Breaking
Monthly Archives

March 2019

ନାମାଙ୍କନ ଭରିଲେ ଡଃ ଅଚ୍ୟୁତ ସାମନ୍ତ

କନ୍ଧମାଳ :କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ସୋମବାର ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ôଚ ରିଟର୍ଣ୍ଣିଂ ଅଫିସର ତଥା ଜିଲ୍ଲାପାଳଙ୍କ ନିକଟରେ ଶ୍ରୀ ସାମନ୍ତ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡ଼ିର ବହୁ ସମର୍ଥକ,…
Read More...

କଳିଙ୍ଗ ଅକ୍ତିଆର ଲକ୍ଷ୍ୟରେ ବିଜୟ ସଙ୍କଳ୍ପ ସମାବେଶ

ଭୂବନେଶ୍ବର: ଫୋକସ ରେ ପୂର୍ବଭାରତ। ଟାର୍ଗେଟ୍ ରେ ଓଡିଶା। ଆଗକୁ ନିର୍ବାଚନକୁ ଦୃଷ୍ଟିରେ ରଖି ପଦ୍ମ ଶିବିରର ମୁଖ୍ୟ ଲକ୍ଷ୍ୟ ଓଡିଶା ଅକ୍ତିଆର। ଏ ନେଇ ରଣନିତୀବି ପ୍ରସ୍ତୁତ। ନିର୍ବାଚନ ପାଈ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ।ଆଗାମୀ ୨୯ ରେ ଜୟପୁର ଓ ଏପ୍ରେଲ ୧ ରେ କଳାହାଣ୍ଡିରେ ମୋଦି କରିବେ…
Read More...

ନୟାଗଡରେ ନବୀନ

ଭୂବନେଶ୍ବର:ପ୍ରଚାର ମଇଦାନରେ ନବୀନ। ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଆଜିଠାରୁ ସୁପ୍ରିମୋଙ୍କ ହାଇ ଭୋଲଟେଜ୍ ପ୍ରଚାର। ନୟାଗଡ ନିର୍ବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ । ନୟାଗଡରେ ଆୟୋଜିତବିଶାଳ ଜନ ସମାବେଶକୁ ଉଦ୍ଭୋଦନ ଦେବାପାଈ ବିଜେଡି ସୁପ୍ରିମୋ ନବୀନ…
Read More...

ଏପ୍ରେଲ ୨ରୁ ସକାଳୁ ସ୍କୁଲ

ଭୁବନେଶ୍ୱର: ଦିନବେଳା ତାପମାତ୍ରା ଅହେତୁକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟ ସକାଳୁଆ ଖୋଲିବାର ନିଷ୍ପତ୍ତି ନେଇଥିବାର ଏକ ବିଜ୍ଞପ୍ତି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଛି । ଏଥିସହିତ…
Read More...

ହାତ ବଦଳରେ ପଦ୍ମ ଧରିଲେ ପ୍ରତ୍ୟୁଷା

ଭୁବନେଶ୍ବର : ପଦ୍ମ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ। ବିଜେପି ବିଧାୟକ ଦଳ ନେତା କେଭି ସିଂହଦେଓଙ୍କ ବାସଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଗତ ୨୦ ତାରିଖରେ ପ୍ରତ୍ୟୁଷା ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ । ସେ ତାଙ୍କ ଇସ୍ତଫା ପତ୍ରରେ ନୟାଗଡ…
Read More...

ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ହୋଲି ମହୋତ୍ସବ ପାଳିତ

ଭୁବନେଶ୍ବର:ଭୁବନେଶ୍ବର ଉପକଣ୍ଠ ଧଉଳି ନିକଟସ୍ଥ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ରାସାୟନିକ ରଙ୍ଗ ଓ ଅବିରଠାରୁ ଦୂରେଇ ଏକ ସ୍ବତନ୍ତ୍ର ଭାବେ ରଙ୍ଗ ପ୍ରସ୍ତୁତ କରାଯାଇଥିଲା। ପଳାସ ଫୁଲ,ଚନ୍ଦନ,ହଳଦୀକୁ ମିଶାଇ ସମିତି କର୍ମକର୍ତ୍ତାମାନେ…
Read More...

ବିଜେଡିକୁ ସମାନ ଷ୍ଟାଇଲରେ ଚେକ୍ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ବିଜେଡିକୁ ସମାନ କାଇଦାରେ ଚେକ୍ ଦେଲେ ଧର୍ମେନ୍ଦ୍ର। କିଛିଦିନ ତଳେ ବସନ୍ତ ପଣ୍ଡାଙ୍କ ପୁତୁରା ବିଜେଡିରେ ଯୋଗଦାନ କରିଥିଲେ। ସେ ଦିନଠାରୁ ଧର୍ମେନ୍ଦ୍ର ଚଳାଇ ଥିଲେ ରାଜନୈତିକ କସରତ। ଦଳ ଅଦଳବଦଳ ରାଜନୀତି ଜୋର ଧରିଥିବାବେଳେ ବିଜେପିରେ ଯୋଗ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ…
Read More...

ଜାଲରୁ ଉଦ୍ଧାର ହେଲା ୧୦ ଫୁଟର ଅଜଗର ସାପ

ଦିଗପହଣ୍ଡି:ଗଜପତି ଜିଲା ଚନ୍ଦ୍ରଗିରୀ ବନାଞ୍ଚଳ ଅଧିନସ୍ଥ ଦିଗପହଣ୍ଡି ବ୍ଳକ ଭୀଷ୍ମଗିରୀ ସେକ୍ସନ ଅନ୍ତର୍ଗତ ବାଲିପାଟ ଗ୍ରାମ ସ୍ଥିତ ଜେ.ସି.ଆଗ୍ରୋସ୍ ଫାର୍ମ୍ ମଧ୍ୟରୁ ଶୁକ୍ରବାର ପୂର୍ବାହ୍ନରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ପରେ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ତାହାକୁ ନିକଟସ୍ଥ…
Read More...

ହୋଲିରେ ପିଏଫ୍ଏ ପକ୍ଷରୁ ଜନସଚେତନତା

ଦିଗପହଣ୍ଡି: ରଙ୍ଗର ପର୍ବ ହୋଲି ଦିଗପହଣ୍ଡି ସହରରେ ଖୁବ୍ ଆଡମ୍ବରରେ ପାଳିତ ହୋଇଯାଇଛି । ପିଲା ଠାରୁ ବୁଢା ଯାଏଁ ସମସ୍ତ ବର୍ଗର ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପର୍ବର ଶୁଭେଚ୍ଛା ଜଣାଇବା ସହିତ ମିଠା ଖୁଆଇ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ପିପୁଲ ଫର୍…
Read More...

ପଦ୍ମ ଧରିଲେ କ୍ରିକେଟର ଗୌତମ ଗମ୍ଭୀର

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟିୟର ତଥା ଭାରତୀୟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ବିଜେପିରେ ଯୋଗ ଦେଇଛନ୍ତି । ଆଜି ଦିଲ୍ଲୀରେ ଥିବା ଦଳ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର ସମାରୋହରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଓ ରବି ଶଙ୍କର ପ୍ରସାଦ ଉପସ୍ଥିତ ଥିଲେ…
Read More...