Breaking
Bajaj Finserv Asset Management Limited launches its Banking and Financial Services Fund to tap into India’s evolving financial growth storyKinetic Green Tonino Lamborghini Appoints Electrify Maldives as the Official Distributor for Maldives, Unveils the electric luxury golf & lifestyle carts at TechEng 2025, the Maldives’ premier exhibitionଡ଼ ନାରାୟଣ ମହାପାତ୍ରଙ୍କୁ ସମ୍ମାନ ସୂଚକ ଗ୍ଲୋବାଲ ପିସ ହ୍ୟୁମାନ ରାଇଟସ ଆୱାର୍ଡସମସ୍ତେ ଏକାଠି ମିଶି ଇସ୍କନ ବିରୋଧରେ ସ୍ୱର ଉତ୍ତୋଳନ କରିବା ନିହାତି ଆବଶ୍ୟକThis World Heart Day: How Personalized Medicine is Shaping the Future of Bad Cholesterol Treatment
Browsing Category
ଦେଶ ବିଦେଶ
ନଦୀରେ ଖସି ପଡ଼ିଲା ତୀର୍ଥଯାତ୍ରୀ କାର ! ୧୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ଶ୍ରୀନଗର: ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆଜି ଏହି ଅଘଟଣ ଘଟିଛି।ଏବେ ରେସକ୍ୟୁ ଅପରେସନ ଜାରି ରହିଛି । ଗୋଟିଏ ଇକୋ ସ୍ପୋର୍ଟ କାରରେ ଶ୍ରଦ୍ଧାଳୁମାନେ ମଚେଲ ମାତାଙ୍କ ଦର୍ଶନ ନିମନ୍ତେ ଯାଉଥିବା ସମୟରେ କାର…
Read More...
Read More...
କାନ୍ଦୁଛି କେରଳ ! ଖାଦ୍ୟ ନାହିଁ କି ପିଇବାକୁ ପାଣି ନାହିଁ,୩୫୭ ଟପିଲାଣି ମୃତ୍ୟୁ ସଂଖ୍ୟା
କେରଳ:କେରଳରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୩୫୭ ଟପିଲାଣି । ପ୍ରଳୟଙ୍କରୀ ବନ୍ୟାରେ ବୁଡି ଯାଇଛି ସଂପୂର୍ଣ୍ଣ କେରଳ । ଯୁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଗାଁ ସହର, ରାସ୍ତା, ପୋଲ ସବୁକିଛି ବୁଡ଼ି ଯାଇଛି । ଘର ବୁଡି ଯାଇଥିବାରୁ ହଜାର ହଜାର ଲୋକ ଛାତ ଉପରେ ବସିଛନ୍ତି । ହେଲିକେପ୍ଟର ଓ…
Read More...
Read More...
ହରିଦ୍ୱାରରେ ବିସର୍ଜନ ହେଲା ବାଜପେୟୀଙ୍କ ଅସ୍ଥି
ଉତ୍ତରପ୍ରଦେଶ: ଭାରତରତ୍ନ, ପଦ୍ମବିଭୂଷଣ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ଆଜି ହରିଦ୍ୱାରରେ ବିସର୍ଜନ କରାଯାଇଛି । ୨ କିଲୋମିଟର ବ୍ୟାପୀ ଏକ କଳାସ ଯାତ୍ରା କରାଯାଇଥିଲା । ଭଲା କଲେଜ ପରିସରରୁ ବାହାରି ପୌଢ଼ୀଯାଏଁ କଳାସ ଯାତ୍ରା ଯାଇଥିଲା । ଏହି କଳାସ…
Read More...
Read More...
ଏସୀୟାନ କ୍ରୀଡାରେ ଭାରତକୁ ପ୍ରଥମ ମେଡାଲ ଦେଲେ ଅପୂର୍ବୀ ଓ ରବି
ଜାକର୍ତା: ଏସିଆନ୍ସ ଗେମ୍ସର ପ୍ରଥମ ଦିନରେ ଭାରତ ପଦକ ଖାତା ଖୋଲିଛି। ୧୦ ମିଟର ଏୟାର ରାଇଫଲ୍ ମିକ୍ସଡ୍ ବର୍ଗରେ ଭାରତର ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ବ୍ରୋଞ୍ଜ ପଦକ ଜିତିଛନ୍ତି।ଉଭୟ ଶୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୁଇ ଶୁଟର…
Read More...
Read More...
ଆଜି ଦିବଂଗତ ନେତା ବାଜପେୟୀଙ୍କ ଅସ୍ଥି କଳସ ଯାତ୍ରା
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଜି ଅସ୍ଥି ବିସର୍ଜନ ହେବ। ଦେଶର ବିଭିନ୍ନ ନଦୀରେ ହେବାକୁ ଥିବା ଏହି ଅସ୍ଥି ବିସର୍ଜନର ଆରମ୍ଭ ହରିଦ୍ୱାରର ଗଙ୍ଗାନଦୀରେ ହେବ।ଏଥିପାଇଁ ବାଜପେୟୀଙ୍କ ଝିଅ ନମିତା ଓ ନାତୁଣୀ ନିହାରିକା ସ୍ମୃତି ସ୍ଥଳରୁ ଅସ୍ଥି ସଂଗ୍ରହ…
Read More...
Read More...
ସରିଲା ପ୍ରିୟଙ୍କା-ନିକ୍ଙ୍କ ନିର୍ବନ୍ଧ ! ଖୁବ ଶୀଘ୍ର ବିବାହ
ନୂଆଦିଲ୍ଲୀ :ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ ଜୋନାସ୍ଙ୍କ ପ୍ରେମ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି। ଶନିବାର ସେମାନେ ନିଜ ପ୍ରେମକୁ ବିଧିବଦ୍ଧ ସମ୍ପର୍କର ମାନ୍ୟତା ଦେଇଛନ୍ତି। ନିଜନିଜ ପରିବାର ଲୋକଙ୍କ…
Read More...
Read More...
ଆଜି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ଇମ୍ରାନ
ନୂଆଦିଲ୍ଲୀ :ପାକିସ୍ଥାନ ତହରିକ-ଏ-ଇନସାଫ (ପିଟିଆଇ)ର ମୁଖ୍ୟ ଇମରାନ ଖାନ ଆଜି ପାକିସ୍ଥାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଇସଲାମବାଦ ସ୍ଥିତ ରାଷ୍ଟ୍ରପତି ଭବନରେ ସକାଳ ୯ରେ ଶପଥ ଗ୍ରହଣ ସମାରୋହର ଆୟୋଜନ କରାଯାଇଛି । ଦେଶର ପ୍ରଧାନମନ୍ତ୍ରୀ ଭାବରେ ଗତକାଲି ନ୍ୟାସନାଲ୍…
Read More...
Read More...
ପଞ୍ଚଭୂତରେ ବିଲୀନ ହେଲେ ଭାରତରତ୍ନ ଅଟଳ ! ମୁଖାଗ୍ନି ଦେଲେ ଝିଅ ନମିତା
ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ନୂଆଦିଲ୍ଲୀର ସ୍ମୃତିସ୍ଥଳରେ ଅପରାହ୍ଣ ୪.୫୦ ମିନିଟରେ ବାଜପେୟୀଙ୍କ ପାଳିତା କନ୍ୟା ନମିତା କୌଲ ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେବା ପରେ ଦାହସଂସ୍କାର ଆରମ୍ଭ ହୋଇଥିଲା। ସଂପୂର୍ଣ୍ଣ ହିନ୍ଦୁ ରୀତିନୀତରେ…
Read More...
Read More...
ଆଜି ବାଜପେୟୀଙ୍କ ଶେଷକୃତ୍ୟ ! ଅନ୍ତିମ ଦର୍ଶନ ପାଇଁ ବାସଭବନ ପାଲଟିଛି ଲୋକାରଣ୍ୟ
ନୂଆଦିଲ୍ଲୀ: ଅଟଳଙ୍କୁ ଅଶ୍ରୁଳ ବିଦାୟ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଅଶ୍ରୁଳ ବିଦାୟ ଦେଉଛି ସାରା ଦେଶ । ତାଙ୍କ ଦିଲ୍ଲୀସ୍ଥିତ ବାସଭବରେ ଶେଷ ଦର୍ଶନ କରୁଛନ୍ତି ବହୁ ବିଶିଷ୍ଟ ବ୍ୟକ୍ତି । ସକାଳ ୯ଟାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଛି ବିଜେପି ଦଳୀୟ କାର୍ୟ୍ୟାଳୟରେ…
Read More...
Read More...
ଭାରତରତ୍ନ ବାଜପେୟୀଙ୍କୁ ଝୁରୁଛି ସାରା ଦେଶ
ନୂଆଦିଲ୍ଲୀ :ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିଲ୍ଲୀ ଏମ୍ସରେ ସେ ଆଖି ବୁଜିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ ଗତ ଜୁନ୍ ୧୧ ତାରିଖରୁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ।ତାଙ୍କ ମୃତ୍ୟୁରେ ଦେଶରେ…
Read More...
Read More...