Breaking
Browsing Category

ରାଜ୍ୟ

ନିଲମ୍ବିତ ହେଲେ ଲାଞ୍ଚୁଆ ପୁଲିସ ବାବୁ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଜଟଣୀ ଥାନାର ପୂର୍ବତନ ଆଇଆଇସି ସଞ୍ଜୀବ ମହାନ୍ତିଙ୍କୁ ରାଜ୍ୟ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ନିଲମ୍ବନ କରିଛନ୍ତି। ସୋମବାର ଦିନ ତାଙ୍କୁ ଗିରଫ କରାଯାଇ ଜେଲ୍‍ ପଠାଇ ଦିଆଯାଇଥିବା ବେଳେ ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସୁପାରିସ କ୍ରମେ…
Read More...

ଢେଙ୍କାନାଳ: ସିଲିଣ୍ଡର ଫାଟି ଜିଅନ୍ତା ଜଳିଗଲେ ମାଆଝିଅ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନ ଥାନା ଗୋଡିପାଟଣା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଆଜି ସକାଳେ ଗ୍ୟାସ୍ ଲଗାଇବା ସମୟରେ ସାମାନ୍ୟ ଅସାବଧାନତା ପାଇଁ ଦୁଇଟି ଜୀବନ ଚାଲି ଯାଇଛି । ସୂଚନାନୁସାରେ, ଆଜି ଭୋରରୁ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ମମତା ପୋଥାଳ ଓ ତାଙ୍କ ଝିଅ…
Read More...

ପ୍ରବଳ ବର୍ଷା ଯୋଗୁଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର:ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଛୁଟି କରିବାକୁ ଆଦେଶ ଦେଇଛନ୍ତି। ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୁଟି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁସାରେ…
Read More...

ଲଗାଣ ବର୍ଷା ପାଇଁ କଟକରେ ସବୁ ସ୍କୁଲ ଓ କଲେଜ ଛୁଟି

କଟକ: ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି କଟକ । ଅନେକ ଅଞ୍ଚଳ ଏବେ ପାଣି ଘେରରେ । ବିଶେଷକରି ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି । ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି । ତେଣୁ ପିଲାଙ୍କ ସୁରକ୍ଷାକୁ ଦେଖି ତଥା ଆହୁରି ବର୍ଷା ହେବା ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ…
Read More...

ୱିସ୍ ଅନୁଷ୍ଠାନ ପକ୍ଷରୁ ଗୁରୁ ଦିବସ ପାଳିତ

ଭୁବନେଶ୍ୱର:ଶିକ୍ଷାଦାତ୍ତା ଗୁରୁଙ୍କ ପାଇଁ ଆଜିର ଦିନଟି ବହୁ ଗୁରୁତ୍ୱପୂର୍ଣ୍ଣ । ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ପ୍ରଥମ ଉପ-ରଷ୍ଟ୍ରପତି ଓ ବିଶିଷ୍ଟ ଶିକ୍ଷାବିତ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମତିଥିକୁ ସେପ୍ଟେମ୍ବର ୫ ତାରିଖକୁ ସର୍ବଭାରତୀୟ ସ୍ତରରେ ‘ଗୁରୁଦିବସ ’ ଭାବରେ ପାଳନ…
Read More...

ଗୁରୁ ଦିବସକୁ କଳା ଦିବସ ଭାବେ ପାଳିଲେ ଶିକ୍ଷକ ଓ ଅଧ୍ୟାପକ

ଭୁବନେଶ୍ୱର:ଆଜି ଗୁରୁଦିବସକୁ କଳାଦିବସ ଭାବେ ପାଳୁଛନ୍ତି ଆନ୍ଦୋଳନରତ ଶିକ୍ଷକ । ଦାବି ପୂରଣ ପାଇଁ ରାଜରାସ୍ତାରେ ବସିଛନ୍ତି ଶିକ୍ଷକ ଅଧ୍ୟାପକ । ସରକାର ପ୍ରତିଶ୍ରୁତି ଦେଇ ପୂରଣ କରୁ ନ ଥବାରୁ ଶିକ୍ଷକ ମାନେ ତାଙ୍କ ଦାବି ପୂରଣ ପାଇଁ ଲଢେଇ ଜାରି ରଖିଛନ୍ତି । ଦାବି ପୂରଣ ନେଇ ରାଜ୍ୟ ସରକାର…
Read More...

ଅାଜି ଗୁରୁ ଦିବସ : ଶିକ୍ଷାନୁଷ୍ଠାନରେ ବ୍ୟାପକ ଆୟୋଜନ

ଭୁବନେଶ୍ୱର: ଆଜି ଭାରତର ପୂବର୍ତନ ରାଷ୍ଟ୍ରପତି ଡଃ ସବର୍ପଲ୍ଲୀ ରାଧାକ୍ରୀଷ୍ଣଙ୍କ ଜନ୍ମଦିନ । ଦେଶବ୍ୟାପି ଆଜି ତାଙ୍କ ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଡଃ ସବର୍ପଲ୍ଲୀ ରାଧାକ୍ରୀଷ୍ର ଜଣେ ପୃଥିବୀ ପ୍ରସିଦ୍ଧ ଦାଶର୍ନିକ ଓ ଉତ୍ତମ ଶିକ୍ଷକ ଥିଲେ । ସେଥିପାଇଁ ତାଙ୍କ…
Read More...