Breaking

ବିଜେବି କଲେଜରେ ଛାତ୍ର ଅଶାନ୍ତି ! ଗଣ୍ଡଗୋଳରେ ୭ଆହତ

0

ଭୁବନେଶ୍ୱର: ଆଜି ଭୁବନେଶ୍ୱର ବିଜେବି କଲେଜରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି ।ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ପରସ୍ପରକୁ ଆକ୍ରମଣ କରିବା ଫଳରେ ୫ ଜଣ ଛାତ୍ରଙ୍କ ଓ ୨ ଜଣ ଛାତ୍ରୀ ମୁଣ୍ଡ ଫାଟିଛି।ଆହତ ଛାତ୍ରମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛିି। ସମଗ୍ର କଳେଜରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧ ପ୍ଲାଟୁନ୍‌ ଫୋର୍ସ ମୂତୟନ କରାଯାଇଛି।

You May Like Here:

            ⇓

loading...

Leave A Reply

Your email address will not be published.