Breaking

ନରମିଗଲେ ସୁରସାମ୍ରାଜ୍ଞୀ

0

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗୁରୁତର ଥିବା ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ବେଶ୍ କିଛି ଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କରୋନା ପଜିଟିଭ୍ ସହ ସେ ନିମୋନିଆରେ ପୀଡ଼ିତ ଥିଲେ। ପରେ ସୁସ୍ଥ ହୋଇଥିଲେ। ଜାନୁଆରୀ ୧୧ରେ କୋଭିଡ଼ ପଜିଟିଭ ହେବା ପରଠୁ ୯୨ ବର୍ଷୀୟ ଲତା ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।

loading...

Leave A Reply

Your email address will not be published.