Breaking
Browsing Category

ଦେଶ ବିଦେଶ

ଇଉରୋପର ଆୟରଲ୍ୟାଣ୍ଡରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର କରିବା ନିମନ୍ତେ ନିଷ୍ପତ୍ତି

ଇଉରୋପ ମହାଦେଶର ଆୟରଲ୍ୟାଣ୍ଡ ଦେଶର ଡ଼ନ୍‌ଡ଼ଲକ୍ ଠାରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଶ୍ରୀଜଗନ୍ନାଥ ଚେତନା ଆୟରଲ୍ୟାଣ୍ଡର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡ଼ା. ଦିଲୀପ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ୱର ସ୍ଥିତ ରେଡ଼୍ ସ୍ୱସ୍ତିକ୍ କାର୍ଯ୍ୟାଳୟ ଓଡ଼ିଶା…
Read More...

ନରମିଗଲେ ସୁରସାମ୍ରାଜ୍ଞୀ

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ବେଶ୍ କିଛି ଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ୍ ସହ ସେ ନିମୋନିଆରେ ପୀଡ଼ିତ…
Read More...

ବିଶ୍ବ ଓଡ଼ିଶା ସମାଜର ପ୍ରଥମ ପ୍ରତିଷ୍ଠା ଦିବସ ପାଳିତ

ବିଶ୍ଵ ଓଡ଼ିଶା ସମାଜ(ବିଓସ)ର ଆଜି ପ୍ରଥମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କରୋନା ସଂକ୍ରମଣ ତୀବ୍ର ହୋଇଥିବା ଯୋଗୁଁ କୌଣସି ଉତ୍ସବ ପାଳନ ନ କରାଯିବା ପାଇଁ ସମାଜ ତରଫରୁ ନିଷ୍ପତ୍ତି କରାଯାଇଥିଲା। ପ୍ରଥମ ସ୍ଵନକ୍ଷତ୍ର ଦିବସକୁ ଅତ୍ୟନ୍ତ ନିରାଡମ୍ବର ଓ ସାଙ୍କେତିକ ଢଙ୍ଗରେ ମନାଯାଇଥିଲା।…
Read More...

ବିଶ୍ୱ ଓଡ଼ିଶା ସମାଜର ଭାରତୀୟ ମଣ୍ଡଳ ଗଠନ

ବିଶ୍ୱ ଓଡ଼ିଶା ସମାଜ (ବିଓସ)ର ଭାରତୀୟ ମଣ୍ଡଳ ଗଠନ କରାଯାଇଛି । ବିଶିଷ୍ଟ ସମାଜସେବୀ, ସ୍ୱର୍ଯ୍ୟକ୍ଷେତ୍ର ଦାତବ୍ୟ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ମୁମ୍ବାଇ ଓଡ଼ିଆ ମହାସଂଘର ଅଧ୍ୟକ୍ଷ ଡଃ ବିପିନ୍‍ ମିଶ୍ର ବିଓସର ଭାରତ ମଣ୍ଡଳର ସଭାପତି ଦାୟିତ୍ୱ ବହନ କରିଛନ୍ତି । ବିଶାଖାପାଟଣା ସ୍ଥିତ ଉତ୍କଳ…
Read More...

ବିଶ୍ୱ ଓଡ଼ିଶା ସମାଜ ଦ୍ୱାରା ଆନ୍ତର୍ଜାତିକ ଆଭାସି ଆଲୋକ ଉତ୍ସବ ଆୟୋଜିତ

ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ମହିମା, ମହାନତା ଓ ମହନୀୟତାକୁ ବିଶ୍ୱ ଦରବାରରେ ପରିଚିତ, ପ୍ରତିପାଦିତ ଓ ପ୍ରତିଷ୍ଠିତ କରାଇବାରେ ବିଶ୍ୱ ଓଡ଼ିଶା ସମାଜ (ବିଓସ) ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଦୃଢ଼ ଆଶା ପୋଷଣ କରିଛନ୍ତି । ଭୁବନେଶ୍ୱରର…
Read More...