Breaking
Browsing Category

ରାଜ୍ୟ

ଆସନ୍ତାକାଲିଠୁ ଆନ୍ଦୋଳନରେ ବସିବ ପୋଲିସ ମହାସଂଘ

ଭୁବନେଶ୍ବର : ଓଡିଶା ପୋଲିସ ସର୍ଭିସ ଆସୋସିଏସନ୍‌ କରିବ ଆନ୍ଦୋଳନ । ଓଡିଶା ପୋଲିସ ହାବିଲଦାର, କଷ୍ଟେବଳ ଓ ସିପାହୀ ଆସୋସିଏସନ୍‌ ଆନ୍ଦୋଳନ କରିବେ । ଆନ୍ଦୋଳନରେ ସାମିଲ ହେବେ ୭୨ ହଜାର ପୋଲିସ କର୍ମଚାରୀ । ୪ ଦଫା ଦାବିରେ ଆନ୍ଦୋଳନ କରିବେ ପୋଲିସ କର୍ମଚାରୀ । କାଲିଠୁ କଳାବ୍ୟାଜ…
Read More...

ଅଗ୍ରଣି ଓଡିଶା

ଭୂବନେଶ୍ବର:ଅବସର ବିଧାନସଭାର ଶେଷ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ସ୍ୱାସ୍ଥ୍ୟ, ଭିତିଭୂମି, କୃଷି , ଗମନାଗମନ, ଶିକ୍ଷା ଓ ଅଭିବୃଦ୍ଧିରେ ଓଡିଶା ଆଗ୍ରଗତି କରିଛି । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଚାଷୀଙ୍କ…
Read More...

ଆରାଧ୍ୟ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗରିବ ଛାତ୍ରୀଙ୍କୁ ସିଲେଇ ମେସିନ ପ୍ରଦାନ

ଭୁବନେଶ୍ବର: ଆରାଧ୍ୟ ଚାରିଟେବୁଲ୍ ଟ୍ରଷ୍ଟ ଓ ଓଡିଶା ସରକାରଙ୍କର "କୌଶଳ ବିକାଶ ଓ ପ୍ରଯୁକ୍ତି ଶିକ୍ଷା ବିଭାଗ "ର ମିଳିବ ସହଯୋଗରେ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି କ୍ରମେ ଭୂବନେଶ୍ବର ୟୁନିଟ୍-6 ବାଳକ ବିଦ୍ୟାଳୟ ଠାରେ ହୋଷ୍ଟେଲରେ ରହୁଥିବା ପ୍ରାୟ 60 ଜଣ ଗରୀବ ଛାତ୍ରୀଙ୍କୁ…
Read More...

ଆପୋଲୋ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ : କାରଣ ଅସ୍ପଷ୍ଟ

ଭୁବନେଶ୍ୱର:ଭୁବନେଶ୍ୱରସ୍ଥିତ ଅପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦମକଳ ବାହୀନୀ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡ଼ିଛି ।ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।ଏହି ଘଟଣା ପରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର…
Read More...

ସିବିଆଇ ର ସମନ। ଚିନ୍ତାରେ ଅତନୁ ଓ ଅରୁଣ।

ଭୂବନେଶ୍ବର:ଶାସକ ଦଳକୁ ସିବିଆଇ ଚିନ୍ତା । ଗତ ୩ ଓ୪ ଦିନ ହେବ ସିବିଆଇ ସମନକୁ ନେଇ ଯେଉ ଅଭିଛନ୍ଦି ଥିଲା ସେଥିରୁ ଆଜି ପରଦା ଉଠିଛି । ସିବିଆଇରେ ହାଜର ହେବେ ଅତନୁ ଓ ଅରୁଣ । ସିବିଆଇର ସମନ ପରେ ଗଣମାଧ୍ୟମରେ ଅରୁଣ ସାହୁ କହିଛନ୍ତି, ଯେ ତାଙ୍କୁ କାହିଁକି ସିବିଆଇ ଡାକିଛି ତାହା ଜାଣିବା…
Read More...

ଘୋଷଣା ହେଲା ମ୍ୟାଟ୍ରିକ ପରୀକ୍ଷା ତାରିଖ

ଭୂବନେଶ୍ବର:ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃୟାରୀ ୨୨ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିଭଳି ବୋର୍ଡ଼ର ନିଷ୍ପତି ଅନୁଯାୟୀ ପରୀକ୍ଷା ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ…
Read More...

ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଓ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିରେ କଳିଙ୍ଗ…

ଭୁବନେଶ୍ୱର: ଓଡିଶାରେ ଆଗଧାଡିରେ ରହି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସରକାର ଓ ଜନସାଧାରଣଙ୍କ ହିତରେ ଖରା,ବର୍ଷା,ଶୀତ, ଟେକା ପଥରକୁ ଖାତିର ନକରି ନିଜର ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା ସାମ୍ବାଦିକମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ପ୍ରମେୟ ଖବରକାଗଜର କାର୍ଯ୍ୟରତ…
Read More...

ଆଜିଠାରୁ ଆଦିବାସୀ ମେଳା : ସହରରେ ଦିଶିବ ଆଦିବାସୀ ଗାଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳାରେ ଆଦିବାସୀମାନଙ୍କର ଭଳିକି ଭଳି ପାରମ୍ପାରିକ ଜିନିଷପତ୍ର ଦେଖିବାକୁ ମିଳିବ। ବନ ପାହାଡ଼ ଘେରା ଆଦିବାସୀ ଅଞ୍ଚଳକୁ ନ ଯାଇ ମଧ୍ୟ ରାଜଧାନୀବାସୀ ଆଦିବାସୀଙ୍କ ଚଳନି ସମ୍ପର୍କରେ ଜାଣିପାରିବେ। ଏହି ମେଳା…
Read More...