Breaking
Browsing Category

ରାଜ୍ୟ

ମହଙ୍ଗା ପଡିଲା ମାଲିକ ଝିଅଙ୍କୁ ପ୍ରେମ ! ଲଙ୍ଗଳା କରି ଯୁବକଙ୍କୁ ନିର୍ଧୁମ ପିଟିଲେ

କେନ୍ଦ୍ରାପଡ଼ା:ଗ୍ରାମସଭାରେ ଯୁବକଙ୍କୁ ଉଲଗ୍ନ କରି ନିର୍ଧୁମ ପିଟିଲେ ଗାଁଲୋକ। ଏହା ସହ ୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜନଗର ତାଳଚୁଆ ମେରାଇନ୍ ଥାନା ରେକ୍ଟା ଗାଁରେ । ଏହି ଗାଁର ସଦାନନ୍ଦ ଜେନାଙ୍କ ପୁଅକୁ ସରପଂଚ ଏବଂ ଗ୍ରାମର କିଛି ଲୋକ…
Read More...

ରାଜଧାନୀରେ ଜଳିଗଲା କୋଚିଂ ସେଣ୍ଟର

ଭୁବନେଶ୍ବର:ଆଚାର୍ଯ୍ୟ ବିହାରରେ ଥିବା ଏକ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଓ କାଗଜପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ…
Read More...

‘ମୁଁ ହିରୋ…ମୁଁ ଓଡ଼ିଶା’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ :ଆଜି ‘ମୁଁ ହିରୋ..ମୁଁ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଓଡ଼ିଶା ମାଟି ବୀର ମାଟି । ଏ ମାଟିର ସନ୍ତାନ ଓଡ଼ିଶା ପାଇଁ ସଂଗ୍ରାମ କରିଛନ୍ତି । ସମାଜ ପ୍ରତି ଏମାନଙ୍କର ବିଶେଷ ଅବଦାନ ରହିଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ…
Read More...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କିନ୍ନର ମୀରା ପରିଡା ! ମୀରା ଆଣିଲେ ହତ୍ୟା ଉଦ୍ୟମ ଅଭିଯୋଗ

ଭୁବନେଶ୍ୱର:ଆଜି ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି କିନ୍ନର ମୀରା ପରିଡା ।ମୀରାଙ୍କ ଅଭିଯୋଗ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ସଫା କରିଦେବା ପାଇଁ ଏମିତି ଉଦେଶ୍ୟମୂଳକ ଯୋଜନା ରଚିଥିବା ସେ ପ୍ରକାଶ କରିଛନ୍ତି । ଥାନାରେ ଅଭିଯୋଗ କଲା ପରେ ପୋଲିସ ତଦନ୍ତ…
Read More...

ଦୂତିଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଜାକର୍ତ୍ତାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଗତକାଲି ରୌପ୍ୟ ପଦକ ହାସଲ କରିଥିବା ଧାବିକା ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହ ଦେଢ଼ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ସୋମବାର ଏହି ଘୋଷଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ…
Read More...

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ଚନ୍ଦ୍ରଶେଖରପୁର: ନୀଳାଦ୍ରିବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନବିଜ୍ଞାନ ମେଳା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନ ବିଜ୍ଞାନ ମେଳା ପରିଚାଳନା ସମିତି ସଭାପତି ବିଜୟ କୁମାର ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ପ୍ରଫେସର ବିଭୂତି ଭୂଷଣ ପଣ୍ଡା…
Read More...

ଆଜିଠୁ ରାଜ୍ୟରେ ଗଡ଼ିବ ‘ମୁଁ ହିରୋ’ ରଥ

ଭୁବନେଶ୍ବର : ମୁଁ ହିରୋ । ବିଜୁ ଯୁବ ବାହିନୀ ପରେ ଏକ ଉପ ଯୋଜନା ।‘ବିଜୁ ଯୁବ ବାହିନୀ’ ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମୁଁ ହିରୋ’ ହେବି ଅଭିଯାନର ଶୁଭାରମ୍ଭ ଅବସରରେ ‘ମୁଁ ହିରୋ ରଥ’ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଜିଲ୍ଲାସ୍ତରରେ ବିଜୁ ଯୁବ ବାହିନୀ, ମୁଁ ହିରୋ ପାଇଁ ୧୦…
Read More...

ଏସୀୟ କ୍ରୀଡ଼ା ! ଓଡିଆ ଝିଅ ଦୂତି ଚାନ୍ଦଙ୍କୁ ରୌପ୍ୟ ପଦକ

ଜାକର୍ତ୍ତା: ଏସିଆନ ଗେମ୍ସରେ ଚମକିଲେ ଓଡିଆ ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ ପ୍ରତିଯୋଗିତା ଫାଇନାଲରେ ରୌପ୍ୟ ପଦକ ହାସଲ କଲେ ଦୂତି ଚାନ୍ଦ । ୧୧.୩୨ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରିବା ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ହାତେଇଛନ୍ତି ଏହି ଭାରତୀୟ ଆଥଲେଟ ।ପୂର୍ବରୁ ସେମିଫାଇନାଲ…
Read More...

ସୁସ୍ଥ ହୋଇ ଘରକୁ ଫେରିଲେ ହାସ୍ୟ ଅଭିନେତା ଜୟୀରାମ ସାମଲ

ଭୁବନେଶ୍ୱର:ପାଞ୍ଚ ଦିନ ହସ୍ପିଟାଲରେ ଚିକିତ୍ସିତ ହେଲା ପରେ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି ହସ୍ୟ ଅଭିନେତା ଜୟୀରାମ ସାମଲ ।ଦର୍ଶକ ମାନଙ୍କ ଶ୍ରଦ୍ଧା, ଭଲ ପାଇବା, ଭଗବାନଙ୍କ ନିକଟରେ ପ୍ରାର୍ଥନା ମୋତେ ନୂଆ ଜୀବନ ଦେଇଛି ବୋଲି ଜୟୀରାମ କହିଛନ୍ତି। ହୃଦ୍‌ ଯନ୍ତ୍ରଣା ଅନୁଭବ କରିବାରୁ…
Read More...

ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ! ହତ୍ୟା ସନ୍ଦେହ

ଭୁବନେଶ୍ୱର:ସହିଦ ନଗର ଅଞ୍ଚଳର ଏକ ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଚିତ୍ରଲେଖା ପାତ୍ର। ତେବେ ଚିତ୍ରଲେଖା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ତାହା ଜଣାପଡ଼ି ନାହିଁ।ସହିଦ ନଗର ଥାନା ପୁଲିସ୍‌ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି…
Read More...