Breaking
Browsing Category

ରାଜ୍ୟ

କୋଭିଡ ପାଇଁ ବନ୍ଦ ରହିବ ପ୍ଲାନେଟୋରିୟମ୍

ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଏବଂ ବୁର୍ଲା ସ୍ଥିତ ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍ ବୁର୍ଲା ଆସନ୍ତା ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରହିବ। ନୂତନ କୋଭିଡ୍ ଭାରିଆଣ୍ଟ ଓମିକ୍ରନ୍‌ର ବିସ୍ତାରକୁ ଦୃଷ୍ଟିରେ ରଖି ଏକ…
Read More...

ଲୋକାର୍ପିତ ହେଲା ଓଟିଡିସିର ‘ଉତ୍କଳ ଅରୋମା’ ଓ ‘ବେକଡ୍ ବୋନଞ୍ଜା’: ଉଦଘାଟନ କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଦ୍ୱାରା ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ରେଷ୍ଟୁରାଣ୍ଟ ‘ଉତ୍କଳ ଅରୋମା’ ଏବଂ ନିଜସ୍ୱ କେକ୍ ଓ ବିସ୍କୁଟ ଆଦି ପ୍ରସ୍ତୁତ ନିମନ୍ତେ ‘ବେକଡ୍ ବୋନଞ୍ଜା’ ୟୁନିଟକୁ ଲୋକାର୍ପଣ କରାଯାଇଛି। ଏହାସହିତ…
Read More...

ପ୍ରଶାନ୍ତି ବିହାରରେ ଦୁଇ ଶହ ହିତାଧିକାରୀଙ୍କୁ ବଣ୍ଟନ ହେଲା ବିଏସ୍‌କେଓ୍ବାଇ କାର୍ଡ

ଭୁବନେଶ୍ୱର: ବିଏମସିର ଉତ୍ତର ଭୁବନେଶ୍ୱର ୱାର୍ଡ ନଂ ୧ ଏବଂ ୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ)ରେ ସ୍ମାର୍ଟ କାର୍ଡ ବଣ୍ଟନ କରିଯାଇଛି । ପ୍ରଶାନ୍ତି ବିହାର ଦୁର୍ଗା ମଣ୍ଡପ ପଡିଆରେ ଏକ ବିଶାଳ ସମାବେଶ କରାଯାଇ ଦୁଇ ଶହରୁ ଉର୍ଦ୍ଧ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ…
Read More...

ରୋଜାଲିନ୍ ପଟ୍ଟଶାଣୀଙ୍କୁ ଏନସିଏନ୍ ଏକ୍ସିଲେନ୍ସି ଆଓ୍ବାର୍ଡ

ଭୁବନେଶ୍ବର: ପରିଚୟ ଫାଉଣ୍ଡେସନ୍ ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ରଙ୍କୁ ଏନସିଏନ୍ ଏକ୍ସିଲେନ୍ସି ଆଓ୍ବାର୍ଡ ପ୍ରଦାନ କରାଯାଇଛି । ନ୍ୟାସନାଲ କ୍ୟାରିୟର କାଉନସେଲିଂ ନେଟଓ୍ବର୍କ(ଏନସିଏନ୍) ପକ୍ଷରୁ ତାଙ୍କୁ ସାମାଜିକ ଉଦ୍ୟୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ମିଳିଛି…
Read More...

ଉତ୍କଳମଣି ଗୋପବନ୍ଧୁ ଥିଲେ ମଣିଙ୍କ ଭିତରେ ମଣି

ଭୁବନେଶ୍ୱର: ଉତ୍କଳମଣି ଗୋପବନ୍ଧୁ ଦାଶ ଏକ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ , କାରଣ ସେ ଜେଲ ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି , ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ ତଥା…
Read More...

ଋତୁସ୍ରାବ ସମ୍ପର୍କିତ ଭେଦଭାବ ଓ ଲଜ୍ୟାକୁ ଦୂରେଇବା ପାଇଁ ପିଲାମାନଙ୍କ ଦ୍ୱାରା ଚଳଚ୍ଚିତ୍ର ନିର୍ମାଣ

ଭୁବନେଶ୍ୱର: : ପ୍ରସଙ୍ଗଭିତିକ ପ୍ରମାଣିକ ଚିତ୍ର ଯେତେ ମନଛୁଆଁ ହୁଏ ଜନଜୀବନର ସମସ୍ୟା ଗୁଡିୁକ ବୁଝାଇବା ସେତେ ସହାୟକ ହୋଇଥାଏ, ଯାହା ଅନ୍ୟ କୌଣସି ଯୋଗାଯୋଗ ମାଧ୍ୟମରେ ହୋଇନଥାଏ ବୋଲି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ-୨୦୨୧’ର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ଫିଲ୍ମ ଉନ୍ନୟନ…
Read More...