Breaking

ପୁଣି ସବୁ ଲକ୍

୪ ଜିଲ୍ଳାରେ ୧୪ ଦିନ ଯାଏଁ ତାଲା: କଡାକଡି ଭାବେ ଲକଡାଉନ୍ ଲାଗୁ କରିବାକୁ ନିର୍ଦ୍ଦେଶ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପୂର୍ବରୁୁ ୭୦ ଦିନ ଧରି ଲକ୍ଡାଉନ୍ ରହିବା ପରେ ପୁଣି ଚିନ୍ତାରେ ସରକାର । ଜୁନ୍ ମାସରେ ସଂକ୍ରମଣ ବଢିଲା ଏବଂ ଏବେ ଜୁଲାଇ ମାସରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନାଗ୍ରାଫ୍ । ଏହାକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ କାଲି ରାତି ୯ଟାରୁ ତାଲାବନ୍ଦ ଆରମ୍ଭ ହୋଇଛି । ବର୍ତମାନର ଲକ୍ଡାଉନ୍କୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାଶନ ସଚିବ।ଏହି ସମୟ ମଧ୍ୟରେ ସଂକ୍ରମଣର ଚେନ୍ କୁୁ ରୋକିବାକୁ କଠୋର ପଦକ୍ଷେପ ନିଆଯିବ ଓ ଏହି ଲକ୍ଡାଉନ୍କକୁ କଡା ଭାବରେ ମାନିବାକୁ ରୋକଠୋକ୍ ଶୁଣାଇଛନ୍ତି ପୁଲିସ୍ କମିସନର।

loading...

Leave A Reply

Your email address will not be published.