Breaking

ବିଶ୍ୱଶାନ୍ତି ନିମନ୍ତେ ଦୟାନଦୀ ମହାଆରତୀ

ଭାରତୀୟ ସଂସ୍କୃତି ବିଶ୍ୱପାଇଁ ଆଲୋକର ବର୍ତ୍ତିକା । ଏହା ଭିତରେ ଉତ୍କଳୀୟ ସଂସ୍କୃତିର ପରମ୍ପରା ଓ ଇତିହାସ ବିଶ୍ୱବିଦିତ । ଆବାହମାନ କାଳରୁ ଭାରତୀୟ ସଂସ୍କୃତିରେ ନଦୀକୁ ‘ମା’ ସହିତ ତୁଳନା କରାଯାଇଛି । ପ୍ରତ୍ୟେକ ନଦୀର ଯେପରି ପୌରାଣିକ, ଐତିହାସିକ ତଥ୍ୟ ରହିଛି ସେହିପରି ଉତ୍କଳୀୟ ଭୂଖଣ୍ଡରେ…
Read More...

“ବକ୍ସି ଜଗବନ୍ଧୁ” ପାଇକ ଜାତିର କୂଳତିଳକ – ପାଇକ ମହାସଂଘ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ବକ୍ସି ବୋଲି କୁହାଯାଏ ସେ ପାଇକ ଜାତିର କୂଳତିଳକ । ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷର…
Read More...

ଶୁଭ ଉଦଘାଟନ ହୋଇଯାଇଛି ରି-ବର୍ଣ୍ଣ ରେଷ୍ଟୁରାଣ୍ଟ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପଟିଆ ସ୍ଥିତ ଖିମଜି ହୋଣ୍ଡା ର ଦ୍ଵିତୀୟ ମହଲା ରେ ଅବସ୍ତିତ ଏହି ରି-ବର୍ଣ୍ଣ, ୬୫୦୦ ବର୍ଗଫୁଟ ସ୍ଥାନରେ ନିର୍ମିତ ହୋଇଛି | ଏଥିରେ ଓଡ଼ିଶା ର ସର୍ବବୃହତ ଡାନ୍ସ ଫ୍ଲୋର ରହିଥିବା ବେଳେ ପୂର୍ବ ଭାରତର ବୃହତ କାଉଣ୍ଟର ରହିଛି | ଏହା ସହ ପ୍ରସିଦ୍ଧ ବିଦେଶୀ…
Read More...

ଉଦଯାପିତ ହେଲା କଳିଙ୍ଗ ଡାଇଭରସ୍ ତରଫରୁ ଚାଲିଥିବା ସନ୍ତରଣ ଶିବିର

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ତୁଳସୀପୁର ହାଇସ୍କୁଲ୍ ନିକଟସ୍ଥ ମହାନଦୀ କୂଳରେ କଳିଙ୍ଗ ଡାଇଭରସ୍ ତରଫରୁ ଚାଲିଥିବା ତିରିଶ୍ ଦିନିଆ ସନ୍ତରଣ ପ୍ରଶିକ୍ଷଣ ଶିବିରର ଉଦଯାପନ ହେଇଯାଇଛି । ଏଥିରେ ଉତ୍ତର ପଦେଶର ଏସ୍.ଡ଼ି.ଆର୍.ଏଫ୍ ( ଷ୍ଟେଟ ଡିଜାଷ୍ଟର୍ ରେସପୋନସ୍ ଫୋର୍ସ ) ର ତିରିଶ୍ ଜଣ…
Read More...

ରାଜ୍ୟସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ସମ୍ବଲପୁର ଆରଡିସି ଅଫିସ ଘେରାଓ କରିବ ବିଜେପି:ଲେଖାଶ୍ରୀ

ଓଡ଼ିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: * ରାଜ୍ୟ ସରକାର ଚାଷୀମାନଙ୍କର ସମସ୍ତ ଧାନ ସଂଗ୍ରହ କରନ୍ତୁ * ବିକ୍ଷୋଭରେ ଯୋଗଦେବେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହ ପ୍ରଭାରୀ ତଥା ସାଂସଦ ତଥା ବିଜୟ ପାଲ ସିଂ ତୋମର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ * ୫ଟି ସଂସଦୀୟ କ୍ଷେତ୍ର ଏବଂ ୩୭ଟି…
Read More...

ଏମ୍‌ଏସ୍‌ଏମ୍‌ଇ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ  ଆର୍ଥିକ ସଶକ୍ତିକରଣ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷରିତ

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଏବଂ ନିର୍ଦ୍ଦେଶକ୍ରମେ ଏମ୍‌ଏସ୍‌ଏମ୍‌ଇ ଜରିଆରେ ରାଜ୍ୟରେ କର୍ମସଂସ୍ଥାନ ସୃଷ୍ଟି ଓ ଅର୍ଥନୀତିକୁ ସୁଦୃଢ଼ କରିବା ନିମନ୍ତେ ଏଣିକି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସାମିଲ କରାଯିବା ପାଇଁ…
Read More...

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ “ଶିକ୍ଷା ଦର୍ପଣ”

ଓଡ଼ିଶା ନ୍ୟୁଜ ଟୁଡେ ବ୍ୟୁରୋ: ଚଳିତ ଶିକ୍ଷାବର୍ଷ ରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ା ବିଶେଷ ଭାବେ କ୍ଷତି ହୋଇଥିବାରୁ ମାଟ୍ରିକ ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ "ଶିକ୍ଷା ଦର୍ପଣ" ଦିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
Read More...

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। କଟକ ଶ୍ରୀରାମଚନ୍ଦ୍ର ମେଡିକାଲ…
Read More...