କଟକ: ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପରାଧିକ ମାମଲା ମଧ୍ୟରୁ ଗୋଟିଏ ମାମଲାର ଶୁଣାଣି କାରିଛନ୍ତି କଟକ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍। ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ଏବଂ ଏହାର ବ୍ୟବହାର କରିବା ଅପରାଧରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି। ୧୯୯୯ରେ ପୁଲିସ ଅଫିସରଙ୍କ ଉପରକୁ ଡିବ୍ରଦର୍ସ ଗୁଳି କରିବା ନେଇ ହୋଇଥିବା ମାମଲାରେ ଆଜି ସଜା ଶୁଣାଇଛନ୍ତି କୋର୍ଟ । ସୁଶାନ୍ତ ଧଳସାମନ୍ତଙ୍କୁ ଏହା ହେଉଛି ପ୍ରଥମ ସଜା । ଅନେକ ଦିନ ହେଲାଣି ସୁଶାନ୍ତ ନାରେ ଅନେକ ଅପରାଧିକ ମାମଲା ଥିଲା ।
Breaking
ନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତପରିଚୟ ପକ୍ଷରୁ ନିଆରା ରଜ ଉତ୍ସବ :ମେଧାବୀ ଛାତ୍ରୀଙ୍କୁ ବାଣ୍ଟିଲେ ସାଇକେଲଆଙ୍କିଲୋଜିଂ ସ୍ପଣ୍ଡିଲାଇଟିସ୍ : ପ୍ରଦାହକୁ ହ୍ରାସ କରିବାର ୫ ଟି ଉପାୟ