Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment
Browsing Category
ରାଜ୍ୟ
ବିଜୟା ଦଶମୀରେ ସମ୍ବଲପୁର ଓ ବାଲେଶ୍ୱରରେ ସିନ୍ଦୂର ଖେଳ
ଭୁବନେଶ୍ୱର: ବିଜୟା ଦଶମୀରେ ସମ୍ବଲପୁର ଓ ବାଲେଶ୍ୱରରେ ହୋଇଛି ସିନ୍ଦୁର ଖେଳା। ଏହା ହେଉଛି ବଙ୍ଗୀୟ ନୀତି। ବିଜୟା ଦଶମୀରେ ମାଆ ଦୁର୍ଗାଙ୍କୁ ଦିଆଯାଏ ଏହିପରି ବିଦାୟ। ସେଥିପାଇଁ ମହିଳାମାନେ ପରସ୍ପର ସହିତ ସିନ୍ଦୁର ଖେଳନ୍ତି। ପରସ୍ପରର ମଥାରେ ଓ ଶଙ୍ଖାରେ ସିନ୍ଦୁର ବୋଳନ୍ତି। ଏହା ଦ୍ୱାରା…
Read More...
Read More...
ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର: ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ ଆଉ ନାହାନ୍ତି। ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଆଜି ସକାଳ ୮ଟା ସମୟରେ ତାଙ୍କର ପରଲୋକ ଘଟିଛି। ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ବହୁ ଓଡ଼ିଅା ଚଳଚ୍ଚିତ୍ର ବେଶ୍ ଲୋକପ୍ରିୟତା ହାସଲ…
Read More...
Read More...
ଆଜି ବିଜୟା ଦଶମୀ : ଅଧର୍ମ ଉପରେ ହେବ ଧର୍ମର ବିଜୟ
ଭୁବନେଶ୍ୱର: ଆଜି ବିଜୟା ଦଶମୀ। ସାରା ରାଜ୍ୟରେ ଉତ୍ସବର ମାହୋଲ । ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳୁଛି । ସେପଟେ ପାପ ଉପରେ ପୁଣ୍ୟ, ଅସତ୍ୟ ଉପରେ ସତ୍ୟ ତଥା ଅନ୍ୟାୟ ଉପରେ ନ୍ୟାୟର ବିଜୟ ସ୍ୱରୁପ ପାଳିତ ହେଉଛି ବିଜୟା ଦଶମୀ। ଏହି ଅବସରରେ ଅନ୍ୟାୟ ଓ ଅଧର୍ମର…
Read More...
Read More...
ଦଶହରାରେ ଶ୍ରୀମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ
ପୁରୀ: ଦଶହରାରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ସକାଳଧୂପ ପରେ ସପ୍ତମୀଠାରୁ ପୂଜାରେ ବସିଥିବା ମହାପ୍ରଭୁଙ୍କ ଆୟୁଧ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ହଳ ମୂଷଳକୁ ମହାସ୍ନାନ କରାଯାଇଥିଲା। ଚନ୍ଦନ ଲାଗି ପରେ ମହାପ୍ରଭୁଙ୍କୁ ବିଭିନ୍ନ ସୁନାଅଳଙ୍କାରରେ ସଜ୍ଜିତ…
Read More...
Read More...
‘ତିତ୍ଲି’ ପାଇଁ କେନ୍ଦ୍ରକୁ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ମାଗିଲେ ରାଜ୍ୟ ସରକାର
ଭୁବନେଶ୍ୱର:ତିତଲି କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାରଙ୍କୁ ୧୦୦୦ କୋଟି ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।ତିତ୍ଲି ଯୋଗୁଁ ୨୭୭୦.୨୮ କୋଟି ଟଙ୍କା କ୍ଷତି ହୋଇଛି ବୋଲି ରାଜ୍ୟ ସରକାର କହିଛନ୍ତି।ବନ୍ୟା ଓ ବାତ୍ୟାରେ ୫୭,୧୩୧…
Read More...
Read More...
ନୂଅାଦିଲ୍ଲୀର ଇଣ୍ଡିଅା ଗେଟ୍ ଦେଖିଲା ଜଗା
ନୂଆଦିଲ୍ଲୀ : ଦଶହରା ଅବସରରେ ଅାସିଲା ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଅାଙ୍କୁ ନେଇ ଖୁସି ଖବର ।ଜଗା ପ୍ରଥମ ଥର ପାଇଁ ଏମ୍ସ ବାହାରକୁ ଯାଇ ଇଣ୍ଡିଆ ଗେଟ ବୁଲିଛି। ସେହିପରି କାଳିଆର ସ୍ୱାସ୍ଥ୍ୟଗତ ଉନ୍ନତି ହୋଇଥିବା ପରିଲକ୍ଷିତ ହେଉଛି। କାଳିଆ ତରଳ ଖାଦ୍ୟ ଖାଉଛି। ପ୍ରକାଶ ଯେ, କନ୍ଧମାଳ…
Read More...
Read More...
ସୁନା ଓ ରୁପାରେ ଝଟକୁଛନ୍ତି ମା ଦଶଭୂଜା
କଟକ : ଦୁର୍ଗାପୂଜା ପାଇଁ ପ୍ରସିଦ୍ଧ କଟକ ସହରରେ ଜମୁଛି ପରିବେଶ। ସୁନା ଓ ଚାନ୍ଦି ଆଭୂଷଣରେ ଝଲସୁଛନ୍ତି ମାଆ। ଚଳିତ ବର୍ଷ କଟକ ସହରରେ ହୋଇଛି ମୋଟ୍ ୨୪ଟି ଚାନ୍ଦି ମେଢ଼। ତେବେ ସର୍ବ ପୁରାତନ ଚୌଧୁରୀ ବଜାର ଓ ଶେଖ୍ ବଜାର ପୂଜା ମଣ୍ଡପରେ ମହଣ ମହଣ ଚାନ୍ଦିରେ ତିଆରି ମେଢ଼ ସାଙ୍ଗକୁ ମାଆଙ୍କ…
Read More...
Read More...
ପୁଣି କ୍ଷମା ମାଗିଲେ ଅଭିଜିତ ଆୟର : କହିଲେ ବୈଜୟନ୍ତ ପଣ୍ଡାକୁ ମୁଁ ଚିହ୍ନିନାହିଁ
ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇଥିବା ବରିଷ୍ଠ ସାମ୍ବାଦିକ ଅଭିଜିତ ଆୟାର ମିତ୍ର ପୁଣି ଥରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ପୂର୍ବରୁ ସେ ଗୃହ କମିଟି ନିକଟକୁ କ୍ଷମା ପ୍ରାର୍ଥନା କରି ଇମେଲ୍ ପଠାଇଥିଲେ।
ଏକ ସମ୍ବାଦ ସରବରାହ ସଂସ୍ଥାକୁ…
Read More...
Read More...
ତିତ୍ଲି ବନ୍ୟାରେ ବ୍ୟାଙ୍କରେ ପଶିଲା ପାଣି : ବନ୍ୟା ଛାଡିବା ପରେ ଛାତରେ ଶୁଖାଗଲା ଲକ୍ଷାଧିକ ଟଙ୍କା
ଗଞ୍ଜାମ:ଛାତ ଉପରେ ଲକ୍ଷ ଲକ୍ଷ ଟଙ୍କା। ଖରାରେ ଶୁଖୁଛି ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଓଦା ହୋଇଯାଇଥିବା ଟଙ୍କା। ତିତ୍ଲି ପ୍ରଭାବରେ ବ୍ୟାଙ୍କର କରେନ୍ସି ଚେଷ୍ଟରେ ପାଣି ପଶିଯାଇଥିଲା। ଦୁଇ ଦିନ ଧରି ବ୍ୟାଙ୍କରେ ଜମି ରହିଥିଲା ୮ଫୁଟର ପାଣି। ପାଗ ଭଲ ହେବା ପରେ…
Read More...
Read More...
ମହାଷ୍ଟମୀରେ ଶେଷଯାତ୍ରା : ବୋଲେରୋକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୧୦ ଜଣଙ୍କ ଜୀବନ
ନୂଆପଡା:ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡାର ସିଲଦା ନିକଟରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି ।ସେହିଭଳି ଆଉ ଏକ ପରିବାରର ଦୁଇ ଜଣ ଭାଇ ଓ…
Read More...
Read More...