Breaking
Browsing Category

ରାଜ୍ୟ

5ଟସଚିବ ଙ୍କ ମହାନତା : ବିପଦ ସମୟ ରେ ଆଶାରଆଲୋକ ସାଜିଲା bsky କାର୍ଡ

ଜଗତସିଂହପୁର ଜିଲ୍ଲା କୃଷ୍ଣନାଦପୁର ଅଞ୍ଚଳ ର ଅକଲିମ ବକାଶ ର ଏକ ପୁଅ ଜାନୁଆରୀ ୨ ତାରିଖ ରେ ଜନ୍ମ ହେଇଥିଲା । ଜନ୍ମ ହେବା ପରେ ଶିଶୁଟି ଅସୁସ୍ଥ ହେବା ସହ ଶ୍ୱାସକ୍ରିୟା କରିବା ରେ ସମସ୍ୟା ହେଉଥିଲା ଏବଂ ତାକୁ ବାତ ମାରୁଥିଲା ପରେ ତାକୁ କଟକ ଶିଶୁ ଭବନ ଓ ଏକ ଘରେଇ ହସ୍ପିଟାଲ ରେ ବାପା ଅଲି…
Read More...

ବକ୍ସିଙ୍କ ସହିଦ୍ ଦିବସରେ “ପାଇକ ବିଦ୍ରୋହକୁ” ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମର ମାନ୍ୟତା ପାଇଁ ରଣହୁଙ୍କାର…

ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ “ବକ୍ସି” ବୋଲି କୁହାଯାଏ ସେ ପାଇକ ଜାତିର କୁଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷ ସ୍ୱାଧୀନତା ଇତିହାସର ମୁଖବନ୍ଧ । “ପାଇକ…
Read More...

ଓଡ଼ିଶାରେ ପ୍ରତିଷ୍ଠା ହେଉ ଏକ ଖବରକାଗଜ ସଂଗ୍ରହାଳୟ: ଡକ୍ଟର ଅଭୟ ପଟ୍ଟନାୟକ

ଖବରକାଗଜ ହେଉଛି ସମାଜର ଦର୍ପଣ। ଆଜିର କାଗଜ କାଲି ପାଇଁ ଇତିହାସ। ମହାତ୍ମା ସାଧୁ ସୁନ୍ଦର ଦାସ କୃତ କୁଜିବର ପତ୍ର ଥିଲା ଓଡ଼ିଶାର ପ୍ରଥମ ହାତଲେଖା ଖବରକାଗଜ। ଏହି ଦୁଷ୍ପ୍ରାପ୍ୟ କାଗଜ ଏବେ କୋଉଠି ଅଛି କିଛି ଖବର ନାହିଁ। ସେହିପରି କର୍ମବୀର ଗୌରୀ ଶଙ୍କର ରାୟଙ୍କ ଦ୍ୱାରା ପ୍ରକାଶିତ ଉତ୍କଳ…
Read More...

ବିଧାୟକଙ୍କ ଆଶୁ ଆରୋଗ୍ୟ କାମନା କରି ମନ୍ଦିରରେ ଦୀପ ଦାନ ଓ ପୂଜାର୍ଚ୍ଚନା

ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଆଜି ତାଙ୍କର ସମର୍ଥକମାନେ ବିଭିନ୍ନ ମନ୍ଦିରରେ ସମୂହ ଦୀପ ଦାନ କରିବାସହ ପୂଜାର୍ଚ୍ଚନା କରିଥିଲେ।ପଳାଶୁଣି ବସ ଷ୍ଟପ ନିକଟସ୍ଥ ଆଖଣ୍ଡଳମଣି…
Read More...

ଶିକ୍ଷା ପାଇଁ ନିଳିମା ବନ୍ଦୋପାଧ୍ୟୟ ଙ୍କୁ ଜାତୀୟ ସ୍ତରରେ ଦୁଇ ସମ୍ମାନ

ଭୁବନେଶ୍ୱର, : ଓ୍ବାଣ୍ଡରଲ୍ୟାଣ୍ଡ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ନିଳିମା ବନ୍ଦୋପଧ୍ୟାୟ ନିଜର ୨୦ବର୍ଷ ତଳର ସଂଘର୍ଷକୁ ପ୍ରକାଶ କରିଛନ୍ତି । ଶ୍ରୀମତୀ ବନ୍ଦୋପଧାୟ ୨୦ ବର୍ଷରୁ ଉର୍ଦ୍ଧ୍ବ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟରେ ଜଡ଼ିତ ଅଛନ୍ତି ।…
Read More...

ଶୁଶ୍ରୁତ ହସ୍ପିଟାଲ୍‌ରେ ଜନତା ୱାର୍ଡ଼ ଉଦ୍‌ଘାଟିତ

ଶୁଶ୍ରୁତ ହସ୍ପିଟାଲ ଓ ଟ୍ରମାକେୟାର ରାଜ୍ୟର ଏକ ଅଗ୍ରଣୀ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଚିକିତ୍ସାଳୟ ଗରିବ ଲୋକଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚିକିତ୍ସାଳୟ ପରିସରରେ ଜନତା ୱାର୍ଡ଼ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ରୋଟାରୀର ଜିଲ୍ଲା…
Read More...

୧୦ ଲୁଗାବୁଣା ତନ୍ତ ବସାଇଲା ପରିଚୟ ଫାଉଣ୍ଡେସନ୍‌

ଭୁବନେଶ୍ୱର: ନୂତନ ବର୍ଷରେ ବୁଣାକାରଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଗେଇ ଆସିଛି ପରିଚୟ ଫାଉଣ୍ଡେସନ୍ । ଏକ୍ସପୋର୍ଟ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅଫ୍‌ ଇଣ୍ଡିଆ(ଇସିଜିସି) ସହାୟତାରେ ମହିଳା ବୁଣାକାରଙ୍କ ପାଇଁ ୧୦ଟି ଲୁଗାବୁଣା ତନ୍ତ ବସାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ଆଠଗଡରେ…
Read More...

ଜମିକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ

ଭୁବନେଶ୍ବର ତହସିଲ ଅନ୍ତର୍ଗତ କେନ୍ଦୁପାଟଣା ଆର ଆଇ ସର୍କଲରୁ ଜମି ବିବାଦକୁ ନେଇ ଆସିଛି ସଙ୍ଗିନୀ ଅଭିଯୋଗ । ଏହି ସର୍କଲ ଅଧିନରେ ଭିନ୍ନ ଭିନ୍ନ ସ୍ଥାନରେ ଯଥା ଗଣ୍ଡରପୁର ମୌଜା , ବଳିପଡ଼ା ମୌଜା ଓ ଢାୱା ମୌଜା ରେ ପ୍ରାୟ ୩ ଏକରରୁ ଅଧିକ ଜମି କୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିଥିଲା…
Read More...

ଆଜି ଭାର ଗ୍ରହଣ କରିବେ ସୁନୀଲ ବଂଶଲ

ଓଡିଶା ପୋଲିସ ବିଭାଗର ନୂଆ ଡିଜିପି ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ପୋଲିସ୍ ବିଭା ବରିଷ୍ଠ ଅଧିକାରୀ ମାନେ ସ୍ବାଗତ କରିଥିଲେ।କଟକ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟ ପଦ ଭାର ଆଜି ନୂଆ ଡିଜିପି ସୁନୀଲ ବଂସଲ ଦାୟିତ୍ୱ ଗ୍ରହଣ…
Read More...