Breaking

ମହାଷ୍ଟମୀରେ ଶେଷଯାତ୍ରା : ବୋଲେରୋକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ୧୦ ଜଣଙ୍କ ଜୀବନ

0

ନୂଆପଡା:ନୂଆପଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ନୂଆପଡାର ସିଲଦା ନିକଟରେ ଏକ ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବାରୁ ୧୦ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ରହିଛନ୍ତି ।ସେହିଭଳି ଆଉ ଏକ ପରିବାରର ଦୁଇ ଜଣ ଭାଇ ଓ ଭଉଣୀ ରହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଁଚି ସମସ୍ତ ମୃତ ଦେହକୁ ଜବତ କରି ନୂଆପଡ଼ା ମେଡ଼ିକାଲର ଶବବ୍ୟବଚ୍ଛେଦ ଗୃହରେ ରଖିଛି । ସମସ୍ତ ମୃତକ ଛତିଶଗଡର ବୋଲି ଜଣାପଡିଛି ।

loading...

Leave A Reply

Your email address will not be published.