ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:
ପ୍ରକାଶ ପାଇଲା ନିର୍ବାଚନ ପାଈ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ତାଲିକା। ବିଜେଡି ସୁପ୍ରିମୋ ଟିକେଟ୍ ପାଇଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛନ୍ତି। ତେବେ ବାଲିକୁଦା ଏରସମାରୁ ରଘୁନନ୍ଦନ ଦାସ ଓ ଜଗତସିଂହପୁର ରୁ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ୍ ମିଳିଥିବା ବେଳେ ପିପିଲିରୁ ପ୍ରଦୀପ ମହାରଥୀ ନିମାପଡ଼ାରୁ ସମୀର ରଞ୍ଜନ ଦାସ ନୀଳଗିରିରୁ ସନ୍ତୋଷ ଖଟୁଆ ଆନନ୍ଦପୁର ରୁ ଭାଗିରଥୀ ସେଠୀ କାକଟପୁର ରୁ ସୁରେନ୍ଦ୍ର ସେଠୀ ନିିଆଳିରୀ ପ୍ରମୋଦ ମଲ୍ଲିକ ଓ ଧାମ ନଗରରୁ ରାଜେନ୍ଦ୍ର ଦାସ ଙ୍କୁ ଟିକେଟ୍ ମିଳିଛି।
Breaking
ପବିତ୍ର ରଥଯାତ୍ରାରେ ମୁକ୍ତିଲାଭ କଲା ଶ୍ରୀ ଜଗନ୍ନାଥ ଭଜନ “ହେ ପୁରୁଷୋତ୍ତମ”ଇଣ୍ଡଲଜ୍ ବ୍ରାଇଡ଼ାଲ ମଲ୍ରେ ଆରମ୍ଭ ହେଲା ମହିଳା କାର୍ଣ୍ଣିଭାଲ ୨୦୨୨ଶିବାନନ୍ଦ ଶତ ବାର୍ଷିକ ବାଳକ ବିଦ୍ୟାଳୟର ପ୍ରତିଷ୍ଠା ଦିବସନେଦରଲ୍ୟାଣ୍ଡସରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ରଜ ଉତ୍ସବ ପାଳନମୋ କଲେଜ’ ଅଭିଯାନ ଅଧୀନରେ ଭୁବନେଶ୍ୱରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ‘ଆଲୁମିନି ମିଟ୍-୨୦୨୨’