Breaking
Browsing Category

ରାଜ୍ୟ

ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ବୈଠକ

ଭୁବନେଶ୍ୱର: ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡି ନେତା ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇଛି । ପାନ୍ଥନିବାସର ବିଭିନ୍ନ ୟୁନିଟ୍‍ର ଘରୋଇକରଣ ପାଇଁ ଥିବା ପ୍ରସ୍ତାବକୁ…
Read More...

ବୁଣାକାରଙ୍କ ଶାଢ଼ୀ ପିନ୍ଧି ର‌୍ୟାମ୍ପରେ ଚାଲିଲେ

ଭୁବନେଶ୍ୱର: ପରିଚୟ ଫାଉଣ୍ଡେସନ୍‍ ପକ୍ଷରୁ ଓଡ଼ିଶାର ବୁଣାକାରମାନଙ୍କ ହସ୍ତତନ୍ତ ସାମଗ୍ରୀକୁ ନେଇ ପରିଣୀତି ପ୍ରୋଜେକ୍ଟ ଆରମ୍ଭ କର‌ାଯାଇଛି । ମାଣିଆବନ୍ଧ, ସମ୍ବଲପୁର, ସୋନପୁର, କୋଟପାଡ ଓ ବ୍ରହ୍ମପୁରର ଗରିବ ଶ୍ରେଣୀର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀକୁ ଅନ୍ତର୍ଜତୀୟ ବଜାରରେ…
Read More...

ଜେଇଇ ମେନ୍ ୨୦୨୧ ପରୀକ୍ଷାରେ ମଦର୍ସ ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ୨୦୨୧ରେ ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଲଗ୍ନେଶ ମହାପା୍‌ତ୍ର ୯୯.୭୬୨ ପର୍ସେଟାଂଇଲ୍ ରଖି ସ୍କୁଲ୍‌ର ସର୍ବାଧିକ ସ୍କୋର ହାସଲ କରିଥିବା ବେଳେ ୯୯.୨୭୭ ପର୍ସେଟାଂଇଲ୍ ସହ ସୌଦିତି ରାଉତ ଦ୍ୱିତୀୟ ଟପର୍…
Read More...

ମହିଳା ଦିବସରେ ବିମୁଗ୍ଧ କଲା କଥକ ନୃତ୍ୟଗୁରୁ ଶୋଭନା ନାରାୟଣଙ୍କ ନୃତ୍ୟ

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଦ୍ମଶ୍ରୀ ତଥା ବିଶିଷ୍ଟ କଥକ ନୃତ୍ୟଗୁରୁ ଶୋଭନା ନାରାୟଣ ନୃତ୍ୟ ପରିବେଷଣ କରିଛନ୍ତି |ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆର୍ଯ୍ୟ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ସେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଏହି ଅବସରରେ ସେ କଥକ ନୃତ୍ୟ…
Read More...

ନୂଆଦିଲ୍ଲୀ ଠାରେ ଆନ୍ତର୍ଜାତିକ ମହିଳା ଦିବସରେ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଙ୍କ ଯୋଗଦାନ

ନୂଆଦିଲ୍ଲୀ; ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟର ଠାରେ ରେସପେକ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଛି । ଉକ୍ତ ଉତ୍ସବ ରେ ଲୋକସଭା ର ବାଚସ୍ପତି ସମ୍ମାନିତ ଓମ ବିର୍ଲା, ଜାମ୍ମୁ ଓ କାଶ୍ମୀର ଲେଫ୍ଟଲାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା,…
Read More...

ବଜାଜ ଫାଇନାନ୍ସ ଏଫଡି ସହିତ ଆପଣଙ୍କର ସଂଚୟ ସୁରକ୍ଷିତ ରହିବାର ୫ଟି କାରଣ

ଭୁବନେଶ୍ୱର: ଜୀବନର ବିଭିନ୍ନ ନିବେଶ ଲକ୍ଷ ସତ୍ୱେ ଅଧିକାଂଶ ବ୍ୟକ୍ତି ତାଙ୍କ ସଂଚୟ ଉପରେ ଆକର୍ଷଣୀୟ ରିଟର୍ଣ୍ଣ ଓ ସୁରକ୍ଷା ଚାହିଁଥାନ୍ତି । ବଜାଜ ଫାଇନାନ୍ସର ଫିକ୍ସ ଡିପୋଜିଟ ବା ଏଫଡି ତାହାହିଁ ପ୍ରଦାନ କରିଥାଏ, ଯେଉଁଥିରେ ଆକର୍ଷଣୀୟ ସୁଧହାର ସହିତ ଜମାର ସୁରକ୍ଷା ମଧ୍ୟ ରହିଥାଏ । ନିକଟରେ…
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୧

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୧ ସ୍ଥାନୀୟ ଏକ…
Read More...

ଆଜି ଦିଆଯିବ ଆର‌୍ୟା ଆଓ୍ବାର୍ଡ

ଭୁବନେଶ୍ୱର: ଶନିବାର ନବମ ଆର‌୍ୟା ଆଓ୍ବାର୍ଡ ପ୍ରଦାନ କର‌ାଯିବ। ପରିଚୟ ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ ସମାରୋହ ଆୟୋଜିତ ହେବ । ସମାଜ ପାଇଁ ଦୃଷ୍ଟାନ୍ତ ଛାଡିଥିବା ଓ ପ୍ରେରଣା ସୃଷ୍ଟି କରିଥିବା ମହିଳାଙ୍କୁ ଏହି ଅବସରରେ ସମ୍ମାନିତ କର‌ଯିବ । ଅନ୍ତର୍ଜତୀୟ ମହିଳା ଦିବସ ପୂର୍ବରୁ…
Read More...