Breaking
Browsing Category

ରାଜ୍ୟ

କୋଭିଡ଼୍ ଯୋଦ୍ଧାଙ୍କ ପାଇଁ ନୀରବ ପ୍ରାର୍ଥନା ଓ ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୀପ ପ୍ରଜ୍ୱଳନ କଲେ ପାଇକ ମହାସଂଘ ଓ ଗଡ଼େଶ୍ୱର…

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀ ଯେତେବେଳେ ସମଗ୍ର ପୃଥିବୀକୁ ଗ୍ରାସ କରିଛି କରୋନା ରାକ୍ଷସର ଅନଳ ଗର୍ଭଭିତରେ ଶହଶହ ନିରୀହ ମଣିଷ ଲୀନ ହୋଇଯାଉଛନ୍ତି ସେଥିରୁ ଆମ ରାଜ୍ୟ ଓଡ଼ିଶା ବାଦ୍ ଯାଇନି ଚାରି ଆଡ଼େ ହାଃ ହାଃ କାର, ଧନ, ଜୀବନ, ଜୀବିକା ଅର୍ଥନୀତି ବିପର୍ଯ୍ୟସ୍ତ ସବୁ ଠପ୍…
Read More...

ନୀରବି ଯିବ ଓଡିଶା

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କୋଭିଡ୍ ଯୋଦ୍ଧାମାନଙ୍କ ସମ୍ମାନରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ।ଆଜି ସଂଧ୍ୟା ୬ଟାରେ ୧ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି ନବୀନ ।ଏହା ସହ ଟିଭି ଓ ସୋସିଆଲ୍ ମିଡିଆରେ…
Read More...

ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଛନ୍ତି, କରୋନା ଯୋଗୁଁ ରେଜଲ୍ଟ ପ୍ରକାଶରେ ବିଳମ୍ବ ହୋଇଥିଲେ ମଧ୍ୟ ବର୍ତମାନ ଖାତା ଦେଖା ଶେଷ…
Read More...

ଲିଭିଗଲା ଦୀପାଙ୍କ ଜୀବନ ଦୀପ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପ୍ରଖ୍ୟାତ ଆଲବମ୍ ଅଭିନେତ୍ରୀ ଦୀପା ସାହୁ ଆଉ ନାହାନ୍ତି। _କୃଷ୍ଣଚୂଡା_ରଙ୍ଗର_ନାଲି_ଓଢଣୀ... ହାଏ ହାଏ ତୋ ମଲ୍ଲୀଫୁଲ ଗଜରା ଏମିତି ଅନେକ ସୁପରହିଟ୍ ଆଲବମ ଗୀତରେ ଅଭିନୟ କରି ଲୋକଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡିଥିଲେ ଦୀପା । କୃଷ୍ଣଚୂଡା ରଙ୍ଗର ନାଲି…
Read More...

କରୋନା ମହାମାରୀ ସମୟରେ ସହଯୋଗର ହାତ ବଢ଼ାଇଛି ‘ରେଡ୍‍ ସ୍ୱସ୍ତିକ୍‍’

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍‍ଡାଉନ୍‍ ଜାରି କରାଯାଇଛି । ଅଦୃଶ୍ୟ ଶକ୍ତି କରୋନାକୁ ପ୍ରତିହତ କରିବା ପାଇଁ ଆରମ୍ଭ ହୋଇଥିବା ଯୁଦ୍ଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ , ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି…
Read More...

ବାହୁଡିଲେ ବିଜୟ

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ଅଫେରା ରାଇଜକୁ ଫେରିଗଲେ ବିଜୟ। ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକରେ ସାରା ଓଡିଶା ଆଜି ମର୍ମାହତ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗରର ମଷାଣୀରେ ଶେଷ କୃତ୍ୟ ସଂପର୍ଣ୍ଣ ହୋଇଛି । ରାଜଧାନୀର ଘରୋଇ ଡାକ୍ତରଖାନାରୁ ବିଜୟ ମହାନ୍ତିଙ୍କ…
Read More...

ପୁଣି ସବୁ ଲକ୍

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ: ପୂର୍ବରୁୁ ୭୦ ଦିନ ଧରି ଲକ୍ଡାଉନ୍ ରହିବା ପରେ ପୁଣି ଚିନ୍ତାରେ ସରକାର । ଜୁନ୍ ମାସରେ ସଂକ୍ରମଣ ବଢିଲା ଏବଂ ଏବେ ଜୁଲାଇ ମାସରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନାଗ୍ରାଫ୍ । ଏହାକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ କାଲି…
Read More...