Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment
Browsing Category
ରାଜ୍ୟ
କଂଗ୍ରେସର ହାତ ଧରିଲେ ମାଓନେତା ସବ୍ୟସାଚ୍ଚୀଙ୍କ ପତ୍ନୀ ମିଲି ପଣ୍ଡା
ଭୁବନେଶ୍ୱର:ମାଓବାଦୀ ନେତା ସବ୍ୟସାଚ୍ଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା ଓରଫ୍ ମିଲି କଂଗ୍ରେସରେ ଯୋଗ ଦେଇଛନ୍ତି । ସେପଟେ ନୀଳଗିରି ରାଜ ପରିବାରର ବୋହୁ ମନୋଜା ମଞ୍ଜରୀ ଦେବୀ ମଧ୍ୟ କଂଗ୍ରେସରେ ମିଶିଛନ୍ତି । ଉଭୟ ଆଜି କଂଗ୍ରେସ ଭବନ ଆସି ଦଳରେ ମିଶିଛନ୍ତି । କଂଗ୍ରେସ ସେମାନଙ୍କୁ ଦଳରେ ସ୍ୱାଗତ…
Read More...
Read More...
ମହାନଦୀ ପଠାରୁ ଉଦ୍ଧାର ହେଲା ଇଂଜିନିୟରିଂ ଛାତ୍ରୀଙ୍କ ଅର୍ଦ୍ଧନଗ୍ନ ମୃତଦେହ
କଟକ: ମହାନଦୀ ପଠାରୁ ଇଂଜିନିୟରିଂ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ଼ ନିକଟର କନ୍ଦରପୁର ନିକଟରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଯୁବତୀଙ୍କ ମୃତଦେହରେ ଏକ କଳା ଜିନ୍ ପ୍ୟାଣ୍ଟ ରହିଛି। ଉପର ପୋଷାକଟି ନାହିଁ। କେବଳ ଯୁବତୀଙ୍କ…
Read More...
Read More...
ଯୁବା ପ୍ରୟାସ ଏବଂ ଜନନୀ ଫାଉଣ୍ଡେସନର ମିଳିତ ସହଯୋଗରେ ପ୍ଲାଷ୍ଟିକ ବନ୍ଦ ଏବଂ କାଗଜ ବ୍ୟବହାର କରିବା ପାଇଁ ସଚେତନତା…
ଭୁବନେଶ୍ୱର :ସାମାଜିକ ଅନୁଷ୍ଠାନ ଯୁବା ପ୍ରୟାସ ଏବଂ ଜନନୀ ଫାଉଣ୍ଡେସନ ଦ୍ୱାରା ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରି କାଗଜ ବ୍ୟବହାର କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସ୍ୱେଚ୍ଛାସେବୀ ଏବଂ ଜନନୀ ଫାଉଣ୍ଡେସନର ସଦସ୍ୟମାନେ ମିଳିତ ଭାବରେ ସି.ଆର.ପି ଛକ,…
Read More...
Read More...
ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ
କଟକ: ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପରାଧିକ ମାମଲା ମଧ୍ୟରୁ ଗୋଟିଏ ମାମଲାର ଶୁଣାଣି କାରିଛନ୍ତି କଟକ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍। ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଏହାର ବ୍ୟବହାର କରିବା ଅପରାଧରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ…
Read More...
Read More...
ବିଜେବି କଲେଜରେ ଛାତ୍ର ଅଶାନ୍ତି ! ଗଣ୍ଡଗୋଳରେ ୭ଆହତ
ଭୁବନେଶ୍ୱର: ଆଜି ଭୁବନେଶ୍ୱର ବିଜେବି କଲେଜରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ପରସ୍ପରକୁ ଆକ୍ରମଣ କରିବା ଫଳରେ ୫ ଜଣ ଛାତ୍ରଙ୍କ ଓ ୨ ଜଣ ଛାତ୍ରୀ ମୁଣ୍ଡ ଫାଟିଛି।ଆହତ ଛାତ୍ରମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…
Read More...
Read More...
ଜିଅନ୍ତା ଜଳିଗଲେ ୫ ବର୍ଷର ଝିଅ ! ମାଆ,ଭାଇ ଗୁରୁତର
ଜୟପୁର: ଆଜି ସକାଳେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା।ଅଗ୍ନିକାଣ୍ଡ ଘଟି ଜଣେ ୫ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ଘଟିଛି।ଏହି ଦୁଃଖଦ ଘଟଣାରେ ୬ ମାସର ଏକ ଶିଶୁପୁତ୍ର ଓ ତା’ ମାଆ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ,ବୋରିଗୁମ୍ମା…
Read More...
Read More...
ବାଲେଶ୍ୱର: ଟ୍ରକ୍ ଧକ୍କାରେ ୨ ମୃତ ,ଜଣେ ଗୁରୁତର
ବାଲେଶ୍ୱର: ବାଇକ୍କୁ ଟ୍ରକ୍ ଧକ୍କା ଦେବା ଫଳରେ ୨ ଜଣଙ୍କ ମୃତ୍ୟୃ ଘଟିଛି। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ଫୁଲାରି ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ଖବର ପାଇ ଆହତମାନଙ୍କୁ ଉଦ୍ଧାର କରି ୧୦୮…
Read More...
Read More...
ଆଜି ଶ୍ରାବଣ ମାସ ଶେଷ ସୋମବାର ! ଶୈବପୀଠରେ କାଉଡ଼ିଆଙ୍କ ଭିଡ଼
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ଓମ୍ ନମଃ ଶିବାୟ ଓ ହରହର ମହାଦେବ ଧ୍ୱନିରେ କମ୍ପୁଛି ମନ୍ଦିର ପରିବେଶ । ଦେବଦେବ ମହାଦେବଙ୍କୁ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ଲାଗିଛି । ଭକ୍ତମାନଙ୍କ ଭିଡ଼କୁ ଦେଖି ଏକାମ୍ର କ୍ଷେତ୍ରର…
Read More...
Read More...
ଖଣ୍ଡଗିରିରେ ଯୁବକ-କିନ୍ନର ହାତାହାତି ! ଉତକ୍ଷିପ୍ତ ହୋଇ ଗାଡ଼ି ପୋଡ଼ି ଦେଲେ ସ୍ଥାନୀୟ ଲୋକ
ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।ଏହାକୁ ବିରୋଧ କରି…
Read More...
Read More...
ପାଟଣାଗଡ଼ ଫିଲ୍ମକୁ ବିରୋଧ ! ଥାନାରେ ଅଭିଯୋଗ କଲେ ମୃତ ସୌମ୍ୟଙ୍କ ପିତା
ବଲାଙ୍ଗିର:ବିବାଦରେ ପାଟଣାଗଡ ଚଳଚ୍ଚିତ୍ର ।ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ନେଇ ନିର୍ମାଣ ହେଉଥିବା ଫିଲ୍ମକୁ ବିରୋଧ କଲେ ମୃତ ସୌମ୍ୟ ଶେଖରଙ୍କ ବାପା ରବୀନ୍ଦ୍ର ସାହୁ।କେବଳ ଏତିକି ନୁହେଁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ବିରୋଧରେ ଥାନାରେ ଅଭିଯୋଗ…
Read More...
Read More...