Breaking

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

0

ଓଡିଶା ନ୍ୟୁଜ୍ ଟୁଡେ ବ୍ୟୁରୋ:

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। କଟକ ଓ ଭୁବନେଶ୍ୱରରେ ନୂଆ ଡିସିପି ଭାବେ ଉମାଶଙ୍କର ଦାସ ଙ୍କୁ ଦାୟିତ୍ୱ ଦିଆଯାଇଛି। କଟକ ଡିସିପି ଭାବେ ପ୍ରତୀକ ସିଂହଙ୍କୁ ନିଯକ୍ତି ମିଳିଥିବା ବେଳେ ସୁନ୍ଦରଗଡ ଏସପି ହେଲେ ସାଗରିକା ନାଥ , ଟ୍ରାଫିକ ଡିସିପି ଭାବେ ସୌମ୍ୟା ମିଶ୍ରଙ୍କୁ ଭାର ମିଳିଛି । ଅଖିଳେଶ୍ୱର ସିଂହଙ୍କୁ ପୁରୀ ଏସପି, ରାହୁଲ ଜୈନଙ୍କୁ ନୂଆପଡା ଏସପି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବୀନିତ୍ ଅଗ୍ରୱାଲଙ୍କୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି । ଏମ ଅକ୍ଷୟଙ୍କୁ ସିଏମଡି ପିଓଏଚ ଆଣ୍ଡ ଡବ୍ଲ୍ୟୁୟସି, ସତ୍ୟଜିତ ମହାନ୍ତିଙ୍କୁ ଡିଜି ଏଫସି ଆଣ୍ଡ ସିଜି, ଏଚଜି, ଲଳିତ ଦାସଙ୍କୁ ଏଡିଜି କମ୍ୟୁନିକେସନ,ରାଧାକୃଷ୍ଣ ଶର୍ମାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ,ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି କ୍ରାଇମବ୍ରାଂଚ, ପ୍ରବୀଣ କୁମାରଙ୍କୁ ଆଇଜି ଆଇନଶୃଙ୍ଖଳା ଭାବେ ନିଯୁକ୍ତି ଦିଆଯାଇଛି ।

loading...

Leave A Reply

Your email address will not be published.