Breaking

ନୂଆଦିଲ୍ଲୀ ଠାରେ ଆନ୍ତର୍ଜାତିକ ମହିଳା ଦିବସରେ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଙ୍କ ଯୋଗଦାନ

0

ନୂଆଦିଲ୍ଲୀ; ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟର ଠାରେ ରେସପେକ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଛି । ଉକ୍ତ ଉତ୍ସବ ରେ ଲୋକସଭା ର ବାଚସ୍ପତି ସମ୍ମାନିତ ଓମ ବିର୍ଲା, ଜାମ୍ମୁ ଓ କାଶ୍ମୀର ଲେଫ୍ଟଲାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ସିକିମ ର ପ୍ରାକ୍ତନ ଗଭର୍ଣ୍ଣର ଶ୍ରୀ ଡି . ପି. ସିଂ, ଲୋକସଭା ସଦସ୍ୟ ଶ୍ରୀ ମନୋଜ ତିୱାରୀ ଏବଂ ପରିଚୟ ଫାଉଣ୍ଡେସନ ପ୍ରତିଷ୍ଠାତା ଶ୍ରୀମତୀ ରୋଜାଲିନ ପାଟ୍ଟଶାଣୀ ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ମହିଳା ଦିବସରେ ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ ଏବଂ ସମାଜ ର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳା ମାନଂକୁ ସମ୍ବର୍ଦ୍ଧିତ କରି ଉପଢ଼ୌକନ ପ୍ରଦାନ କରିଥିଲେ ।

loading...

Leave A Reply

Your email address will not be published.