଶ୍ୟକ ପଡିଲେ ଦଳର ପୁରୁଖା ନେତୃତ୍ବ। ୨୦୧୪ ମସିହାରେ ପ୍ରଫୁଲ୍ଲଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ଯଦିଓ ଘଡାଇଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ସେ ତା ପରେ ମଧ୍ୟ…
Read More...

ଯୁଦ୍ଧ ପାଇଁ ଯୋଦ୍ଧା ପ୍ରସ୍ତୁତ

ଭୂବନେଶ୍ୱର : ଘୋଷଣା ହେଲା ପ୍ରାର୍ଥୀ ତାଲାକା । ନେତାଙ୍କ ଠାରୁ ନେଇ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରିଥିଲେ ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ତାଲିକା ଘୋଷଣାକୁ । ପ୍ରତିକ୍ଷାର ଅବସାନ ଘଟାଇ ବିଜେଡ଼ିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସୂଚନାଯୋଗ୍ୟଯେ, ବିଜ୍ଞପ୍ତି…
Read More...

ବିଜେଡିରେ ଛିଡୁନି ଅଙ୍କ : କୁଆଡେ ଯିବେ ଅନନ୍ତ

ଭୂବନେଶ୍ବର : ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ କୁଆଡେ ଏବେ ବିଜେଡି ଉପରେ ଖପ୍ପା | ତୃତୀୟ ମହଲା ବାବୁଙ୍କ ଉପରେ ଭାରି ଜୋରରେ ରାଗ | ଯେହେତୁ ଟିକଟ ମିଳିବାର ଅଙ୍କ କଷା ଛିଡୁନି ତେଣୁ ଦଳରେ ବି ସେ ରହିବାକୁ ଚାହୁଁନାହାନ୍ତି | ଆଉ ସେଥିପାଇଁ ବିଡିଏରେ ଯୋଗ ଦେଇନଥିଲେ।…
Read More...

ହାତୀ ଚିହ୍ନରେ ନିର୍ବାଚନ ଲଢ଼ିବେ କିନ୍ନର କାଜଲ ନାୟକ

ଯାଜପୁର: କିନ୍ନର କାଜଲ ନାୟକ ହେବେ ବିଏସପିର କୋରେଇ ବିଧାୟକ ପ୍ରାର୍ଥୀ । ଗତକାଲି ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି । ଯାଜପୁର ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ଥିବା କାଜଲ ଟିକେଟ୍ ପାଇଁ ଲବି କରୁଥିବା ବେଳେ ବିଏସପି ତାଙ୍କ ଉପରେ ଭରସା କରିଛି । ବି.ଏସ.ପି ର ରାଜ୍ୟ ସମ୍ପାଦକ…
Read More...

ଶଙ୍ଖ ଧରିଲେ ମୀରା ପରିଡା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନପରେ ଗତ ୪ ଦିନ ଧରି ଲଗାତର ଭାବେ ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଭିଡ । ଶହ ଶହ ନେତାଙ୍କ ସହ କର୍ମୀଙ୍କ ଭିଡ ଦେଖିବାକୁ ମିଳୁଛି ନବୀନ ନିବାସ ଆଗରେ ।ଆଜି ବିଜେଡିରେ ସାମିଲ ହୋଇଛନ୍ତି ମୀରା ପରିଡା । ଆଜି ନବୀନ ନିବାସରେ…
Read More...

ରଣକ୍ଷେତ୍ର ବଦଳାଇବେ ବିଜେଡି ଦଳପତି

ଭୂବନେଶ୍ବର:ନିଜ ସ୍ବଛ ଭାବମୂର୍ତିକୁ ନେଇ ସବୁବେଳେ ଚର୍ଚାରେ ଥିବା ନବୀନ କରିଛନ୍ତି ରାଜନିତିକ ଗୋଟିଚାଳନା । ନବୀନ ନିଜ ନିର୍ବାଚନ ଆସନ ବଦଳାଇବା ନେଇ ଇଙ୍ଗିତ ଦେଇଛନ୍ତି । ପଶ୍ଚିମ ଓଡ଼ିଶା ନେତା, ଚାଷୀ, ମହିଳା ଓ ଛାତ୍ରଛାତ୍ରୀ ମାନେ ମୋତେ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ନବୀନ…
Read More...