Breaking
Browsing Category

ରାଜ୍ୟ

ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମକୁ ଜଗିବ ଡ୍ରୋନ୍‌ କ୍ୟାମେରା

ଭୁବନେଶ୍ବର : ବିଶ୍ୱକପ୍‌ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍‌ କ୍ୟାମେରା । ଖୁବ୍‌ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍‌ କ୍ୟାମେରା କିଣିବ ପୋଲିସ । ସେହିଭଳି କଳିଙ୍ଗ ଷ୍ଟାଡିୟମରେ କାମ କରୁଥିବା କର୍ମଚାରୀମାନଙ୍କ ପରିଚୟ ପତ୍ର ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ…
Read More...

ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ସେ କଟକ ସଦର ନିର୍ବାଚନ…
Read More...

ଓଡିଶାରେ ପୁଞ୍ଜିନିବେଶ କରିବ ଫ୍ରାନ୍ସ

ଭୁବନେଶ୍ବର : ଓଡିଶାରେ ପୁଞ୍ଜିନିବେଶ କରିବ ଫ୍ରାନ୍ସ। ଆଜି ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକ୍ସଜାଣ୍ଡାର ଜିଗଲର ଏକ ବାଣିଜ୍ୟିକ ପ୍ରତିନିଧି ଦଳ ସହିତ ଆସି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କରିଥିବା ଆଲୋଚନାରୁ ଏହା ଜଣାଯାଇଛି। ବିଶେଷକରି ହୋଟେଲ, ଇସ୍ପାତ, ବୈଦ୍ୟୁତିକ…
Read More...

ରାଜଧାନୀର ରାଜରାସ୍ତାରେ ନୂଆଁଖାଇଲେ ଶିକ୍ଷକ

ଭୁବନେଶ୍ୱର :ବ୍ଲକଗ୍ରାଂଟ ଭଳି ଘୃଣ୍ୟ ପ୍ରଥାର ଉଛେଦ ଦାବିରେ ବ୍ଲକଗ୍ରାଂଟ ଶିକ୍ଷକଙ୍କ ଓ ଆନ୍ଦୋଳନ ୨୮ ଦିନରେ ପହଁଚିଛି । ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶିକ୍ଷକ ଓ ଅଧ୍ୟାପକ । ଗତକାଲି ଆନ୍ଦୋଳନରତ ଶିକ୍ଷକମାନେ ରାସ୍ତାରେ ଗଣେଶ ପୂଜା କରିଥିବା ବେଳେ ଆଜି ନୂଆଁ ଖାଇଛନ୍ତି ।…
Read More...

ବିରାଜିଲେ ବିଘ୍ନରାଜ : ଗଡେଶ୍ବର ହାଟ ବଣିକ ସଂଘ ପକ୍ଷରୁ ଗଣେଶ ପୂଜା ଆୟୋଜିତ

ଭୁବନେଶ୍ୱର :ଦିନ ଯେତେ ବଢ଼ୁଛି, ପୂଜା ମଣ୍ଡପରେ କୋଳାହଳ ସେତେ ଜମୁଛି ।ଗଣେଶଙ୍କ ଆବାହନ ଲାଗି ରାଜଧାନୀରେ ଥିବା ଶତାଧିକ ଶିକ୍ଷାନୁଷ୍ଠାନ,କ୍ଲବ୍‌ରେ ଏବେ ଝଲସିବାରେ ଲାଗିଛି। ରଙ୍ଗିନ୍‌ ଆଲୋକମାଳା ସାଙ୍ଗକୁ ଏଲ୍‌ଇଡି ଗେଟ୍‌ ପୂଜା ମଣ୍ଡପର ଶୋଭା ବଢ଼ାଉଛି। ଭିଏସ୍ଏସ୍ ନଗର ର ଗଡେଶ୍ବର ହାଟ…
Read More...

ପେଟ୍ରୋଲ ପିଇ ୫ବର୍ଷର ଶିଶୁର ମୃତ୍ୟୁ

ବ୍ରହ୍ମପୁର: ଶେରଗଡ ଥାନା କାଳିଆଘାଇ ଗ୍ରାମରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ପେଟ୍ରୋଲ ପିଇ ୫ବର୍ଷର ଶିଶୁ ମୃତ ହୋଇଛି। ଶିଶୁଟି ଗୁରୁବାର ଦିନ ଘରେ ଖେଳୁଥିବା ସମୟରେ ପେଟ୍ରୋଲ ପିଇ ଦେଇଥିଲା। ଶିଶୁଟି ଭୁଲବଶତଃ ପାଣି ଭାବି ପେଟ୍ରୋଲ ପିଇ ଦେଇଥିଲା। ଶିଶୁଟିକୁ ଗୁରୁତର ଅବସ୍ଥାରେ…
Read More...

ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ : ମା’ ସମଲେଶ୍ୱରୀଙ୍କ ପାଖରେ ଲାଗିହେଲା ନବାନ୍ନ

ସମ୍ବଲପୁର:ଆଜି ପଶ୍ଚିମ ଓଡିଶାର କୃଷିଭିତକ ପର୍ବ ନୂଆଁଖାଇ । ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ପୂରା ପଶ୍ଚିମ ଓଡ଼ିଶା । ସମ୍ବଲପୁରରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ । ନୂଆ ବସ୍ତ୍ର ପରିଧାନ କରି ମା ନୂଆଁ ଖାଇଛନ୍ତି । ନୂଆ ଧାନରୁ ପ୍ରସ୍ତୁତ ହୋଇଥିବା ନବାନ୍ନ ସକାଳ ୮ଟା…
Read More...

ଆସନ୍ତାକାଲି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ବଲାଙ୍ଗୀର:ଆସନ୍ତାକାଲି ପଶ୍ଚିମ ଓଡିଶାର ବଡପର୍ବ । କି ଧନୀ କି ଗରିବ ସମସ୍ତେ ପାଳିବେ ନୂଆଁଖାଇ । ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପାଖରେ ନୂଆଁ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରିବା ପରେ ନୂଆଁଖାଇବେ ବଲାଙ୍ଗୀରବାସୀ । ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଲଗ୍ନ ଧାର୍ଯ୍ୟ…
Read More...

ଆଜି ଗଣେଶ ଚତୁର୍ଥୀ : ଗାଁଠୁ ସହର ଉତ୍ସବ ମୁଖର

ଭୁବନେଶ୍ୱର: ଆଜି ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଗଣେଶଙ୍କ ପୂଜା। ଗଣେଙ୍କ ପୂଜାର୍ଚ୍ଚନା ଲାଗି ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର। ଗଜାନନଙ୍କ ପୂଜାର୍ଚ୍ଚନା ଲାଗି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଚଳଚଞ୍ଚଳ ହୋଇ ପଡିଛି।ବିଦ୍ୟାଦାତାଙ୍କ ପୂଜାର୍ଚ୍ଚନା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ…
Read More...

ଶିକ୍ଷକଙ୍କ ସହ ମନ୍ତ୍ରିସ୍ତରୀୟ କମିଟିର ଆଲୋଚନା ବିଫଳ : ଆନ୍ଦୋଳନ ଜାରି ରଖିବ ମିଳିତ ମଞ୍ଚ

ଭୁବନେଶ୍ୱର :ଶିକ୍ଷକଙ୍କ ଦାବି ପୂରଣ ନେଇ ଅାଜି ବସିଥିବା ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବିଫଳ ହୋଇଛି। ଫଳରେ ପୂର୍ବପରି ଅାନ୍ଦୋଳନ ଚାଲୁ ରହିବ ବୋଲି କହିଛି ମିଳିତ ଶିକ୍ଷକ, କର୍ମଚାରୀ ସଂଘ । ଦାବି ପୂରଣ ପାଇଁ ସରକାର ୩ ମାସ ସମୟ ମାଗିଥିଲେ । କିନ୍ତୁ ଅାମେ ୭ ଦିନ ସମୟ ଦେବାକୁ ରାଜି ଥିଲୁ…
Read More...