Breaking
Browsing Category

ଦେଶ ବିଦେଶ

ଭାରତ ମାଟିରେ ଅଭିନନ୍ଦନ : ସାରା ଦେଶ ଉତ୍ସବ ମୁଖର

ପଞ୍ଜାବ: ଭାରତ ଫେରିଲେ ଅଭିନନ୍ଦନ । ଅଟାରୀ-ୱାଘା ବର୍ଡର ରାସ୍ତା ଦେଇ ଭାରତରେ ପହଞ୍ଚିଛନ୍ତି ଭାରତର ବୀର ପୁଅ । ସ୍ୱତନ୍ତ୍ର ସୁରକ୍ଷାବଳୟ ମଧ୍ୟରେ ଅଭିନନ୍ଦନଙ୍କୁ ୱାଘା ବର୍ଡରକୁ ଅଣାଯାଇଥିଲା । ସେଠାରୁ ତାଙ୍କୁ ଭାରତର ବାୟୁସେନାର ଅଧିକାରୀ ମାନେ ଅଭିନନ୍ଦନଙ୍କୁ ଅଭିନନ୍ଦନ ଜଣାଇବା ସହ…
Read More...

ମୁଣ୍ଡ ନୂଆଇଲା ପାକିସ୍ଥାନ : ଆସନ୍ତାକାଲି ମୁକ୍ତହେବେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ:ଭାରତର କଡା ଆଭିମୁଖ୍ୟ ଓ ଆନ୍ତର୍ଜାତୀୟ ଚାପ ଆଗରେ ହାର ମାନିଛି ପାକିସ୍ଥାନ। ଶେଷରେ ବାଟ ନପାଇ ଭାରତୀୟ ପାଇଲଟଙ୍କୁ ଛାଡ଼ିବା ପାଇଁ ରାଜି ହୋଇଛି ପାକିସ୍ତାନ୍ । ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରିବାନେଇ ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ…
Read More...

ଭାରତୀୟ ବାୟୁସନାର ଆକ୍ରମଣ :ଆତଙ୍କି ଶିବିର ଧ୍ବସଂବିଧ୍ବସ୍ଥ

ନୂଆଦିଲ୍ଲୀ :ଜବାବ୍ ଦେଲା ଭାରତ। କୂଟନୈତିକ ସ୍ତରରେ ପାକିସ୍ଥାନ ବିରୋଧରେ କଡା ପଦକ୍ଷେପ ନେବା ପରେ ଆଜି ଭାରତୀୟ ବାୟୁସେନା ପାକିସ୍ଥାନରେ ଥିବା ଆତଙ୍କି ଶିବିର ଉପରେ ଆକ୍ରମଣ କରିଛି। ରାତ୍ରି ପ୍ରାୟ ୩.୩୦ ରେ ୧୦ରୁ୧୨ ଟି ବାୟୁସେନା ଯୁଦ୍ଦ ବିମାନ ମିରେଜ ୧୦୦୦ କିଲୋର ବିସ୍ଫୋରକ ଆତଙ୍କି…
Read More...

ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର

ଭୁବନେଶ୍ୱର:ଓଡ଼ିଶାକୁ ‘ଇଣ୍ଡିଆ ଟୁଡେ’ ପର୍ଯ୍ୟଟନ ପୁରସ୍କାର ମିଳିଛି । ପର୍ଯ୍ୟଟନ କ୍ଷେତ୍ରରେ ‘ଉତ୍ସବାନୁଷ୍ଠାନ(ଫେଷ୍ଟିଭାଲ) ପର୍ଯ୍ୟାୟ’ରେ ପୁରୀ ରଥଯାତ୍ରାକୁ ଗୁରୁତ୍ୱର ସହିତ ବିଚାର କରାଯାଇ ରନର୍ସ ଅପ୍‌ ପୁରସ୍କାର ମିଳିଛି । ଆଜି ପୂର୍ବାହ୍ନରେ ଇଣ୍ଡିଆ ଟୁଡେ ପକ୍ଷରୁ ନୂଆଦିଲ୍ଲୀରେ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଲେ ସିଓଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦକ୍ଷିଣ କୋରିଆରେ ଶୁକ୍ରବାର ଦିନ ପ୍ରତିଷ୍ଠିତ ଆନ୍ତର୍ଜାତିକ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି । ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ…
Read More...

ସତର୍କ କଲା ଗୁଇନ୍ଦା : ୪୮ ଘଣ୍ଟା ମଧ୍ୟରେ ହୋଇପାରେ ବଡ ଧରଣର ଆକ୍ରମଣ

ନୂଆଦିଲ୍ଲୀ: ଦେଶବାସୀଙ୍କ ମାନସପଟରୁ ଲିଭିନି ପୁଲୱାମା ଆତଙ୍କବାଦୀ ଆକ୍ରମଣର କରୁଣ ଚିତ୍ର । ଆସିଛି ଆଉ ଏକ ନୂଆ ଆକ୍ରମଣ ଯୋଜନାର ଖବର । ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ଜୈଶ-ଇ-ମହମ୍ମଦ ପୁଲୱାମାରେ ଆଉ ଏକ ବଡ଼ ଆକ୍ରମଣ କରିବାର ଯୋଜନା କରୁଛି । ସୂତ୍ର ଅନୁସାରେ ଉତ୍ତର କାଶ୍ମୀରର ଚୌକିବଲ ଓ…
Read More...

ହାପି କିଡ୍ସ୍ ସ୍କଲକୁ ଜାତୀୟ ପୁରସ୍କାର

ଭୁବନେଶ୍ବର:ଖଣ୍ଡଗିରିସ୍ଥିତ ହାପି କିଡ୍ସ ସ୍କୁଲକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଛି।ଏହି ନିକଟରେ ସର୍ବଭାରତୀୟ ବ୍ରେନ୍ଫିଡ୍ ସଂସ୍ଥା ଦ୍ବାରା ଆୟୋଜିତ ୨୦୧୮-୧୯ ସ୍କୁଲ ସ୍ତରର ଏକ୍ସିଲେନସି ଆଓ୍ବାର୍ଡର ଆୟୋଜନ କରାଯାଇଥିଲା। ହାପି କିଡ୍ସ୍ ସ୍କୁଲ ଏହି ଉତ୍ସବରେ ଜାତୀୟ ସ୍ତରର ୧୦୦ ଟି…
Read More...

ରାମଦେବଙ୍କ ରାମବାଣ

ଭୂବନେଶ୍ବର:ରାମଙ୍କୁ ନେଇ ବାବା ରାମଦେବଙ୍କ ବଡ ବୟାନ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ଜମି ମାମଲା ସୁପ୍ରିମକୋର୍ଟରେ ରହିଛି । ଏସବୁ ଭିତରେ ରାମଙ୍କୁ ନେଇ ବଡ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ ।ବାବା ରାମଦେବ ବିଜେପିର ଜଣେ ଦୃଢ ସମର୍ଥକ ହୋଇଥିବାରୁ ତାଙ୍କ ବୟାନ ନିଶ୍ଚିତ ରୂପେ…
Read More...