Breaking
Monthly Archives

March 2019

ବିଜେଡି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପ୍ରକାଶ ପାଇଲା ନିର୍ବାଚନ ପାଈ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା। ବିଜେଡି ସୁପ୍ରିମୋ ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛନ୍ତି। ତେବେ ବାଲିକୁଦା ଏରସମାରୁ ରଘୁନନ୍ଦନ ଦାସ ଓ…
Read More...

ବିଜେଡ଼ିକୁ ପୁଣି ଝଟକା : ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଭୁବନେଶ୍ୱର: ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟତା ସହ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତକାଲି ରଘୁନାଥ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ…
Read More...

ନିର୍ମଳାକୃତି ସମ୍ମାନ ପ୍ରଦାନ ସମାରୋହ

ଭୁବନେଶ୍ୱର: ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିର୍ମଳାକୃତି ବିକାଶ ଟ୍ରଷ୍ଟ ଚଳିତ ବର୍ଷ ଏପ୍ରିଲ ୩ ତାରିଖରେ ପାଳନ କରିବାକୁ ଯାଉଛି ତାର ତ୍ରୟୋଦଶ ବାର୍ଷିକ ଉତ୍ସବ । ପ୍ରତ୍ୟେକ ବର୍ଷପରି ଚଳିତ ବର୍ଷ ଏହି ଉତ୍ସବରେ ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ…
Read More...

ପାରାଦୀପ ପଲିଟିକ୍ସ

ପାରାଦୀପ:ସମ୍ବିତଙ୍କୁ ମିଳିଲା ବିଜେଡି ଟିକେଟ୍ । ପାରାଦୀପରୁ ଶଙ୍ଖ ଚିହ୍ନରେ ଲଢିବେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ସମ୍ବିତଙ୍କ ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ। ୨୦୦୯ ରେ ପାରାଦୀପ ବିଧାନ ସଭା ଆସନ ତିଆରି ହୋଇଥିଲେ ମଧ୍ୟ…
Read More...

ବିଜେପିରେ ବିଦୁସ୍ମିତା

ଭୂବନେଶ୍ବର:ରିଲ୍ ରୁ ରାଜନୀତି। ରାଜନିତିକ ପାଣିପାଗର ଉଷ୍ଣତା ଭିତରେ ଓଡିଶା ଦଳ ଗୁଡିକରେ ପୁରୁଣା ନେତା ବାହାର ଦଳ ଡେଉଥିବା ବେଳେ କିଛି ନୂଆ ମୁହଁ ବି ସାମିଲ୍ ହେଉଛନ୍ତି ମଇଦାନରେ । ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ…
Read More...

ବାହୁଡିଲେ ବିଜୟ

ଭୂବନେଶ୍ବର:ପଦ୍ମ ଶିବିରକୁ ଫେରିଲେ ବିଜୟ । ସମସ୍ତ ରାଗ ଓ ରୋଷକୁ ଭୁଲି ଦଳକୁ ଫେରି ଆସିଛନ୍ତି ଦଳର ଏହି ହେଭିଓ୍ବେଟ୍ ନେତା ବିଜୟ ମହାପାତ୍ର । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ଦଳରେ ଯୋଗ ଦେଇଛନ୍ତି ବିଜୟ । ତେବେ କାଲି ସେ ମୋଦିଙ୍କ ସମାବେଶରେ ଯୋଗ ଦେବେ। ନିର୍ବାଚନ…
Read More...

ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା

ଭୂବନେଶ୍ବର:ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ନବୀନ । ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବା ମନସ୍ଥ କରିଛି ଶଙ୍ଖ ଶିବିର। ସିନେଷ୍ଟାର ଅନୁଭବ ମହାନ୍ତିଙ୍କୁ ଦଳ…
Read More...

ନିଳାଦ୍ରୀ ବିହାରରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଭୁବନେଶ୍ବର : ଦୁର୍ବୃତ୍ତମାନେ ଚନ୍ଦ୍ରଶେଖରପୁର ଥାନା ଅର୍ନ୍ତଗତ ନୀଳାଦ୍ରି ବିହାର ଅଞ୍ଚଳରେ ଘଟାଇଛନ୍ତି ଏଭଳି ଏକ ବଡ଼ ଧରଣର ଲୁଟପାଟ୍‌। ଜଣେ କଣ୍ଟ୍ରାଟରଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଘରେ କେହି ନଥିବା ମଉକାରେ ଦୁର୍ବୃତ୍ତମାନେ ଘରେ ପଶି ଆଲ୍‌ମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର…
Read More...

ଉତ୍ତରରେ ବୁଦ୍ଧିଜୀବୀ ଓ ସାଧାରଣ ଲୋକ ଚାହୁଁଛନ୍ତି ପ୍ରିୟଦର୍ଶୀ ମିଶ୍ରଙ୍କୁ

ଭୁବନେଶ୍ୱର: ଉତ୍ତର ବିଧାନସଭା ଆସନରେ ପୁଣିଥରେ ବିଧାୟକ ପି୍ରୟଦର୍ଶି ମିଶ୍ରଙ୍କୁ ସୁଯୋଗ ଦେବାକୁ ସ୍ଥାନୀୟ ବିଜେଡ଼ି କର୍ମୀ ଓ ସାଧାରଣରେ ଜୋରଦାର ଦାବି ଉଠୁଛି । ଓଡ଼ିଶାର ଜଣେ ତୁଙ୍ଗ ଯୁବନେତା ଭାବେ ଜଣାଶୁଣା ପି୍ରୟଦର୍ଶି ମିଶ୍ର ଗତ ୫ ବର୍ଷ ମଧ୍ୟରେ ଅନେକ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟ…
Read More...

ଯୁବ ସମାଜ ଗାଁ ମାଟିକୁ ଭଲପାଇଲେ ପରମ୍ପରା ଅକ୍ଷୁର୍ଣ୍ଣ ରହିବ:ମୂଖ୍ୟବକ୍ତା

ଦିଗପହଣ୍ଡି: ଯୁବ ସମାଜ ଗାଁ ମାଟିକୁ ଭଲ ପାଇଲେ ଭାରତୀୟ ହିନ୍ଦୁ ସଂସ୍କୃତିର ପରମ୍ପରା ଗୁଡିକ ଅକ୍ଷୁର୍ଣ୍ଣ ରହିବ । ଏଥିପାଇଁ ଗାଁରୁ ବଡ ହୋଇ ସହରକୁ ଚାଲିଯାଉଥିବା ଗାଁର ସଭ୍ୟ ଯୁବମାନସିକତା ଗାଁ ମାଆର ସ୍ନେହକୁ ସ୍ମରଣ କରିଲେ ଗାଁର ବିକାଶ ମଧ୍ୟ ସମ୍ଭବ ହୋଇପାରିବ ବୋଲି ମୂଖ୍ୟବକ୍ତା ଭାବେ…
Read More...