Breaking

ଆଜିଠାରୁ ଆଦିବାସୀ ମେଳା : ସହରରେ ଦିଶିବ ଆଦିବାସୀ ଗାଁ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳାରେ ଆଦିବାସୀମାନଙ୍କର ଭଳିକି ଭଳି ପାରମ୍ପାରିକ ଜିନିଷପତ୍ର ଦେଖିବାକୁ ମିଳିବ। ବନ ପାହାଡ଼ ଘେରା ଆଦିବାସୀ ଅଞ୍ଚଳକୁ ନ ଯାଇ ମଧ୍ୟ ରାଜଧାନୀବାସୀ ଆଦିବାସୀଙ୍କ ଚଳନି ସମ୍ପର୍କରେ ଜାଣିପାରିବେ। ଏହି ମେଳା…
Read More...

ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ: ୨ ଆତଙ୍କୀ ନିପାତ, ୫ ଯବାନ ଗୁରୁତର

ଶ୍ରୀନଗର: ଆଜି ସାରା‌ ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ ଆତଙ୍କବାଦୀମାନେ ଏଥିରେ ବାଧା ସୃଷ୍ଟି କରିବା ପାଇଁ ହୀନ ଉଦ୍ୟମ ଚଳାଇଛନ୍ତି। ଶନିବାର ପୁଲୱାମା ଘାଟି, ପଂପୋର ଏବଂ ଖାନ୍‌ମୋ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟ‌ରେ ୨ ଜଣ ଆତଙ୍କବାଦୀଙ୍କ…
Read More...

୭୦ ବର୍ଷରେ ଭାରତର ଗଣତନ୍ତ୍ର

ଭୁବନେଶ୍ୱର : ସାରା ଦେଶରେ ଆଜି ପାଳନ ହେଉଛି ୭୦ ତମ ସାଧାରଣତନ୍ତ୍ର ଦିବସ ।ଗାନ୍ଧି ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ପରେଡରେ ସାମରିକ, ବେସାମରିକ କ୍ଷେତ୍ରରେ ୫୪ ଟି ଟ୍ରୁପ ସାମିଲ ହୋଇଛନ୍ତି । ସେହିପରି କଟକ ବାରବାଟିି ଷ୍ଟାଡିୟମରେ…
Read More...

ତମାଣ୍ଡୋ ରୁ ଟାର୍ଗେଟ

ଭୂବନେଶ୍ବର :ଆସ୍କନ ମୁଡରେ ରାହୁଲ।ଓଡିଶା କଂଗ୍ରେସ ଆୟୋଜିତ ସମାବେଶରେ ବିରୋଧିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ହାଇକମାଣ୍ଡ। ମୋଦି ସରକାରଙ୍କ ବିରୋଧ ରେ ବିଶୋଦଗାର କରିଛନ୍ତି ରାହୁଲ। କେନ୍ଦ୍ର ସରକାରଙ୍କ ରାଫେଲ ଦୁର୍ନିତି ହେଉ ବା ଚାଷି ମାନଙ୍କ ବିଷୟରେ ହେଉ ବିଭିନ୍ନ ବିଷୟକୁ ନେଇ…
Read More...

ଚାଷି ଘରେ ପହଞ୍ଚିଲା କାଳିଆ

ଭୂବନେଶ୍ବର:କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇବାର ପ୍ରକ୍ରିୟାକୁ ପୁରୀ ସମାବେଶରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା କେବଳ ଯେ, ଓଡ଼ିଶାର ଅର୍ଥନୀତିକୁ ବୃଦ୍ଧି କରିବ ନାହିଁ ବରଂ ୩ ବର୍ଷରେ ୬ଟି ଋତୁ ପାଇଁ ଚାଷୀଙ୍କ ଚାଷ…
Read More...

ଦଳପତି ଶିଖାଇବେ ରଣନୀତି।

ଭୂବନେଶ୍ବର :ଆସୁଛନ୍ତି ଯୁବରାଜ। ଚଳଚଞ୍ଚଳ ଓଡିଶା କଂଗ୍ରେସ ଶିବିର। ଦେବେ ଗୁରୁମନ୍ତ୍ର। ନେତା ଠାରୁ ଆରମ୍ଭ କରି କର୍ମି ଯାଏ ସମେସ୍ତେ ଆନନ୍ଦିତ। ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇବା ପାଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ସ୍ବାଗତ ପାଈ ପ୍ରସ୍ତୁତ ରାଜ୍ୟ କଂଗ୍ରେସ। ତମାଣ୍ଡୋ…
Read More...

କଳିଙ୍ଗ ଦଳିତ ଯୁବ ସେନାର ବନ୍ଧୁ ମିଳନ

ଚନ୍ଦ୍ରଶେଖରପୁର: ଆଜି ଶିଖରଚଣ୍ଡି ପୀଠରେ କଳିଙ୍ଗ ଦଳିତ ଯୁବ ସେନା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ରାଜ୍ୟସ୍ତରୀୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବ ପ୍ରତିନିଧିମାନେ ଯୋଗଦେଇ ଦଳିତମାନଙ୍କ ସୁରକ୍ଷାପାଇଁ ଆଲୋଚନାକରିଥିଲେ। ସଭାପତି…
Read More...

ଓଡ଼ିଶାର ଗର୍ବ ‘କ୍ରୀସ୍ ଏଲ୍ଇଡ଼ି’ କୁ ମିଳିଲା ସମ୍ମାନଜନକ ୱାର୍ଲ୍ଡ ସିଗ୍ନେଚର ଆୱାର୍ଡ଼ ୨୦୧୯

ଭୁୁବନେଶ୍ୱର: ଗୁଣବତ୍ତା ସମ୍ପନ୍ନ ଏଲ୍ଇଡ଼ି ନିର୍ମାଣରେ ଚଳିତ ବର୍ଷର ବ୍ରାଣ୍ଡ ନିମନ୍ତେ କ୍ରୀସ୍ ଇଣ୍ଡିଜେନସ୍ ଟେକ୍ନିକାଲ ଇକ୍ୱିପମେଣ୍ଟ ପ୍ରାଇଭେଟ ଲିମିଟେଡ଼୍ କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ୱାର୍ଲ୍ଡ ସିଗ୍ନେଚର ଆୱାର୍ଡ଼ରେ ସମ୍ମାନିତ କରାଯାଇଛି ।ଇଂ ପ୍ରଶାନ୍ତ କୁମାର ମହାନ୍ତି, ‘କ୍ରୀସ୍…
Read More...

ଓଡିଶାର ଛାତ୍ରମାନଙ୍କ ପାଇଁ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଉଦଘୋଷିତ ବିବିଧ ଛାତ୍ରବୃତ୍ତି

ଭୂବନେଶ୍ବର:“ସମୟର ପରିବର୍ତ୍ତନ ସହ ତାଳ ଦେଇ ନବନିଯୁକ୍ତ ପ୍ରତିଭାଧାରୀଙ୍କଠାରୁ ଓ୍ୟଦ୍ୟୋଗିକ ପ୍ରତ୍ୟାଶା ବହୁ ପରିବର୍ତ୍ତିତ ହୋଇଛି ଏବଂ ଫଳରେ ସମଗ୍ର ପୃଥିବୀର ବିଶ୍ୱବିଦ୍ୟାଳୟମାନଙ୍କୁ ଶିକ୍ଷାର ଆଦର୍ଶ ସୁଧାରିବାକୁ ପଡିଛି, ଯଦ୍ଦ୍ୱାରା ଆଜିର ଯୁବକ ମାନଙ୍କୁ ଔଦ୍ୟୋଗିକ ପ୍ରତ୍ୟାଶା ଅନୁରୂପ…
Read More...