Breaking

ଆପଣ ଜାଣିଛନ୍ତି କି, ଦାଢ଼ିଥିବା ପୁରୁଷଙ୍କୁ କାହିଁକି ମହିଳା କରନ୍ତି ଅଧିକ ପସନ୍ଦ

ମହିଳାଙ୍କ ମନ ଜିତିବା ପାଇଁ ପୁରୁଷ ନାହିଁ ନଥିବା ପନ୍ଥା ଅବଲମ୍ବନ କରିଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ମହିଳା ଦାଢ଼ି ରଖିଥିବା ପୁରୁଷଙ୍କ ଦ୍ବାରା ଅଧିକ ମାତ୍ରାରେ ଇମ୍ପପ୍ରେସ୍ ହୋଇଥାନ୍ତି। ଆସନ୍ତୁ ଜାଣିବା କାହିଁକି ଦାଢ଼ି ରଖିବା ପୁରୁଷ ମହିଳାଙ୍କୁ ଏତେ…
Read More...

ଆଜି ବିଶ୍ୱ ଏଡସ ଦିବସ : ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନୀ

ନୂଆଦିଲ୍ଲୀ: ଆଜି ବିଶ୍ୱ ଏଡ୍‌ସ ଦିବସ। ଏଡ୍‌ସର ଭୟାବହତା ଓ ଏନେଇ ସେଚତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାରା ବିଶ୍ୱ ଡିସେମ୍ବର ୧ ତାରିଖକୁ ଏଡସ୍‌ ଦିବସ ରୂପେ ପାଳନ କରୁଛି। ଏସବୁ ସତ୍ତ୍ୱେ ଏଡସ୍‌ ସଂକ୍ରମଣକୁ ଏବେ ମଧ୍ୟ ଆଶାନୁରୂପେ ରୋକା ଯାଇପାରିନି। ଭାରତରେ ୨.୩୯ ମିଲିୟନ୍‌ରୁ ଅଧିକ…
Read More...

ବିଜେପିକୁ ଦ୍ୱିତୀୟ ଝଟ୍‌କା: ଦିଲ୍ଲୀପ୍‌ଙ୍କ ପରେ ଦଳ ଛାଡ଼ିଲେ ବିଜୟ

ଭୁବନେଶ୍ବର : ରାଜ୍ୟ ବିଜେପିକୁ ଗୋଟିଏ ଦିନରେ ଦୁଇ ଦୁଇଟି ଝଟ୍‌କା ଲାଗିଛି ।ପ୍ରଥମେ ବିଧାୟକ ଦିଲ୍ଲୀପ ରାୟ ପଦ ଓ ଦଳରୁ ଇସ୍ତଫା ଦେବାର କିଛି ସମୟରେ ଦୀର୍ଘ ସମୟ ଧରି କଣଠେସା ହୋଇ ରହିଥିବା ବିଜୟ ମହାପାତ୍ର ଦଳ ଛାଡ଼ିବା ନେଇ ଘୋଷଣା କରିଛନ୍ତି । ବିଜୟ ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା…
Read More...

ଆଜି ପ୍ରଥମାଷ୍ଟମୀ; ଏଣ୍ଡୁରି ପିଠାର ବାସ୍ନାରେ ମହକୁଛି ଓଡ଼ିଆ ଘର

ଭୁବନେଶ୍ୱର: ଆଜି ପ୍ରଥମାଷ୍ଟମୀ। ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ପୂଜାବିଧି ଆୟୋଜନ କରାଯାଇଥାଏ। ଏଣ୍ଡୁରି ପିଠା ହେଉଛି ପ୍ରଥମାଷ୍ଟମୀର ବିଶେଷତ୍ୱ। ଆଉ ଏଥିପାଇଁ ଛେନା, ଗୁଡ, ନଡ଼ିଆ, ଚାଉଳ ଓ ବିରି ସହ ହଳଦୀପତ୍ରର ବ୍ୟବହାର କରାଯାଇଥାଏ। ସକାଳୁ ସକାଳୁ ପରିବାରର…
Read More...

ବିଜେପିକୁ ଝଟ୍‌କା : ଇସ୍ତଫା ଦେଲେ ଦିଲୀପ ରାୟ

ଭୁବନେଶ୍ୱର: ବିଧାୟକ ପଦରୁ ଇସ୍ତଫା ଦେଲେ ବିଧାୟକ ଦିଲୀପ ରାୟ। ସେ ବିଜେପି ଟିକେଟ୍‌ରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଇସ୍ତଫାପତ୍ରକୁ ବାଚସ୍ପତି ଗ୍ରହଣ…
Read More...

ଦୁଲୁକିଲା ବାରବାଟୀ : ଭାଇଚାରା ବହୁତ ଭଲ,ଦହିବରା ନିଶ୍ଚିତ ଖାଇବି- ସଲମାନ

କଟକ: ଆଜି ସଂଧ୍ୟା ପ୍ରାୟ ୮ଟାରେ ସିଲଭର ସିଟି କଟକରେ ଆୟୋଜିତ ହୋଇଯାଇଛି ବିଶ୍ୱକପ ହକିର ରଙ୍ଗାରଙ୍ଗ ପ୍ରମୋସନ ସୋ । ଏହି ସୋ ରେ ଯୋଗ ଦେଇଥିଲେ ବଲିଉଡ଼ର ସୁପରିଚିତ ଷ୍ଟାର ସଲମାନ ଖାନ ଓ ଏଆର ରହେମାନ । ଦୁଇ ଜଣଙ୍କ ଯୋଡ଼ିରେ ମସଗୁଲ ହୋଇଥିଲେ ବାରବାରୀରେ ଉପସ୍ଥିତ ଦର୍ଶକ । ସଲ୍ଲୁଙ୍କ…
Read More...

ମୁଖ୍ୟମନ୍ତ୍ରୀଙ୍କୁ କୁଣ୍ଢାଇ ଫଟୋ ଉଠାଇଲେ ବଲିଉଡ ଦବଙ୍ଗ ଖାନ

ଭୁବନେଶ୍ୱର: କଟକରେ ହକି ବିଶ୍ୱକପ୍‌ ସେଲିବ୍ରେସନ୍ କାର୍ଯ୍ୟକ୍ରମରେ ଭାଗନେବାକୁ ଆସିଥିବା ବଲିଉଡ୍‌ ସୁପରଷ୍ଟାର୍ ଦବଙ୍ଗ ଖାନ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ଭେଟିଛନ୍ତି। ସେ ଆଜି କଟକରେ ତାଙ୍କ ସୋ କରିବା ଅସବରରେ ନବୀନଙ୍କ ଭେଟିଥିବା ଜଣାପଡ଼ିଛି।ଏହି ଫଟୋରେ ଉଭୟ ସଲମାନ ଓ ନବୀନ…
Read More...

ଭୁବନେଶ୍ୱରରେ ପହଞ୍ଚିଲେ ସଲମାନ୍‌ ଖାନ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବଲିଉଡର ଭାଇଜାନ । କଳିଙ୍ଗ ଷ୍ଟାଡିୟମ ପରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ବିଶ୍ୱକପ ହକି ଉଦଘାଟନୀ ଉତ୍ସବର ସେଲିବ୍ରେସନରେ ଯୋଗ ଦେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଲମାନ ଖାନ୍ ।ସଲମାନ୍‌ଙ୍କର ଗୋଟିଏ ଝଲକ ପାଇବା ପାଇଁ ବିମାନ ବନ୍ଦର ଓ…
Read More...