Breaking

ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘ ବୈଠକ

ଭୁବନେଶ୍ୱର: ନିଖିଳ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର କାର୍ଯ୍ୟକାରିଣୀ କମିଟି ବୈଠକ ଆଜି ଅନୁଷ୍ଠିତ ହୋଇଛି । ଏଥିରେ ବିଜେଡି ନେତା ବିରଞ୍ଚି ନାରାୟଣ ମହାସୁପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଚୟନ କରାଯାଇଛି । ପାନ୍ଥନିବାସର ବିଭିନ୍ନ ୟୁନିଟ୍‍ର ଘରୋଇକରଣ ପାଇଁ ଥିବା ପ୍ରସ୍ତାବକୁ…
Read More...

ବୁଣାକାରଙ୍କ ଶାଢ଼ୀ ପିନ୍ଧି ର‌୍ୟାମ୍ପରେ ଚାଲିଲେ

ଭୁବନେଶ୍ୱର: ପରିଚୟ ଫାଉଣ୍ଡେସନ୍‍ ପକ୍ଷରୁ ଓଡ଼ିଶାର ବୁଣାକାରମାନଙ୍କ ହସ୍ତତନ୍ତ ସାମଗ୍ରୀକୁ ନେଇ ପରିଣୀତି ପ୍ରୋଜେକ୍ଟ ଆରମ୍ଭ କର‌ାଯାଇଛି । ମାଣିଆବନ୍ଧ, ସମ୍ବଲପୁର, ସୋନପୁର, କୋଟପାଡ ଓ ବ୍ରହ୍ମପୁରର ଗରିବ ଶ୍ରେଣୀର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀକୁ ଅନ୍ତର୍ଜତୀୟ ବଜାରରେ…
Read More...

ଜେଇଇ ମେନ୍ ୨୦୨୧ ପରୀକ୍ଷାରେ ମଦର୍ସ ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର: ଜେଇଇ ମେନ୍ ପରୀକ୍ଷା ୨୦୨୧ରେ ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଲଗ୍ନେଶ ମହାପା୍‌ତ୍ର ୯୯.୭୬୨ ପର୍ସେଟାଂଇଲ୍ ରଖି ସ୍କୁଲ୍‌ର ସର୍ବାଧିକ ସ୍କୋର ହାସଲ କରିଥିବା ବେଳେ ୯୯.୨୭୭ ପର୍ସେଟାଂଇଲ୍ ସହ ସୌଦିତି ରାଉତ ଦ୍ୱିତୀୟ ଟପର୍…
Read More...

ମହିଳା ଦିବସରେ ବିମୁଗ୍ଧ କଲା କଥକ ନୃତ୍ୟଗୁରୁ ଶୋଭନା ନାରାୟଣଙ୍କ ନୃତ୍ୟ

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପଦ୍ମଶ୍ରୀ ତଥା ବିଶିଷ୍ଟ କଥକ ନୃତ୍ୟଗୁରୁ ଶୋଭନା ନାରାୟଣ ନୃତ୍ୟ ପରିବେଷଣ କରିଛନ୍ତି |ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆର୍ଯ୍ୟ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ ସେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଏହି ଅବସରରେ ସେ କଥକ ନୃତ୍ୟ…
Read More...

ନୂଆଦିଲ୍ଲୀ ଠାରେ ଆନ୍ତର୍ଜାତିକ ମହିଳା ଦିବସରେ ରୋଜାଲିନ ପାଟ୍ଟଶାଣୀ ମିଶ୍ର ଙ୍କ ଯୋଗଦାନ

ନୂଆଦିଲ୍ଲୀ; ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଇଣ୍ଟରନେସନାଲ ସେଣ୍ଟର ଠାରେ ରେସପେକ୍ଟ ଇଣ୍ଡିଆ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଛି । ଉକ୍ତ ଉତ୍ସବ ରେ ଲୋକସଭା ର ବାଚସ୍ପତି ସମ୍ମାନିତ ଓମ ବିର୍ଲା, ଜାମ୍ମୁ ଓ କାଶ୍ମୀର ଲେଫ୍ଟଲାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା,…
Read More...

ବଜାଜ ଫାଇନାନ୍ସ ଏଫଡି ସହିତ ଆପଣଙ୍କର ସଂଚୟ ସୁରକ୍ଷିତ ରହିବାର ୫ଟି କାରଣ

ଭୁବନେଶ୍ୱର: ଜୀବନର ବିଭିନ୍ନ ନିବେଶ ଲକ୍ଷ ସତ୍ୱେ ଅଧିକାଂଶ ବ୍ୟକ୍ତି ତାଙ୍କ ସଂଚୟ ଉପରେ ଆକର୍ଷଣୀୟ ରିଟର୍ଣ୍ଣ ଓ ସୁରକ୍ଷା ଚାହିଁଥାନ୍ତି । ବଜାଜ ଫାଇନାନ୍ସର ଫିକ୍ସ ଡିପୋଜିଟ ବା ଏଫଡି ତାହାହିଁ ପ୍ରଦାନ କରିଥାଏ, ଯେଉଁଥିରେ ଆକର୍ଷଣୀୟ ସୁଧହାର ସହିତ ଜମାର ସୁରକ୍ଷା ମଧ୍ୟ ରହିଥାଏ । ନିକଟରେ…
Read More...