Breaking

ଲିଭିଗଲା ଦୀପାଙ୍କ ଜୀବନ ଦୀପ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ପ୍ରଖ୍ୟାତ ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଆଉ ନାହାନ୍ତି। _କୃଷ୍ଣଚୂଡା_ରଙ୍ଗର_ନାଲି_ଓଢଣୀ… ହାଏ ହାଏ ତୋ ମଲ୍ଲୀଫୁଲ ଗଜରା ଏମିତି ଅନେକ ସୁପରହିଟ୍ ଆଲବମ ଗୀତରେ ଅଭିନୟ କରି ଲୋକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡିଥିଲେ ଦୀପା । କୃଷ୍ଣଚୂଡା ରଙ୍ଗର ନାଲି ଓଢଣୀ ପାଇଁ ଘରେ ଘରେ ପରିଚିତ ଥିଲେ।ଆଜି ସେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୟର ନିଖୁଣ ଚାତୁରୀ ସର୍ବଦା ଦର୍ଶକଙ୍କ ମନରେ ରହିବ।

loading...

Leave A Reply

Your email address will not be published.