Breaking

୨୩ ଟଙ୍କା ପର୍ଯ୍ୟନ୍ତ କମିପାରେ ତେଲ ଦର : ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା – ଜାଣନ୍ତୁ କିପରି

0

ନୂଆଦିଲ୍ଲୀ:ବର୍ତମାନ ମୂଲ୍ୟ ଯେଉଁ ଭଳି ଭାବରେ ବାଡ଼ି ଚାଲିଛି ସାଧାରଣ ଜନତା ଠାରୁ ଆରମ୍ଭ କରି ସବୁ ବର୍ଗ ର ଲୋକ ଏଠି ଆଇନ ଚିନ୍ତିତ ହେଇଗଲେଣି | ଲଗାତାର ୧୬ ଦିନ ହେଲା ତେଲ ର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି | ସମଗ୍ର ଦେଶ ଏଠି ପାଇଁ ବ୍ୟାକୁଳ ହେଉଥିବା ସମୟରେ ଆସିଛି ଏକ ନୂଆ ଉପାୟ | ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଚାହିଁଲେ ତେଲ ଦର ୨୩ ଟଙ୍କା ପର୍ଯ୍ୟନ୍ତ କମିବା ବୋଲି ଆଶା | ଖବର ଅନୁସାରେ ବିଶ୍ୱର ସବୁଠାରୁ ଅଧିକ ଅଶୋଧିତ ତୈଳ ଗଚ୍ଛିତ ରଖିଥିବା ଦେଶ ଭେନଜୁଏଲା ଭାରତକୁ ଏହି ଅଫର ଦେଇଛି । ଯଦି ମୋଦି ସରକାର ଭେନଜୁଏଲାର ଏହି ଅଫରକୁ ଗ୍ରହଣ କରନ୍ତି ତାହାଲେ ଦେଶରେ ପେଟ୍ରୋଲ-ଡିଜେଲ ବର୍ଦ୍ଧିତ ମୂଲ୍ୟ ଉପରେ ସ୍ଥାୟୀ ଲଗାମ ଲାଗିପାରିବ ।

ତେବେ ଚାଲନ୍ତୁ ଜାଣିବା କଣ ସେହି ଉପାୟ –

ସେ କହିବା ଅନୁସାରେ ଭାରତ ଅଶୋଧିତ ତୈଳ ଆମଦାନୀ ପାଇଁ ଯଦି ତାହାର କରେନସି ପେଟ୍ରୋ ବ୍ୟବହାର କରିବ ତାହାଲେ ସେ ୩୦ ପ୍ରତିଶତ କମ୍ ମୂଲ୍ୟରେ ତୈଳ ଦେବାକୁ ପ୍ରସ୍ତୁତ ଅଛି । ଭେନଜୁଏଲା କିଛି ଦିନ ପୂର୍ବେ ନ୍ୟୁ ବ୍ଲକଚେନ୍ ଜ୍ଞାନକୌଶଳ ଦ୍ବାରା ପ୍ରସ୍ତୁତ ହୋଇଥିବା କରେନସି ‘ପେଟ୍ରୋ’ ଆରମ୍ଭ କରିଛି | ତେବେ ଦେଖିବାକୁ ବାକି ରହିଲା ପ୍ରଧାନମନ୍ତ୍ରୀ ଏହାର କଣ ନିଷ୍ପତି ନେଉଛନ୍ତି ।

loading...

Leave A Reply

Your email address will not be published.