Breaking

୩୧ ବର୍ଷରେ କୋଳଥିଆ ଗଣେଶ ପୂଜା : ୟୁଥ୍ କ୍ଲବ୍‌ ପକ୍ଷରୁ ୫ ଜଣଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର :ଦୀର୍ଘ ୩୧ ବର୍ଷ ଧରି କୋଳଥିଆ ୟୁଥ୍ କ୍ଲବ୍‌ ତରଫରୁ ଗଣେଶ ପୂଜା ପାଳିତ ହୋଇ ଆସୁଅଛି ।ଏହି କ୍ଲବରେ ୫୦ ଜଣ ମେମ୍ବର ରହୁଥିବା ବେଳେ ସମସ୍ତେ ମିଶି ସବୁ ବର୍ଷ ବହୁ ଆଡ଼ମ୍ବରେ ପାଳନ କରୁଛନ୍ତି । ତାହା ସହ ୪ ଦିନ କାଳ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ । ଶେଷ…
Read More...

ହକି ବିଶ୍ୱକପରେ କଳିଙ୍ଗ ଷ୍ଟାଡିୟମକୁ ଜଗିବ ଡ୍ରୋନ୍‌ କ୍ୟାମେରା

ଭୁବନେଶ୍ବର : ବିଶ୍ୱକପ୍‌ ସମୟରେ ସୁରକ୍ଷା ଲାଗି, ବ୍ୟବହାର ହେବ ଡ୍ରୋନ୍‌ କ୍ୟାମେରା । ଖୁବ୍‌ ଶିଘ୍ର ଏକ ଉନ୍ନତ ଜ୍ଞାନକୌଶ ଥିବା ଡ୍ରୋନ୍‌ କ୍ୟାମେରା କିଣିବ ପୋଲିସ । ସେହିଭଳି କଳିଙ୍ଗ ଷ୍ଟାଡିୟମରେ କାମ କରୁଥିବା କର୍ମଚାରୀମାନଙ୍କ ପରିଚୟ ପତ୍ର ପୋଲିସ ପାଖରେ ଦାଖଲ କରିବାକୁ ନିର୍ଦ୍ଦେଶ…
Read More...

ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ସେ କଟକ ସଦର ନିର୍ବାଚନ…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୭ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଚାକିରି ତଲାସରେ ଥିବା ବ୍ୟକ୍ତି ଶୁଭ…

ମେଷ: ଭାଗ୍ୟ ବଦଳାଇବା ପାଇଁ ଭଲ ସମୟ। ଆପଣଙ୍କ କାମର ପ୍ରଶଂସା ହେବ। ଉଚ୍ଚ କର୍ତ୍ତୃପକ୍ଷ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ। ବ୍ୟବସାୟ ସମ୍ବନ୍ଧରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ବୃଷ: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଆପଣଙ୍କ କାମକୁ…
Read More...

୨୩ ଟଙ୍କା ପର୍ଯ୍ୟନ୍ତ କମିପାରେ ତେଲ ଦର : ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା – ଜାଣନ୍ତୁ କିପରି

ନୂଆଦିଲ୍ଲୀ:ବର୍ତମାନ ମୂଲ୍ୟ ଯେଉଁ ଭଳି ଭାବରେ ବାଡ଼ି ଚାଲିଛି ସାଧାରଣ ଜନତା ଠାରୁ ଆରମ୍ଭ କରି ସବୁ ବର୍ଗ ର ଲୋକ ଏଠି ଆଇନ ଚିନ୍ତିତ ହେଇଗଲେଣି | ଲଗାତାର ୧୬ ଦିନ ହେଲା ତେଲ ର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି | ସମଗ୍ର ଦେଶ ଏଠି ପାଇଁ ବ୍ୟାକୁଳ ହେଉଥିବା ସମୟରେ ଆସିଛି ଏକ ନୂଆ ଉପାୟ |…
Read More...

ପୂରା ଦୁନିଆ ସାମ୍ନାରେ ନିକ ଜୋନସଙ୍କୁ କିସ୍ କଲେ ପ୍ରିୟଙ୍କା : ଭିଡ଼ିଓ ହେଲା ଭାଇରାଲ

ନ୍ୟୁୟର୍କ : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାବିସ୍ୱାମୀ ତଥା ଆମେରିକୀୟ ସିଙ୍ଗର ନିକ ଜୋନସ ନିଜର ୨୬ ତମ ଜନ୍ମଦିନ ପାଳନ କରୁଛନ୍ତି ।ପ୍ରିୟଙ୍କା ନିକଙ୍କ ଜନ୍ମଦିନକୁ ସେଲିବ୍ରେଟ କରିବା ପାଇଁ ଏବେ କାର୍ଲିଫର୍ଣ୍ଣିଆରେ ଅଛନ୍ତି ।ନିକଟରେ ପ୍ରିୟଙ୍କା ଏବଂ ନିକ ବେସବଲ ମ୍ୟାଚ…
Read More...

ସୁନ୍ଦର ଦେଖାଯିବା ପାଇଁ ମହିଳା ପିଉଛନ୍ତି ଦୈନିକ କୁକୁର ମୂତ୍ର

ୱାଶିଂଟନ୍ : ମହିଳା ସୁନ୍ଦର ଦେଖାଯିବା ପାଇଁ ସାତ ସମୁଦ୍ର ପାର ମଧ୍ୟ ଯିବାକୁ ପଛାନ୍ତି ନାହିଁ। ଏଥିପାଇଁ ବଜାରରେ ଆପଣ ଦେଖିଥିବେ ମହିଳାଙ୍କ ପାଇଁ ଅନେକ ପ୍ରକାରର ବିଉଟି କ୍ରିମ୍ ଏବଂ ପ୍ରଡ଼ୋକ୍ଟ ଆଦି ବିକ୍ରି ହେଉଛି। କିନ୍ତୁ ଆପଣ କେବେ ଶୁଣିଛନ୍ତି ସୁନ୍ଦର ଏବଂ ଚମକଦାର ତ୍ବଚା ପାଇଁ କୌଣସି…
Read More...

ଚାକିରୀ ପାଇବାର ନୂଆ ଠିକଣା ଓଡିଶା ଜବ ଅପଡେଟସ୍

ଭୁବନେଶ୍ୱର : ଆମେ ପାଠ ପଢ଼ୁଛେ କଣ ପାଇଁ? ଖଣ୍ଡେ ଚାକିରୀ ପାଇଁ । ଚାକରି କେମିତି ପାଇବା ? ଚାକିରୀ ସମ୍ବନ୍ଧୀୟ ସୂଚନା ପାଇଲେ ତ ଚାକିରି ପାଇଁ ଆବେଦନ କରିପାରିବା । ହେଲେ ଚାକିରୀ ସୂଚନା ପାଇବା କେଉଁଠୁ ? ଏଥିପାଇଁ ଚିନ୍ତା କରନ୍ତୁନି । ଏବେ ଚାକିରୀ ର ସମସ୍ତ ସୂଚନା ' ଓଡିଶା ଜବ ଅପଡେଟସ୍…
Read More...

ଆଜି କେମିତି କଟିବ ଆପଣଙ୍କ ଦିନ :୧୬ ସେପ୍ଟେମ୍ବର ୨୦୧୮,ଜାଣନ୍ତୁ କେଉଁ ରାଶିରେ ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ

ମେଷ: ପାରିବାରିକ ବୁଝାମଣା ଠିକ୍‍ ରହିବ। ଶତ୍ରୁ ନାଶ କରି ଆଶ୍ୱସ୍ତି ମିଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦୁଶ୍ଚିନ୍ତା ଦୂର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବୃଷ: ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଘାତଚନ୍ଦ୍ର…
Read More...