Breaking

ତିତ୍‌ଲି ବନ୍ୟାରେ ବ୍ୟାଙ୍କରେ ପଶିଲା ପାଣି : ବନ୍ୟା ଛାଡିବା ପରେ ଛାତରେ ଶୁଖାଗଲା ଲକ୍ଷାଧିକ ଟଙ୍କା

0

ଗଞ୍ଜାମ:ଛାତ ଉପରେ ଲକ୍ଷ ଲକ୍ଷ ଟଙ୍କା। ଖରାରେ ଶୁଖୁଛି ଗଞ୍ଜାମ ଜିଲ୍ଲା ଆସିକା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଓଦା ହୋଇଯାଇଥିବା ଟଙ୍କା। ତିତ୍‌ଲି ପ୍ରଭାବରେ ବ୍ୟାଙ୍କର କରେନ୍‌ସି ଚେଷ୍ଟରେ ପାଣି ପଶିଯାଇଥିଲା। ଦୁଇ ଦିନ ଧରି ବ୍ୟାଙ୍କରେ ଜମି ରହିଥିଲା ୮ଫୁଟର ପାଣି। ପାଗ ଭଲ ହେବା ପରେ ନୋଟ୍‌ ଗୁଡିକୁ ଛାତ ଉପରେ ଶୁଖାଯାଇଥିଲା । ତେବେ ଖରା ହେବା ପରେ ସବୁ ଟଙ୍କାକୁ ବ୍ୟାଙ୍କର ଛାତ ଉପରେ ଶୁଖାଯାଇଥିଲା।ତେବେ କେତେ ପରିମାଣର ଟଙ୍କା ଓଦା ହୋଇଥିଲା ସେ ନେଇ ବ୍ୟାଙ୍କ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

loading...

Leave A Reply

Your email address will not be published.