Breaking

ଭାରତୀୟ ବାୟୁସନାର ଆକ୍ରମଣ :ଆତଙ୍କି ଶିବିର ଧ୍ବସଂବିଧ୍ବସ୍ଥ

0

ନୂଆଦିଲ୍ଲୀ :ଜବାବ୍ ଦେଲା ଭାରତ। କୂଟନୈତିକ ସ୍ତରରେ ପାକିସ୍ଥାନ ବିରୋଧରେ କଡା ପଦକ୍ଷେପ ନେବା ପରେ ଆଜି ଭାରତୀୟ ବାୟୁସେନା ପାକିସ୍ଥାନରେ ଥିବା ଆତଙ୍କି ଶିବିର ଉପରେ ଆକ୍ରମଣ କରିଛି। ରାତ୍ରି ପ୍ରାୟ ୩.୩୦ ରେ ୧୦ରୁ୧୨ ଟି ବାୟୁସେନା ଯୁଦ୍ଦ ବିମାନ ମିରେଜ ୧୦୦୦ କିଲୋର ବିସ୍ଫୋରକ ଆତଙ୍କି ଶିବିର ଉପରେ ପକେଇ ୨୦୦ ରୁ ୩୦୦ ଆତଙ୍କବାଦୀଙ୍କୁ ନିପାତ କରିଥିବା ସୂଚନା ହସ୍ତଗତ ହୋଇଛି।ଭାରତୀୟ ବୀର ଜବାନଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାପାଇ ବିଭିନ୍ନ ସ୍ତରରେ ପଦକ୍ଷେପ ନେଲେମଧ୍ୟ ବାୟୁସେନାର ଏହି ଜବାବ୍ ନିଶ୍ଚିତ ରୂପେ ପ୍ରତିଟି ପ୍ରତିଟି ଭାରତୀୟ ହୃଦୟକୁ ଆଶ୍ବସ୍ଥି ଦେଇଛି।

loading...

Leave A Reply

Your email address will not be published.