Breaking
Yearly Archives

2019

ଭୁଶୁଡୁଛି ବିଜେପି ଗଡ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଧନୁତୀର ମାଡରେ ଧରାଶାୟୀ ବିଜେପି । ଜେଏମଏମ, କଂଗ୍ରେସ ଓ ଆରଜେଡି ମେଣ୍ଟ ଝାଡଖଣ୍ଡରେ ଝାଡୁ ବୁଲାଇ ପଦ୍ମକୁ ଛିଡାଇ ଫୋପାଡିଛନ୍ତି । ବିଜୟ ପରେ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ହେମନ୍ତ ସୋରେନ । ମୁକ୍ତି ମୋର୍ଚ୍ଚା ସହ…
Read More...

ବେକାରି ଚିନ୍ତା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ସରକାରୀ ଚାକିରୀ ନିଯୁକ୍ତି ବ୍ୟବସ୍ଥାରେ ଘୋର ଅନିୟମିତତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ପ୍ରତିବର୍ଷ ସୂଚାରୁରୂପେ ସରକାରୀ ଚାକିରିର ନିୟୋଜନ ବିଜ୍ଞପ୍ତି ପ୍ରକାଶନ ଉତ୍ତାରେ ଏକ ନିର୍ଦ୍ଧିଷ୍ଟ ସମୟର ଅବଧି ମଧ୍ୟରେ ହୋଇପାରୁ ନଥିବାରୁ ଏନେକ ମେଧାବୀ…
Read More...

ଆରମ୍ଭ ହେଲା ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଭୁବନେଶ୍ୱର: ୩୩ଟି ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଥିବା ୫୦୦ରୁ ଅଧିକ ଉଦୀୟମାନ ସଟ୍ଲର ପୂର୍ଣ୍ଣ ଉତ୍ସାହ ସହ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି । ଯାହାକି ଆଜିଠାରୁ ସମକାଳିନ ଭାବେ ସ୍ଥାନୀୟ ପୂର୍ବତଟ ରେଳବାଇ ଇଣ୍ଡୋର…
Read More...

ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ

ଭୁବନେଶ୍ୱର:ମୋ ସରକାର ଅଧିନକୁ ଆସିଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ । ଏଣିକି ଏହି ବିଭାଗରେ ଆସୁଥିବା ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ ଦିନରେ ୫ଟିରେ ଅଧିନକୁ ଉଚ୍ଚଶିକ୍ଷା ବିଭାଗ ଓ କୃଷି ବିଭାଗ ଆସିଥିବା ବେଳେ ଆଜି ମୋ…
Read More...

ହାରିଲା ଭାରତ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପ୍ରଥମ ଦିନିକିଆରେ ହାରିଲା ଇଣ୍ଡିଆ । ଓ୍ବେଷ୍ଟଇଣ୍ଡିଜ୍ ବିରାଟ ବାହିନୀକୁ ୮ ୱିକେଟରେ ପରାସ୍ତ କରିଛି । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆଜି ଖେଳାଯାଇଥିବା ଏହି ହାଇଭୋଲଟେଜ୍ ଲଢେଇରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା…
Read More...

ଜଳୁଛି ଦିଲ୍ଲୀ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଦିଲ୍ଲୀ ରେ ନିଆଁ ,ଜନଜୀବନ ଅସ୍ତବ୍ୟସ୍ତ। ନାଗରିକତା ଆଇନକୁ ନେଇ ଆସାମରେ ପ୍ରତିବାଦ ଥମି ନଥିବା ବେଳେ ଆଜି ଏହାର ପ୍ରଭାବ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଉତ୍ତର-ପୂର୍ବ ରାଜ୍ୟ, ଆସାମ ଓ ପଶ୍ଚିମବଙ୍ଗରେ ପ୍ରତିବାଦର ନିଆଁ ବ୍ୟାପି ରାଜଧାନୀ…
Read More...

ଉଦଘାଟିତ ହେଲା ତୋଷାଳି ମେଳା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଆରମ୍ଭ ହେଲା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ତଥା ଚତୁର୍ଦଶ ସଂସ୍କରଣ । ହସ୍ତତନ୍ତ୍ର ବୟନ ଶିଳ୍ପ ମନ୍ତ୍ରୀ ପଦ୍ମୀନୀ ଦିଆନ ଏହି ମେଳାକୁ ଉଦଘାଟନ କରିଛନ୍ତି । ଚଳିତ ବର୍ଷ ତୋଷାଳୀ ମେଳାରେ ୩୮୦ଟି ଷ୍ଟଲ ପଡିଥିବା ବେଳେ ପାଖାପାଖି ୫୦ଟି ଫୁଡ୍…
Read More...

ସଜେଇ ହେବ ସିଲଭର୍ ସିଟି

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ବଦଳିବ କଟକର ଚେହେରା। କଟକରେ ହେବ ନୂଆ ସିଡିଏ । ବାଲିଯାତ୍ରା ଯୋବ୍ରା ମହାନଦୀ ପଠା ମଧ୍ୟରେ ୪୦୦ ଏକର ନୂଆ ଜାଗା ଜାଗାରେ ଏସସିବିର ଦ୍ୱିତୀୟ କ୍ୟାମ୍ପସ ନିର୍ମାଣ କରାଯିବ । କିଛି ସରକାରୀ ଅଫିସ୍ ଓ ବାସ ଉପଯୋଗି ଜମି ମଧ୍ୟ ବାହାରିବା ସହ ନୂଆ ଜାଗାରେ…
Read More...

ବିରାଟ ବାହିନୀର ସିରିଜ୍ ବିଜୟ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା, ଲୋକେଶ ରାହୁଲ୍ ଏବଂ କ୍ୟାପଟେନ୍ ବିରାଟ୍ କୋହଲିଙ୍କ…
Read More...