Breaking

ଲିଭିଗଲା ଦୀପାଙ୍କ ଜୀବନ ଦୀପ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପ୍ରଖ୍ୟାତ ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଆଉ ନାହାନ୍ତି। _କୃଷ୍ଣଚୂଡା_ରଙ୍ଗର_ନାଲି_ଓଢଣୀ... ହାଏ ହାଏ ତୋ ମଲ୍ଲୀଫୁଲ ଗଜରା ଏମିତି ଅନେକ ସୁପରହିଟ୍ ଆଲବମ ଗୀତରେ ଅଭିନୟ କରି ଲୋକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡିଥିଲେ ଦୀପା । କୃଷ୍ଣଚୂଡା ରଙ୍ଗର ନାଲି…
Read More...

ଆସୁଛି ରାଫେଲ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି ରାଫେଲ । ରାଫେଲ ହେଉଛି ସେହି ଲଢୁଆ ବିମାନ ଯାହା ଭାରତର ଶକ୍ତିକୁ ଆକାଶ ପଥରେ ବଢାଇବାକୁ ସକ୍ଷମ ହେବ। ଫ୍ରାନ୍ସର ମାରିଗ୍ନାକ୍ ଏୟାରବେସ୍ ରୁୁ ୫ଟି ରାଫେଲ ହରିୟାଣାର ଅମ୍ବାଲା ଏୟାରବେସ ଅଭିମୁଖେ ଯାତ୍ରା ଆରମ୍ଭ…
Read More...

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି…
Read More...

ବାହୁଡିଲେ ବିଜୟ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଅଫେରା ରାଇଜକୁ ଫେରିଗଲେ ବିଜୟ। ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ସାରା ଓଡିଶା ଆଜି ମର୍ମାହତ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗରର ମଷାଣୀରେ ଶେଷ କୃତ୍ୟ ସଂପର୍ଣ୍ଣ ହୋଇଛି । ରାଜଧାନୀର ଘରୋଇ ଡାକ୍ତରଖାନାରୁ ବିଜୟ ମହାନ୍ତିଙ୍କ…
Read More...

ପୁଣି ସବୁ ଲକ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପୂର୍ବରୁୁ ୭୦ ଦିନ ଧରି ଲକ୍ଡାଉନ୍ ରହିବା ପରେ ପୁଣି ଚିନ୍ତାରେ ସରକାର । ଜୁନ୍ ମାସରେ ସଂକ୍ରମଣ ବଢିଲା ଏବଂ ଏବେ ଜୁଲାଇ ମାସରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନାଗ୍ରାଫ୍ । ଏହାକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ କାଲି…
Read More...

ନୟାପଲ୍ଲୀ ୱାର୍ଡ଼ ନଂ ୩୯ ରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ରନ୍ଧାଖାଦ୍ୟ ପ୍ରଦାନ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଭୁବନେଶ୍ୱର ମହାନଗର ନିଗମ, ନୟାପଲ୍ଲୀ, ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିଠାରେ ୱାର୍ଡ଼ ନଂ ୩୯ର କରୋନା ଯୋଦ୍ଧା ସମ୍ବାନୀୟ ସଫେଇ କର୍ମଚାରୀ ବନ୍ଧୁମାନଙ୍କୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଂପାଦକ ଶ୍ରୀଯୁକ୍ତ ଅଭିଳାଷ ମାଣିଆଙ୍କ ନିର୍ଦ୍ଦେଶ…
Read More...

ୟୁଥ୍ ଫୋର ଆକ୍ସନ ତରଫରୁ ବୃକ୍ଷରୋପଣ

ଭୁବନେଶ୍ୱର: ସୁସ୍ଥ ଓ ସୁରକ୍ଷିତ ସମାଜ ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ । ବର୍ତ୍ତମାନ ପରିସ୍ଥିତିରେ ମାନବ ଜୀବନ ବଞ୍ଚିବା ପାଇଁ ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷରୋପଣ ଆମ ସମସ୍ତଙ୍କର କର୍ତ୍ତବ୍ୟ । ଏହାକୁ ହୃଦୟଙ୍ଗମ କରି ବୃକ୍ଷରୋପଣ ପାଇଁ ଆଗେଇ ଆସିଛି ଯୁବ ସଂଗଠନ ୟୁଥ୍ ଫୋର…
Read More...