Breaking

ମୋ ସରକାରରେ ସାମିଲ ହେଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ

0

ଭୁବନେଶ୍ୱର:ମୋ ସରକାର ଅଧିନକୁ ଆସିଲା ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ । ଏଣିକି ଏହି ବିଭାଗରେ ଆସୁଥିବା ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଗତ ଦିନରେ ୫ଟିରେ ଅଧିନକୁ ଉଚ୍ଚଶିକ୍ଷା ବିଭାଗ ଓ କୃଷି ବିଭାଗ ଆସିଥିବା ବେଳେ ଆଜି ମୋ ସରକାରରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ସାମିଲ ହୋଇଛି । ଲୋକେସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ମାତୃ ଓ ଶିଶୁ ମୃତ୍ୟୁହାର ସଫଳତା ମିଳିଛି । “ମିଶନ ଶକ୍ତି’ ମହିଳା ସଶକ୍ତିକରଣରେ ଉଦାହରଣ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

loading...

Leave A Reply

Your email address will not be published.